ମଧ୍ୟପ୍ରଦେଶରେ ଲାଗୁହେଲା ଲକଡାଉନ୍
୧-ଅପହୃତ ଯବାନ ରାକେଶ୍ୱର ସିଂହ ମନହାସ୍ଙ୍କୁ ମୁକ୍ତ କଲେ ମାଓବାଦୀ . ୨-ପ୍ରଜାକୋର୍ଟ ପରେ ରାକେଶ୍ୱରଙ୍କୁ ଛାଡିଥିଲେ ମାଓବାଦୀ । ସାମ୍ନାକୁ ଆସିଲା ପ୍ରଜାମେଳିର ଚିତ୍ର । ୩-ଦେଶରେ ଟୀକା ଅଭାବ ଅଭିଯୋଗକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନଙ୍କ ଖଣ୍ଡନ । ୪-ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ବକ୍ତବ୍ୟ ରଖିଲେ ନବୀନ । ୧୦ ଦିନ ପାଇଁ ପାଇଁ ଟିକା ଓଡିଶାକୁ ଦେବାକୁ ଦାବି । ୫-କରୋନା ନିୟନ୍ତ୍ରଣ ପାଇଁ ଲକଡାଉନ ଜରୁରୀ ନୁହେଁ, ମାଇକ୍ରୋ-କଣ୍ଟେନମେଣ୍ଟ୍ ଉପରେ […]