Browsing category

Uncategorized

ଆଜିର ରାଶିଫଳ

ଅଗଷ୍ଟ ମାସ ୨୪ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଭାଦ୍ରମାସ-କୃଷ୍ଣପକ୍ଷ,ତିଥି-ଦ୍ଵିତୀୟା ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର.ମକର ରାଶିର ଘାତବାର,ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତିକାଖରୁ ପୋଟଳ ଭକ୍ଷଣ ନିଷେଧ । ମେଷ-ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି। ବୃଷ-ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ […]

ଆଜିର ଅନୁଚିନ୍ତା

➡️”ଜୀବନକୁ ବୁଝିବା ବହୁତ କଷ୍ଟକର | କେତେକ ସ୍ୱପ୍ନ ପାଇଁ ପ୍ରିୟଜନଙ୍କଠାରୁ ଦୂରରେ ରୁହନ୍ତି ଏବଂ କେତେକ ପ୍ରିୟଜନଙ୍କ ପାଇଁ ସ୍ୱପ୍ନଠାରୁ ଦୂରରେ ରୁହନ୍ତି !! ➡️”ଆମେ କୌଣସି Special ସମୟ ପାଇଁ ଅପେକ୍ଷା କରିବା ଉଚିତ୍ ନୁହେଁ କିନ୍ତୁ ପ୍ରତ୍ୟେକ ଥର କିଛି Special କରିବାକୁ ଆମର ଯଥାସମ୍ଭବ ଚେଷ୍ଟା କରିବା ଉଚିତ ! ➡️”କିଛି ସମସ୍ୟାର ସମାଧାନ ଠିକ୍ ସମୟରେ ଛାଡି ଦିଆଯିବା ଉଚିତ୍, ଅବଶ୍ୟ ଉତ୍ତରଗୁଡ଼ିକ ବିଳମ୍ବ ହେବ କିନ୍ତୁ ଉତ୍କୃଷ୍ଟ ହେବ […]

ଆଜିର ରାଶିଫଳ

ଅଗଷ୍ଟ ମାସ ୧୮ ତାରିଖ ୨୦୨୧ ମସିହା(ବୁଧବାର)ଶ୍ରାବଣମାସ-ଶୁକ୍ଳପକ୍ଷ,ତିଥି-ଏକାଦଶୀ,ମକର ରାଶିର ଘାତବାର,ତୁଳା ଓ କୁମ୍ଭ ରାଶିର ଘ।ତଚନ୍ଦ୍ର,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବ,ପୋଇ ଭକ୍ଷଣ ନିଷେଧ। ମେଷ:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ। ବୃଷ:-ଆଜି ଆପଣଙ୍କର […]

ଆଜିର ରାଶିଫଳ

ଅଗଷ୍ଟ ମାସ ୧୭ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶ୍ରାବଣମାସ-ଶୁକ୍ଳପକ୍ଷ,ତିଥି-ନବମୀ,ମକର ରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡ଼ିଆ କଳମଶାଗ ଭକ୍ଷଣ ନିଷେଧ। ମେଷ:-ଆଜି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ପ୍ରାପ୍ତ ହେବ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ। ବୃଷ:-ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ସହକର୍ମୀ କିମ୍ବା […]

ଆଜିର ରାଶିଫଳ

୧୬-୮-୨୦୨୧(ସୋମବାର)ମିଥୁନ ରାଶିର ଘାତବାର। ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ନଡ଼ି ଆ, ଲାଉ ଭକ୍ଷଣ ନିଷେଧ । ମେଷ:ଆପଣଙ୍କର ଇଚ୍ଛା ପୂରଣ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ବୃଷ: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଜମିରେ ପୁଞ୍ଜି ନିବେଶ ଲାଗି ଦିନଟି ଭଲ। ପିଲାମାନେ ଆପଣଙ୍କ ବ୍ୟବସାୟରେ ସହଯୋଗ କରିବେ। ମିଥୁନ: ବହୁ ଦିନର ସ୍ବପ୍ନ ସାକାର […]

ଆଜିର ରାଶିଫଳ

ଅଗଷ୍ଟ ମାସ ୦୮ ତାରିଖ ୨୦୨୧ ମସିହା(ରବିବାର)ଶ୍ରାବଣମାସ-କୃଷ୍ଣପକ୍ଷ,ତିଥି-ଅମାବାସ୍ୟା ,ମେଷ ରାଶିର ଘାତବାର,ଅମାବାସ୍ୟା ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ଆମିଷ, ପାଣିକଖାରୁ ଭକ୍ଷଣ ନିଷେଧ । ମେଷ- ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା […]

ଆଜିର ରାଶିଫଳ

ଅଗଷ୍ଟ ମାସ ୦୫ ତାରିଖ ୨୦୨୧ ମସିହା(ଗୁରୁବାର)ଶ୍ରାବଣମାସ-କୃଷ୍ଣପକ୍ଷ,ତିଥି-ଦ୍ଵାଦଶୀ,କନ୍ୟା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଦ୍ଵାଦଶୀ ର ଏକୋଡ଼ିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ବାଇଗଣ ଭକ୍ଷଣ ନିଷେଧ | ମେଷ– ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ | ବୃଷ– ଆଜି ମିତ୍ରଙ୍କ […]

ଆଜିର ଅନୁଚିନ୍ତା

🦚”ଅତୀତ ହେଉଛି ଏକ ଆବର୍ଜନା କାଗଜ ।ବର୍ତ୍ତମାନ ହେଉଛି ଏକ ଖବରକାଗଜ ,। ଭବିଷ୍ୟତ ହେଉଛି ଏକ ପ୍ରଶ୍ନ ପେପର, ତେଣୁ, ଭଲଭାବେ ପଢ଼ ଏବଂ ଲେଖ, ନଚେତ୍ ଜୀବନ ଏକ ଟିସୁ ପେପର ହେଇଯିବ…….. ! 🦚”ଜୀବନରେ ସର୍ବଦା ଏହି ସବୁ ବ୍ରାଣ୍ଡେଡ୍ ଆଇଟମ୍ ବ୍ୟବହାର କରନ୍ତୁ ଯଥା :- ଓଠ ପାଇଁ – ସତ୍ୟ | ସ୍ୱର ପାଇଁ- ପ୍ରାର୍ଥନା, ଆଖି ପାଇଁ- ସହାନୁଭୂତି, ହାତ ପାଇଁ ଦାନ ପୁଣ୍ୟ, ହୃଦୟ ପାଇଁ- ପ୍ରେମ […]

ଟ୍ରେନରୁ ଖସିପଡିଲେ

ଚନ୍ଦ୍ରଶେଖରପୁର,୨୬/୭(ଏସ ଏସ ନିୟୁଜ)ସୋମବାର ଦିହି ପହର ସମୟରେ ପଟିଆ ରେଳ ଷ୍ଟେସନ ପାଖରେ ଦ୍ରୁତଗାମୀ ଟ୍ରେନରୁ ଜଣେ ବ୍ୟକ୍ତି ଖସିପଡିଛି।ରେଳଧାରଣା କଡ଼ରୁ ସ୍ତାନୀୟ ଲୋକମାନେ ଗୁରୁତର ଆହତ ହୋଇଥିବା ଏହି ବ୍ୟକ୍ତିକୁ ଉଦ୍ଧାର କରିଛନ୍ତି।ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣଙ୍କ ସଠିକ ଭାବେ ତାଙ୍କର ପରିଚୟ ଦେଇପାରୁନଥିବା ବେଳେ ୧୦୮ଆମ୍ବୁଲାନ୍ସ ରେ ତାକୁ ଚିକିତ୍ସା ପାଇଁ ପଠାଇଥିବାର ଜଣାପଡିଛି।

ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର, ୨୫/୦୭(ଏସ ଏସ ନିୟୁଜ)   ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୮ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ୨୭ ତାରିଖରୁ ୨୯ ତାରିଖ ଯାଏଁ ବର୍ଷା ହେବ ।ପାଣିପାଗ ବିଭାଗ ଆକଳନ ଅନୁଯାୟୀ ରବିବାର ରାଜ୍ୟରେ କେତେକ ଜାଗାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୋମବାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ଘଡ଼ଘଡ଼ି […]