ଟ୍ରେନରୁ ଖସିପଡିଲେ

ଚନ୍ଦ୍ରଶେଖରପୁର,୨୬/୭(ଏସ ଏସ ନିୟୁଜ)ସୋମବାର ଦିହି ପହର ସମୟରେ ପଟିଆ ରେଳ ଷ୍ଟେସନ ପାଖରେ ଦ୍ରୁତଗାମୀ ଟ୍ରେନରୁ ଜଣେ ବ୍ୟକ୍ତି ଖସିପଡିଛି।ରେଳଧାରଣା କଡ଼ରୁ ସ୍ତାନୀୟ ଲୋକମାନେ ଗୁରୁତର ଆହତ ହୋଇଥିବା ଏହି ବ୍ୟକ୍ତିକୁ ଉଦ୍ଧାର କରିଛନ୍ତି।ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣଙ୍କ ସଠିକ ଭାବେ ତାଙ୍କର ପରିଚୟ ଦେଇପାରୁନଥିବା ବେଳେ ୧୦୮ଆମ୍ବୁଲାନ୍ସ ରେ ତାକୁ ଚିକିତ୍ସା ପାଇଁ ପଠାଇଥିବାର ଜଣାପଡିଛି।

Comments (0)
Add Comment