କଂଗ୍ରେସ ବିକିଲା ପିଆଜ

ଭୁବନେଶ୍ୱର,୨/୧୨- ମାଷ୍ଟରମ୍ୟାଂଟିନଛକରେ ୪୦ଟଙ୍କାରେ ମିଳିଲା ପିଆଜ । ପିଆଜ କିଣିବାପାଇଁ ଲୋକଙ୍କ ହୋଇଛି ଭୀଡ । ପିଆଜ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମାରଣା ନୀତି ବିରୋଧରେ ଭୁବନେଶ୍ୱର ଜିଲ୍ଲାକଂଗ୍ରସ ତରଫରୁ ଏହିଭଳି ଅଭିନବ ପ୍ରତିବାଦ କରାଯାଇଛି । କଂଗ୍ରେସ ୪୦ଟଙ୍କାରେ ପିଆଜ ବିକୁଥିବା ଶୁଣି ଲୋକଙ୍କର ଲାଗିଛିି ଲମ୍ବାଲାଇନ । ଖବରଶୁଣି ବିଭିର୍ଣ ଅଂଚଳରୁ ଲୋକେ ପିଆଜ କିଣିବାକୁ ଧାଇଁଛନ୍ତି । ତେବେ ମୋଟ୍ ୨କୁଂଇଟାଲ ପିଆଜ ବିକ୍ରି କରିବାକୁ କଂଗ୍ରେସ ସ୍ଥିର କରିଥିବା ବେଲେ ସମସ୍ତଙ୍କୁ ଅଧକେଜିଏ ଲେଖାଁଏ ପିଆଜ ଦିଆଯାଉଥିବାର ଦେଖିବାକୁ ମିଳିଛି ।

Comments (0)
Add Comment