କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଁଚିଲା

ଭୁବନେଶ୍ୱର,୨୪/୪(ଏସଏସନିୟୁଜ)ପଶ୍ଚିମବଙ୍ଗ ଫେରନ୍ତା ଏବେ ସମସ୍ତଙ୍କ ପାଇଁ କାଳ ସାଜିବାକୁ ଯାଉଛି ।ଆଜି ସକାଳେ ଭଦ୍ରକର ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ପୁଣି ଏବେ ୪ଜଣ ବ୍ୟକ୍ତି କରୋନା ପଜେଟିଭ୍ ଚହ୍ନଟ ହୋଇଛନ୍ତି ।ଏହାକୁ ନେଇ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧିପାଇଥିବାର ଜଣାପଡିଛି ।ଯାହାଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୯୪ରେ ପହଁଚିଛି । ଭଦ୍ରକ,ବାଲେଶ୍ୱର ଓ ଯାଜପୁରକୁ ସଟ ଡାଉନ ଘୋଷଣା ଆଗରୁ ସରକାର କରିଛନ୍ତି ।

Comments (0)
Add Comment