ଗାଁ ଦାଣ୍ଡରେ କୁମ୍ଭୀର

ଯାଜପୁର,୨୭/୮ (ଏସ ଏସ ନିୟୁଜ) ଗାଁ ଦାଣ୍ଡରେ କୁମ୍ଭୀର । ଏହିଭଳି ଘଟଣା ଦେଖିବାକୁ ମିଳିଛି ଦତ୍ତପୁରର ଗ୍ରାମରେ ।ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦତ୍ତପୁରରର ଗାଁ ଦାଣ୍ଡରେ ବିରାଟକାୟ କୁମ୍ଭୀରକୁ ଦେଖିବାକୁ ମିଳିଛି ।ବୈତରଣୀ ଶାଖା ବାଣୀ ନଦୀର ବନ୍ୟା ପାଣିରେ ଗାଁ ଭିତରକୁ ପଶି ଆସିଛି ଏହି କୁମ୍ଭୀର।ଯାହାକୁନେଇ ଗ୍ରାମରେ ଭଯ ର ବାତାବରଣ ସୃଷ୍ଟି ହୋଇଛି ।

Comments (0)
Add Comment