ହାଇକୋର୍ଟରେ ଆଦିତ୍ୟ ଦାସ ମୃତ୍ୟୁ ମାମଲା

ଭୂବନେଶ୍ବର,୧୬/୧୨(ଏସଏସନିୟୁଜ)ହାଇକୋର୍ଟରେ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ଆଦିତ୍ୟଙ୍କ ଗାର୍ଲଫ୍ରେଣ୍ଡଙ୍କ ରେକର୍ଡ ହୋଇଥିବା ବୟାନ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।ଏଥିସହ କ୍ରାଇମ୍ ବ୍ରାଞ୍ଚକୁ ରିପୋର୍ଟ ତଲବ ମଧ୍ୟ କଲେ ହାଇକୋର୍ଟ । ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ କରରିବାକୁ HC କୁହାଯାଇଛି। ଜାନୁଆରି ୭ରେ ହେବ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି ।

Comments (0)
Add Comment