କାଲି ଠୁ ନନ୍ଦନକାନନ ବନ୍ଦ

ଭୁବନେଶ୍ବର:(ଏସଏସଏନ୍) ଦିନକୁ ଦିନ କରୋନା ଭାଇରସ ତାର ଉଗ୍ରରୁପ ଧାରଣ କରିଲାଣି । ଦିନକୁ ଦିନ ଚାରିଆଡେ ବ୍ୟାପିବାରେ ଲାଗିଲାଣି । ରାଜ୍ୟ ସରକାର ସ୍କୁଲ , କଲେଜ ଆଜି ଠାରୁ ବନ୍ଦ ରହିଥିବା ବେଳେ ନନ୍ଦନକାନନ କର୍ତ୍ତୁପକ୍ଷ କାଲି ଠୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀଉଦ୍ୟାନ ବନ୍ଦ ରହିବ । ସେନେଇ କର୍ତ୍ତୁପକ୍ଷ ସୁଚନା ଦେଇଛନ୍ତି ।

Comments (0)
Add Comment