କାଲିଠାରୁ ଦର୍ଶନ ଦେବେ ମା ତାରିଣୀ

କେନ୍ଦୁଝର,୧୭/୧ (ଏସଏସନିୟୁଜ) ଦୀର୍ଘ ଦିନର ବ୍ୟବଧାନ ପରେ ଭକ୍ତମାନେ କାଲିଠାରୁ  ମା ତାରିଣୀଙ୍କ ଦର୍ଶନ  ପାଇପାରିବେ।  କାଲିଠାରୁ ଖୋଲିବ ଘଟଗାଁର ମା’ ତାରିଣୀ ମନ୍ଦିର SOP ଜାରି କରିଛି ପ୍ରଶାସନ।  ଏହି ନିୟମ ଅନୁଯାୟୀ ଦିନ ୮ଟାରୁ ୧୨ଟା ୩୦ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ  ।

Comments (0)
Add Comment