କଟୁରିରେ ହାଣିଲେ ଦୁର୍ବୁତ

ଭୁବନେଶ୍ୱର,୨୧/୭(ଏସଏସନିୟୁଜ)ରାଜଧାନୀର ବାପୁଜୀନଗର ଓଭରବ୍ରିଜ ଉପରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ବାପୁଜୀନଗର ରଡଗୋଦାମ ବସ୍ତିର ପି. ନରସିଂହଙ୍କୁ ଦୁର୍ବୃତମାନେ ବିଚରାସ୍ତା ଉପରେ କଟୁରୀରେ ଗୋଡାଇ ଗୋଡାଇ ହାଣିଛନ୍ତି । ଏହି ସଂଘବଦ୍ଧ ଆକ୍ରମଣରେ ନରସିଂହ ଗୁରୁତର ଆହତ ହୋଇଛନ୍ତି ।। ଘଟଣାସ୍ଥଳରେ କ୍ୟାପିଟାଲ ।ଥାନା ପୋଲିସ ସହଏକ ପ୍ଲାଟୁନ ପୋଲିସ ମୁତୟନ ରହିଛନ୍ତି ।
ପ୍ରକାସ ଯେ, କ୍ୟାପିଟାଲ ଥାନା ବାପୁଜୀ ନଗର ପାଣିଟାଙ୍କି ବସ୍ତିରେ ଏହି ଅଘଟଣ ଘଟିଛି । ପୂର୍ବଶତୃତାକୁ କେନ୍ଦ୍ର କରି ପି ନରସିଂମା ଦାଣ୍ଡିଆ ନାମକ ଯୁବକକୁ ହାଣିଛନ୍ତି ଦୁର୍ବୃତ୍ତ ।ଯାହା ଫଳରେ ଯୁବକର ବାମହାତ ଓ ଅଣ୍ଟାରେ ଶକ୍ତ ଆଘାତ ଲାଗିଛି । ଆହତକୁ ଚିକିସ୍‌ସାପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

Comments (0)
Add Comment