କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ହସ୍ପିଟାଲରେ

ନୂଆଦିଲ୍ଲୀ୨୪/୮ (ସତ୍ୟସନ୍ଧାନଡେସ୍କ ) ଦିଲ୍ଲୀ ଫର୍ଟିସ ଏସ୍କାର୍ଟ ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ଭର୍ତ୍ତି ହୋଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ କିଡନୀ ଜନିତ ସମସ୍ୟା ଦେଖା ଦେବାରୁ ତାଙ୍କୁ ରବିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ଡାକ୍ତର କହିଛନ୍ତି। ପୂର୍ବରୁ ହାର୍ଟ ସମସ୍ୟା ଥିବାରୁ ଲଣ୍ଡନରେ ଚିକିତ୍ସା ହୋଇଥିଲେ ।

Comments (0)
Add Comment