କେତକୀ ମହାରଣାଙ୍କ ଶ୍ରାଦ୍ଧସ୍‌ବ

ବାରଙ୍ଗ.୧୫/୧୦(ଏସଏସନିୟୁଜ)ଗୁରୁବାରଦିନ ଦାଢାପାଟଣା ଗ୍ରାମରେସ୍ୱର୍ଗତ କେତକୀ ମହାରଣାଙ୍କ ଶ୍ରାଦ୍ଧସ୍‌ବ ଅନୁଷ୍ଠିତ ହୋଇଯାଇଛି ।ବାରଙ୍ଗଅଂଚଳର ଜଣାଶୁଣା ଶିଳ୍ପପତି ଅର୍ଜ୍ଜୁନମହାରଣାଙ୍କ ମାତାଥିଲେ ସ୍ୱର୍ଗତ କେତକୀ ମହାରଣା । ତାଙ୍କର ୯୨ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।ସେ ଜଣେ ମେଳାପି ତଥା ପରୋପକାରୀ ମହିଳାଥିବାରୁ ତାଙ୍କର ଶ୍ରାଦ୍ଧସ୍‌ବରେ ଆମ୍‌ିୟ ସ୍ୱଜନଙ୍କ ସହ ବାରଙ୍ଗର ଆଖପାଖ ଗ୍ରାମର ବହୁ ରାଜନୈତିକ ବ୍ୟକ୍ତି,ସମାଜସେବୀ,ବୁଦ୍ଧିଜିବୀ,ସାମ୍ବାଦିକ ମାନେ ଯୋଗଦାନ କରି ସ୍ୱର୍ଗତ ମହାରଣାଙ୍କର ସ୍ମୃତିଚାରଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଦାଢାପାଟଣା ଗ୍ରାମବାସୀମାନଙ୍କ ସହ ବାବା ସୋମନାଥ ସେନା. ନାରିଜାଗରଣମଂଚର କର୍ମକର୍ତାମାନେମଧ୍ୟ ଯୋଗଦାନ କରିଥିଲେ । (ବାରଙ୍ଗରୁ ଗୈାତମାରାଉତଙ୍କ ରିପୋର୍ଟ)

Comments (0)
Add Comment