ମନ୍ତ୍ରୀ ଖାଇଲେ ମଧ୍ୟାନ୍ନଭୋଜନ

ଭୁବନେଶ୍ୱର,୧୩/୧(ଏସ୍ଏସ୍ ନିଊଜ)ରାଜ୍ୟ ମହିଳା ଓ ଶିଶୁକଲ୍ୟାଣମନ୍ତ୍ରୀ ଟୁକୁନିସାହୁ ସୋମବାରଦିନ ଅଚାନକଭାବେ ସତ୍ୟବାଦୀବ୍ଲକର ସାନକାଞିଆ ଅଙ୍ଗନଓାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି । ମଧ୍ୟାନ୍ନଭୋଜନର ମାନ ପରୀକ୍ଷା ପାଇଁ ମନ୍ତ୍ରୀ ପିଲାମାନଙ୍କ ସହ ମଧ୍ୟାନ୍ନଭୋଜନ ଖାଉଥିବାରୁ ପିଲାମାନେ ଉସ।ହିତ ରହିଥିଲେ । ମନ୍ତ୍ରୀଙ୍କର ଅଙ୍ଗନଓାଡି କେନ୍ଦ୍ର ପରିଦର୍ଶନର ଖବର ପାଇଁ ସ୍ୱୟଂସହାୟକ ଗୋଷ୍ଠିର ମହିଳାମାନେ ଭୀଡ ଜମାଇବା ସହ ସମସ୍ୟା ଉପରେ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।ଅଭିଯୋଗ ଶୁଣିବାପରେ ବିଭିର୍ଣ ପ୍ରସଙ୍ଗ ଉପରେ ମହିଳାମାନଙ୍କ ସହ ମନ୍ତ୍ରୀ ଅଲୋଚନା କରିଥିଲେ ।ମନ୍ତ୍ରୀଙ୍କର ଗ୍ରସ୍ଥ ସମୟରେ ସତ୍ୟବାଦୀବ୍ଲକର ଚେୟାରମ୍ୟାନ ସସ୍ମିତାପ୍ରଧାନ,ସିଡିପିଓ ପ୍ରେମବାଳା ତ୍ରିପାଠୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment