ମିଳିବନି ପେନସନ

ଭୁବନେଶ୍ୱର ,୧୨/୧୨(ଏସ୍ଏସ୍ ନିଉଜ) ସୁପ୍ରିମକୋର୍ଟଙ୍କ ଚରମ ନିଷ୍ପତି – ଏଣିକି ଚାକିରି ମଝିରେ ଇସ୍ତଫା ଦେଲେ କର୍ମଚାରୀ ପାଇବେନି ପେନସନ । ଏଣିକି ଚାକିରି ମଝିରୁ ଇସ୍ତପା ଦେଲେ ମିଳିବ ନାହିଁ ପେନସନ । ଏକ ମାମଲାର ଶୁଣାଣି କରିବାକୁ ଯାଇ ଏଭଳି ଏକ ଚରମ ନଷ୍ପତି ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ସୁପ୍ରିମକୋର୍ଟଙ୍କ ନିଷ୍ପତି ଅନୁଯାୟୀ ,ଯଦି କୈ।ଣସି ସରକାରୀ କର୍ମଚାରୀ ତାଙ୍କ ଚାକିରି କାଳ ମଧ୍ୟରେ ତଥା ଚାକିରି ମଝିରେ ଇସ୍ତଫା ଦିଅନ୍ତି ତେବେ ଉକ୍ତ କର୍ମଚାରୀ ଜଣକ ସେଂଟ୍ରାଲ୍ ସିଭିଲ୍ ସର୍ଭିସ ପେନସନ ରୁଲ୍ ଅନୁସାରେ ଭତା ପାଇବାର ଯୋଗ୍ୟ ନୁହଁନ୍ତି ।

Comments (0)
Add Comment