ନୁଆବର୍ଷର ନୁଆ ଅତିଥି

ଚନ୍ଦକା,୧/୧(ଏସଏସନିୟୁଜ) ଚନ୍ଦକା ଜଙ୍ଗଲର ନୁଆବର୍ଷର ନୁଆ ଅତିଥି । ଏହି ନୁଆ ଅତିଥି ହେଉଛି ହାତୀଛୁଆ ।ଗତକିଛିଦିନ ହେବ ଏକ ହାତୀ ଜନ୍ମ ଦେବାର ସୁଚନା ପାଇଁ ଚନ୍ଦକା-ଡମପଡା ଅଭୟାରଣ୍ୟ କର୍ତୁପକ୍ଷ ନଜରରେ ରଖିଥିଲେ ।ହାତୀଟିର ଗତିପଥକୁ ଅନୁସରଣ କରୁଥିଲେ ।ଭରତପୁର ରେଞର ଘଂଚ ଜଙ୍ଗଲ ଭିତରେ ଏହି ହାତୀ ଛୁଆଟି ଜନ୍ମ ହୋଇଥିବାର ଜଣାପଡିଛି ।ମାଆ ସହ ଜନ୍ମିତ ଛୁଆଟି ସୁସ୍ଥଥିବାବେଳେ ବିଚରଣ ମଧ୍ୟ କରୁଛି ।୧୪ଟିକିଆ ହାତୀ ଦଳରେ ଏହି ହାତୀଛୁଆଟି ରହିଥିବାର ଦେଖିବାକୁ ମିଳିଛି ।

Comments (0)
Add Comment