ଓଲଟିଲା କମାଣ୍ଡର,ଜଣେ ମୃତ,୧୦ଗୁରୁତର

ମାଲକାନଗିରି୧୯/୧୧(ଏସଏସନିୟୁଜ) ଆଜି ସକାଳେ ଏକ ଯାତ୍ରୀବାହୀ କମାଣ୍ଡର ମାଲକାନଗିରିର ବଣ୍ଡାଘାଟିରେ ଓଲଟିପଡିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ଜଣ ଗୁରୁତରଅ।।ହତ ହୋଇଛନ୍ତି ।ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଉଦ୍ଧାର କରି ଖାଇରିପୁଟ ଚିକିତ୍ସାଳୟ ଭର୍ତ୍ତି କରାଇଛନ୍ତି ।ତେବେ ଯାତ୍ରୀନେଇ କମାଣ୍ଡରଟି ମୁଦୁଲିପଡାରୁ ଖଇରିପୁଟ ଆସୁଥିଲା । ମୁଦୁଲିପଡା ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Comments (0)
Add Comment