ପୀଠ ଆଗରେ ଲଗାଇଲେ ଦୀପ

କେନ୍ଦ୍ରାପଡା,୧୫/୧୧(ଏସଏସନିୟୁଜ) ଆଲୋକର ପର୍ବରେ ଆଲୋକମାଳରେ ସଜ୍ଜିତ ହେଲା କେନ୍ଦାପଡାର ପ୍ରସିଦ୍ଧ ବଳଦେବଜ୍ୟୁପୀଠ ।ଏହି ପୀଠର ଆଗକୁ ସଜାଇଥିଲେ ବଳଦେବ ସେନା ନାମକ ସଙ୍ଗଠନ ।ଏହି ସଙ୍ଗଠନର କର୍ମକର୍ତାମାନେ ସକାଳୁ ଆରମ୍ଭ କରିଦେଇଥିଲେ ସାଜସଜ୍ଜା ।ଏଥିପାଇଁ ବାଲକାଟିର ଜଣେ ବିଧବା ମହିଳାଙ୍କଠାରୁୁ ୬ହଜାରେ ଦୀପ ଅଣାଯାଇଥିଲା ।ଏହି ଦୀପକୁ ଯୋଗଇଥିଲେ ଫିଲ୍ମିତାରକା ସବ୍ୟସାଚୀ ।କର୍ମକର୍ତାମାନେ ପୀଠର ସାମ୍ନାକୁ ସୁନ୍ଦରଭାବରେ ସଜେଇବାଥିବାର ଦେଖିବାକୁ ମିଳିଥିଲା

Comments (0)
Add Comment