ପୁଣି ବଢିଲା ୪୮

ଭୁବନେଶ୍ୱର,୧୫/୫(ଏସ୍‌ଏସ୍‌ନିୟୁଜ)ରାଜ୍ୟରେ କରୋନାଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢିବାରେ ଲାଗିଛି ।ଏବେ ସୁରତ ଫେରନ୍ତା ଏହାର ମୁଖ୍ୟ ଆୟୁଧ ପାଲଟିଛି ।ଆଜି ସକାଳେ ୪୮ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।ଗଞାମରେ ୧୨,ବାଲେଶ୍ୱରରେ ୧୨,ପୁରୀରେ୧୦ ,ଯାଜପୁରରେ୨, ଭଦ୍ରକରେ ୬,ନୟାଗଡରେ୩, ସୁନ୍ଦରଗଡରେ୧ ,ଦେଓଗଡରେଜଣେ ଓ କଟକରେ ଜଣେ ଚିହ୍ନଟ ହେବାପରେ ରାଜ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୬୭୨ରେ ପହଁଚିଛି । ଏହାକୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୧୦୨ , ଯାଜପୁରରେ ୯୦ , ଭଦ୍ରକ ୪୬ , ସୁ୍ନ୍ଦରଗଡ଼ ୨୬ , ପୁରୀରେ ୧୪ କୁ ବୃଦ୍ଧି ପାଇଛି । ବିଭିଣ୍‌ର୍ କୋଭିଡ ଚିକିସ୍‌ଳୟରେ ୫୧୧ଜଣ ଚିକିସ୍‌ତ ହେଉଥିବାବେଳେ ୧୫୮ଜଣ ସୁସ୍ଥ ହୋଇଥିବାବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି ।

Comments (0)
Add Comment