ରାଜ୍ୟରେ ଆଉ ଜଣେ କରୋନା ପଜିଟିପ୍ ଚିହ୍ନଟ

ଭୁବନେଶ୍ବର:୪/୪(ଏସଏସଏନ୍) ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଆଜି ପରୀକ୍ଷା ହୋଇଥିବା ୩୦୪ ନମୂନାରୁ ଗୋଟିଏ ପଜିଟିଭ ଥିବା ଜଣାପଡିଥିଲା ।.କଳାହାଣ୍ଡି ଜିଲ୍ଲାର ୨୯ ବର୍ଷୀୟ ଯୁବକଙ୍କ ଦେହରେ ଚିହ୍ନଟ ହୋଇଥିଲା କୋଭିଡ୍-୧୯ । ଟ୍ରାଭେଲ ହିଷ୍ଟ୍ରିରେ ସେ ବାହାରିନ୍ ଯାଇଥିବା ଟ୍ୱିଟ୍ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ, ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୨୧ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ ।

Comments (0)
Add Comment