ସିଲ୍ ହେଲା ବିଗ୍ ବଜାର

ଭୁବନେଶ୍ବର:୨୦/୨(ଏସଏସଏନ୍) ବିଗ୍ ବଜାରରେ ପଡିଲା ତାଲା । ନିଜର ପାର୍କିଙ୍ଗି , ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପରିମଳ ବ୍ୟବସ୍ଥା ନ ଥିବା କାରଣ ରୁ ଆଜି ଭୁବନେଶ୍ବର ମହାନଗର ତରଫରୁ ତାଲା ପକାଇଥିବା ଜଣାପଡିଛି ।

ପ୍ରକାଶ ଯେ , ପଟିଆ ସ୍ଥିତ ବିଗ୍ ବଜାରରେ ଆଜି ବିଏମସି କମିଶନରଙ୍କ ସହ ବରିଷ୍ଟ ଅଧିକରୀଙ୍କ ଉପସ୍ଥିତରେ ବିଗ୍ ବଜାର ସିଲ୍ କରିଥିବା ସୁଚନା ମିଳିଛି ।

Comments (0)
Add Comment