ସୁରେଶ ପୂଜାରୀଙ୍କୁ କରୋନା

ଭୁବନେଶ୍ୱର,୮/୮(ଏସଏସନିଯୁଜ)ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ କରୋନାରେ ଆକ୍ରାନ୍ତ ଦେଇଛନ୍ତି। କରୋନାର ଲକ୍ଷଣ ନ ଥାଇ ମଧ୍ୟ ଶୁକ୍ରବାର ସେ ଟେଷ୍ଟ କରିଥିଲେ। ଶନିବାର ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ବରଗଡ଼ ଜିଲ୍ଲାପାଳ ତାଙ୍କୁ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହୋମ୍ ଆଇସୋଲେଶନରେ ରହିବା ସହ ସୁସ୍ଥ ଅଛନ୍ତି ବୋଲି ଟୁଇଟରେ ଲେଖିଛନ୍ତି।

Comments (0)
Add Comment