ଆଜି ଦିନସାରାର ଖବର
ଆଜି ଦିନସାରାର ଖବର ସଂକ୍ଷେପରେ,ତାରିଖ : ୩୦/୧୦/୨୦୨୦ (ଶୁକ୍ରବାର)
🔶💠ନଭେମ୍ବରରୁ ଖୋଲିପାରେ ସିନେମା ହଲ୍ । ସେଥିପାଇଁ ଆଗୁଆ ପ୍ରସ୍ତୁତି ହେଲେଣି ହଲ୍ ମାଲିକ। ପ୍ରେକ୍ଷାଳୟର ସିଟ୍ ସାନିଟାଇଜ୍ କରାଯିବା ସହ ଭିତର ସଫାସୁତୁରା କରାଯାଇଛି ।
🔶💠ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ…