- Advertisement -

Daily Archives

October 22, 2020

ଅସଲି ଭିତରେ ନକଲି…. ଧରାପଡିଲା ଚୋରା କାରବାର ଗିରଫ ହେଲେ ମ୍ୟାନେଜର ଓ ସୁପରଭାଇଜର

ଚନ୍ଦକା ,୨୨/୧୦(ଏସ ଏସ ନିୟୁଜ)ଅନ୍ୟ କମ୍ପାନୀର ଲୋଗୋକୁ ନକଲ  କରି ପାନୀୟ ଜଳ ତିଆରି କରୁଥିବା ଅଭିଯୋଗରେ ଗୁରୁବାର ଦିନ ଚନ୍ଦକାଥାନା ପୋଲିସ ଏକ କମ୍ପାନୀର ମ୍ୟାନେଜର ଓ ସୁପରଭାଇଜରକୁ ଗିରଫ କରିବା ସହ ପାନୀୟ ଜଳ ଉପ୍ତାଦନର ସମସ୍ତ ସାମଗ୍ରୀ ଗୁଡିକୁ ଜବତ କରିଛି।ପ୍ରକାସ ଯେ ,ଚନ୍ଦକାଥାନା…

ଶାବକ ଜନ୍ମ କଲା ମଣିପୁର

ବାରଙ୍ଗ,୨୨/୧୦(ଏସଏସନିୟୁଜ) ଗୁରୁବାରଦିନ ନନ୍ଦନକାନନରେ ଏକ ମଣିପୁର ହରିଣ ଗୋଟିଏ ଶାବକ ଜନ୍ମ ଦେଇଛି । ଜନ୍ମଦେବାପରେ ମାଆ ଓ ଛୁଆ ଉଭୟ ସୁସ୍ଥରେ ଖୁଆଡ ୩୬ବି ରେ ବିଚରଣ କରୁଥିବାର ଦେଖିବାକୁ ମିଳିଛି ।ମାଆ ଓ ଛୁଆ  ସୁସ୍ଥ ଥିବାବେଳେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ନନ୍ଦନକାନନରେ ୧୪ରେ ପହଁଚିଛି…