Browsing monthly archive

December 2019

ଚିରନିଦ୍ରାରେ ବର୍ଷା

ଭୁବନେଶ୍ବର:୩୦/୧୨(ଏସଏସଏନ)ବର୍ଷାକୁ ଆଉ ଦେଖିପାରିବେନି ଲୋକେ । କାହିଁକି ନା ସେ ଆଉ ନାହିଁ । ସମସ୍ତକୁ ଛାଡି ଚାଲିଯାଇଛି । ଯାହାକୁ ନେଇ ନନ୍ଦନକାନନରେ ଦୁଖଃର ଛାୟା ଖେଳିଯାଇଛି । ବର୍ଷା କିଛି ଦିନ ହେବ ମଳକଣ୍ଟକ ରୋଗରେ ପିଡିତ ଥିଲା । ଡାକ୍ତରୀ ଟିମି ୫ଦିନ ତଳେ ତାର ଅସ୍ତ୍ରପ୍ରଚାର କରିଥିଲେ । ହେଲେ ସୁସ୍ଥ ହେବା ପରିବର୍ତ୍ତେ ଆଜି ତାର ମୃତ୍ୟୁ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ବ୍ୟବଛେଦ ପରେ ଜଣାପଡିବ ବୋଲି […]

୨୦୨୦ କେମିତି କଟିବ ଓ କେଊଁ ରାଶି କରିବ ଧନର ବର୍ଷା

ଉକ୍ତଳରତ୍ନ ପଣ୍ଡିତ ଡଃ ପ୍ରତାପ ପଣ୍ଡା ବାସ୍ତୁରତ୍ନ ଓ ଜ୍ୟୋତିଷଶାସ୍ତ୍ର ବିଷାରଦଙ୍କ ଗଣନା ଅନୁଯାୟୀ ମେଷ-ବର୍ଷ ଆରମ୍ଭରୁ ବୃହସ୍ପତି ନବମଭାଗ୍ୟସ୍ଥାନରେ ଅବସ୍ଥିତକରୁଥିବାରୁ ଅତି ଶୁଭଫଳ ଦାୟକ ଅଟେ ।ଶନି ୧୦ମ ଭାବେ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବେ ।ବୃୃହଷ୍ପତି ଓ କେତୁ ୯ମ ଭାବରେ ଶୁଭଫଳ ପ୍ରଦାନ କରବେ । ବୃହଷ୍ପତି ଓ ଶନିଙ୍କ ପ୍ରଭାବରେ ଭାଗ୍ୟୋଦୟ ସମୟ ରହିଛି ।ମନରେ ଉସ୍ାହ,ବିଶ୍ୱାସ ବୃଦ୍ଧିପାଇବ, ବନ୍ଧୁ ଓ ପରିବାରର ସହଯୋଗ ମିଳିବା ସହ ଲମ୍ବାଯାତ୍ରାର ଯୋଗରହିଛି ।ବ୍ୟବସାୟ […]

ସଂଗ୍ରହ ହେଲା ୨୮ୟୁନିଟ ରକ୍ତ

ଡେଲାଙ୍ଗ,୨୮/୧୨(ଏସ୍ଏସ୍ ନିଉଜ)ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଓଡତରବୋଇଗ୍ରାମର ପ୍ରାଥମିକବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଜାଗୃତି କ୍ଲବ ତରଫରୁ ଅନୁଷ୍ଠିତ ହୋଇଯାଇଛି ।ପୁରୀରେଡକ୍ରସ କାର୍ଯ୍ୟାଳୟ ପକ୍ଷର ଲୋକନାଥଦଳେଇ, ସାରଥିନାୟକ,ମନୋରଞନଭୋଇ ,ଜିତେନ୍ଦ୍ରନାୟକ, ଜାଗୃତିକ୍ଲବର ସଭାପତି ପ୍ରିୟବ୍ରତ ପ୍ରଧାନ ,ସମ୍ପାଦକ ପୁନେନ୍ଦୁପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ଶିବିର ପରିଚାଳନା ହୋଇଥିଲା ।ଏହି ଅବସରର ଅନୁଷ୍ଠିତ ସଭାରେ ପୁର୍ବତନ ଉପକୃଷିନିର୍ଦ୍ଦେଶକ ବୀଜକେତନସାହୁ ,ସମାଜସେବୀ ଅନାମ ମଲ୍ଲିକ,କସ୍ତୁରିବା ସେବାଆଶ୍ରମର ସଂଚାଳିକା କବିତାରାଣୀ ପରିଡା. ମାନସ କୁମାରଜେନା, ସୋମନାଥ ଖଟେଇ, ପ୍ରହଲାଦପ୍ରଧାନ ,ସୁବାସଚନ୍ଦ୍ରଜେନା, ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କୁ ରକ୍ତଦାନପାଇଁ […]

ଜିତିଲେ ମିଳିବ ଖାସୀ

ମେଣ୍ଢାଶାଳ,୨୭/୧୨(ଏସ୍ଏସ୍ ନିଉଜ)ପ୍ରତିଯୋଗୀତାରେ ଜିତିଲେ ପୁରସ୍କାରରେ ଟ୍ରଫି କିମ୍ବା ଟଙ୍କା ମିଳିବ ନାହିଁ । ପୁରସ୍କାର ସ୍ୱରୁପ ମିଳିବ ଖାସୀ ।ଏହିଭଳି ଏକ ନିଆରା ପୁରସ୍କାର ଘୋଷଣା କରିଛନ୍ତି ମା ହାତୀଆଶୁଣୀ ଯୁବକସଂଘ । ଯୁବକସଂଘର ଆନୁକୁଲ୍ୟରେ ଆରମ୍ଭ ହୋଇଛି ଦ୍ୱାଦଶ ବାର୍ଷକ ଫୁଟବଲ ଟୁର୍ଣାମେଂଟ । ମେଣ୍ଡାଶାଳ ଗ୍ରାମପଂଚାୟତ ଅର୍ନ୍ତଗତ ବାରାପିଟାମୁଣ୍ଡାସାହିର ଖେଳପଡିଆରେ ଶୁକ୍ରବାର ଦିନ ଦ୍ୱାଦଶ ବାର୍ଷକ ଫୁଟବଲଟୁର୍ଣାମେଂଟ ଉଦଘାଟିତ ହୋଇଯାଇଛି । ପ୍ରଭାତକୁମାର ରାଉତରାୟ ଓ ବରିଷ୍ଠସାମ୍ବାଦିକ ପଦ୍ମଲୋଚନ ବଡଜେନା ଏହାକୁ ଆନୁଷ୍ଠାନିକ ଭାବେ […]

ଶୀତ ପାଇଁ ଜିଲ୍ଲାପାଳମାନଙ୍କୁ ସର୍ତକ କଲେ ସ୍ୱତନ୍ତ୍ର ରିଲିଫ କମିସନର

ଭୁବନେଶ୍ୱର,୨୭/୧୨(ଏସ୍ଏସ୍ ନିଉଜ) ରାଜ୍ୟର ବିଭିର୍ଣ ଜିଲ୍ଲାରେ ଶୀତର ଲହରୀ ଆରମ୍ଭ ହୋଇଯାଇଛି । ବିଶେଷକରି ସୁନ୍ଦରଗଡ,ଦେବଗଡ,କେଉଁଝର,ଅନୁଗୁଳ,ମୟୁରଭଞ,ବାଲେଶ୍ୱର ଆଦି ଜିଲ୍ଲାରେ ୨୭ରୁ୨୯ତାରିଖ ପର୍ଯ୍ୟନ୍ତ ଶୀତପ୍ରବାହ ବଢିବାକୁ ଯାଉଛି ।ଏହା ସହିତ ଅନ୍ୟ ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ମଧ୍ୟ ଦେଖାଦେବ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସର୍ତକ ରହିବା ସହ ଏହି ସମୟରେ କଣ କରିବା ଓ କଣ ନକରିବା ଆଦି ବିଷୟରେ ଲୋକମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଲେ ସ୍ୱତନ୍ତ୍ର ରିଲିଫ କମିସନର ।ଭୀଷଣ ଶୀତ ହେଉଥିବା […]

ଜାନୁୟାରୀ ୪ ରୁ ଶିଶିର ସରସ-୨୦୨୦

ଭୁବନେଶ୍ୱର,୨୭/୧୨(ଏସ୍ଏସ୍ ନିଉଜ) ଏଥର ଶିଶିର ସରସ-୨୦୨୦ ଭୁବନେଶ୍ୱର ୟୁନିଟ-୩ ସ୍ଥିତ ଇଡକୋପ୍ରଦର୍ଶନୀ ପଡିଆରେ ଜମାଇବ ଆସର । ଓଡିଆ ସାଂସ୍କୃତିକ କ୍ୟାଲେଣ୍ଡରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇସାରିଥିବା ଜାତୀୟସ୍ତରୀୟ ମେଳା ଶିଶିରସରସ ଜାନୁୟାରୀ ୪-୧୪ତାରିଖ ପର୍ଯ୍ୟନ୍ତ ୧୧ଦିନଧରି ଚାଲିବ । ଏହି ମେଳାରେ ପଡିବ ୩୦୦ଟି ଷ୍ଟଲ । ଏଥିପାଇଁ ସମସ୍ତ ପ୍ରସ୍ତୁତିପର୍ବ ସରିଛି ।ମିନି ଇଣ୍ଡିଆ ବଜାର ସଦୃଶ ଏହି ମେଳାରେ ଭାରତର ୨୫ଟି ରାଜ୍ୟ ଅଂଶଗ୍ରହଣ କରିବ ।ଉତରପୁର୍ବ ରାଜ୍ୟର ବାଉଁଶ ଶିଳ୍ପ ବ୍ୟବସାୟ,ଘରସଜ୍ଜାଫୁଲ […]

ମାର୍ଚ୍ଚ ୩ ରୁ ଯୁକ୍ତଦୁଇ ପରୀକ୍ଷା

ଭୁବନେଶ୍ୱର,୨୭/୧୨(ଏସ୍ଏସ୍ ନିଉଜ) ମାର୍ଚ୍ଚ ୩ ତାରିଖ ରୁ ଆରମ୍ଭ ହେବ ଯୁକ୍ତଦୁଇ ପରୀକ୍ଷା । ମାର୍ଚ୍ଚ ୩ ରୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଥିଓରୀ ଓ ଜାନୁୟାରୀ ୨୭ ରୁ ଫ୍ରେବୁୟାରୀ ୫ ପର୍ଯ୍ୟନ୍ତ ପାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ ।ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟକୁମାର ସାହୁ ।

ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକସ୍ ବ

ଡେଲାଙ୍ଗ,୨୬/୧୨(ଏସ୍ଏସ୍ ନିଉଜ)ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ମଉନିମଠ ବଜାର ନିକଟସ୍ଥ ମାଣଚିନା ସ୍ଥିତ ସରସ୍ୱତୀଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁବାରଦିନ ବାର୍ଷିକଉସବ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନଶିକ୍ଷକ ହରେକୃଷ୍ନ ତାଡଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ବରିଷ୍ଠ ଶିିକ୍ଷକ ଗୋପାଳଚନ୍ଦ୍ର ମିଶ୍ର,ମୁଖ୍ୟବକ୍ତାଭାବରେ ବ୍ଲକସଂଯୋଜକ ଦାମୋଦର ମୁଦୁଲି, ସମ୍ମାନତ ଅତିଥିଭାବରେ ବରିଷ୍ଠସାମ୍ବାଦିକ ପ୍ରଶନ୍ନତ୍ରିପାଠୀ, ବୀରପୁରୋଷତମପୁର ଆଂଚଳିକ ସାଧନାକେନ୍ଦ୍ର ସଂଯୋଜକ କୁନାଲ ବେହେରା,ଶିଶୁ ସାହିତ୍ୟିକ ଦେବଦତ ସାହୁ,ପ୍ରମୁଖ ଯୋଗଦେଇ ଅଭିଭାବକମାନେ ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ସହିତ ସୁସର୍ମ୍ପକ ରଖିଲେ ଶିକ୍ଷାକେନ୍ଦ୍ର ସହିତ ଛାତ୍ରଛାତ୍ରୀମାନଙ୍କର […]

ଏଥର ଘରୋଇ ମାଟିରେ ଖେଳିବ ଓଡିଶା ଏଫ୍ ସି

ଭୁବନେଶ୍ୱର,,୨୬/୧୨(ଏସ୍ଏସ୍ ନିଉଜ) ପ୍ରସ୍ତୁତ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଓଡିଶା ଏଫ୍ ସି ପ୍ରଥମଥରପାଇଁ ହିରୋ ଇଣ୍ଡିଆନଓ ସୁପର ଲିଗ୍ (ଆଇଏସଏଲ)ମ୍ୟାଚ ଖେଳିବାକୁ ଯାଉଛି ।ଆସନ୍ତା ୨୭ତାରିଖ ଶୁକ୍ରବାର ସନ୍ଧ୍ୟା ୭.୩୦ରେ ଘରୋଇ ଓଡିଶା ଏଫସି ଏବଂ ଜାମସେଦପୁର ଏଫସି ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ ।ଏଥିପାଇଁ କଳିଙ୍ଗ ଷ୍ଟଡିୟମରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଛି । ଆଇଏସଏଲରେଓଡିଶା ଏଫସି ତାର ପ୍ରଥମ ୯ଟା ମ୍ୟାଚ୍ ଭୁବନେଶ୍ୱର ବାହାରେ ଖେଳିବା ପରେ ପ୍ରଥମଥରପାଇଁ ଘରୋଇମାଟିରେ ଖେଳିବ […]

ଭାଇ କୁ ହାଣିଲା ଭାଇ

ଭୁବନେଶ୍ବର:୨୬/୧୨(ଏସଏସ ନିଉଜ)ଭାଇକୁ ହାଣିଲା ଭାଇ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନନ୍ଦନକାନନ ଥାନା ଅଞ୍ଚଳରେ । ଘଟଣାରୁ ପ୍ରକାଶ ଯେ ,ବାଙ୍କୀ ଅଞ୍ଚଳର ବିଭୁ ରଞ୍ଜନ ସାହୁ । ବିଭୁ ନନ୍ଦନକାନନ ଥାନା ଅଧିନରେ ଥିବା ରଘୁନାଥପୁର ଗ୍ରାମରେ ତାଙ୍କ ପିଇସି ଘରେ ରୁହନ୍ତି । ଏଠାରେ ରହି ନନ୍ଦନକାନନ ଛକ ଠାରେ ମୋବାଇଲ ଦୋକାନ ଦେଇଥିଲେ । କିଛି ଦିନ ହେବ ବିଭୁ ସହିତ ପିଇସି ପୁଅ ଭାଇ ଗୋବିନ୍ଦ ରାଉତଙ୍କ କୈାଣସି […]