Browsing monthly archive

December 2019

କଂଗ୍ରେସ ବିକିଲା ପିଆଜ

ଭୁବନେଶ୍ୱର,୨/୧୨- ମାଷ୍ଟରମ୍ୟାଂଟିନଛକରେ ୪୦ଟଙ୍କାରେ ମିଳିଲା ପିଆଜ । ପିଆଜ କିଣିବାପାଇଁ ଲୋକଙ୍କ ହୋଇଛି ଭୀଡ । ପିଆଜ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମାରଣା ନୀତି ବିରୋଧରେ ଭୁବନେଶ୍ୱର ଜିଲ୍ଲାକଂଗ୍ରସ ତରଫରୁ ଏହିଭଳି ଅଭିନବ ପ୍ରତିବାଦ କରାଯାଇଛି । କଂଗ୍ରେସ ୪୦ଟଙ୍କାରେ ପିଆଜ ବିକୁଥିବା ଶୁଣି ଲୋକଙ୍କର ଲାଗିଛିି ଲମ୍ବାଲାଇନ । ଖବରଶୁଣି ବିଭିର୍ଣ ଅଂଚଳରୁ ଲୋକେ ପିଆଜ କିଣିବାକୁ ଧାଇଁଛନ୍ତି । ତେବେ ମୋଟ୍ ୨କୁଂଇଟାଲ ପିଆଜ ବିକ୍ରି କରିବାକୁ କଂଗ୍ରେସ ସ୍ଥିର […]

ବଦଳିବ ପୁରୀର ଚିତ୍ର

ଭୁବନେଶ୍ଵର,୨/୧୨-କେମିତି ହେବ ପୁରୀର ଚିତ୍ର । କଣ ରହିଛି ରାଜ୍ୟସରକାରଙ୍କର କଳ୍ପନା । ତାହାର ଏକ ଦୃଶ୍ୟ ଟୁଇଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ରକୁ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳି କରିବାପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷପ ପରେ ପୁରୀର ଚିତ୍ର ଏହିଭଳି ଝଲସି ଉଠିବ । ପାକୃତିକ ଶୋଭାରାଜୀ ସାଙ୍ଗକୁ ସଦୃଶ୍ୟ ଆଲୋକମାଳା,ଉଚ୍ଚକୋଟିର ପାଠାଗାର,ଯାତ୍ରୀ ବିଶ୍ରାସ୍ଥଳି ଆଦି ନିର୍ମାଣ ହେବାର ବ୍ୟବସ୍ଥା ରହଛି ।

ମିଳିଲା କମ୍ପ୍ୟୁଟର ସହ ନୃତ୍ୟ ଶିକ୍ଷା

ଭୁବନେଶ୍ୱର,୨/୧୨-ପିଲାମାନେ ପଢିବେ ପାଠ,ଶିଖିବେ କମ୍ପ୍ୟୁଟର ,ଶିଖିବେ ନାଚ, ଏହିଭଳି ସ୍ଲୋଗାନକୁ ଧରି ଆଗକୁଆଗ ବଢିଚାଲିଛି ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଗଣପତି ବିଦ୍ୟାମନ୍ଦିର । ବାରଙ୍ଗବ୍ଲକର ବେଲଗଛିଆସ୍ଥିତ ଶ୍ରୀ ଗଣପତି ବିଦ୍ୟାମନ୍ଦିର ପରିସରରେ ପିଲମାନଙ୍କପାଇଁ ନୁତନ କମ୍ପ୍ୟୁଟର କ୍ଲାସ୍ ଓ ନୃତ୍ୟଶିକ୍ଷାର ବ୍ୟବସ୍ଥା ଆରମ୍ଭ ହୋଇଛି । ଜିଆଇଆଇଟି ଗଣପତି ଇଷ୍ଟିଚ୍ୟୁଟ୍ଅଫ୍ ଇନଫରମେସନ ଟେକ୍ନୋଲୋଜିକୁ ଶିକ୍ଷାବିତ୍ ଗଜେନ୍ଦ୍ର କୁମାର ପାଣି ଉଦଘାଟିନ କରିଛନ୍ତି । ଫ୍ରୀ ଡେମୋ କ୍ଲାସ୍ ସହିତ ସିଆଇସି, ଜିଟିପି,ଜିସିଏ,ପିଜିଡିସିଏ,ଏପିଜିଡିସିିଏ କୋର୍ସପଢି ପିଲା ମାନେ ଉପକୃତ […]

ଭୁବନେଶ୍ବରରେ ହତ୍ୟା !

ଭୁବନେଶ୍ବର:୨/୧୨- ଭୁଣି ଭୁବନେଶ୍ବରରେ ହତ୍ୟା ! ଏହି ଘଟଣା ଘଟିଛି  ଚନ୍ଦ୍ରଶେଖରପୁର ଥାନା ଅଧୀନ ଶ୍ରୀ ବିହାର ରେ । ମୃତକ ଜଣକ ବ୍ରହ୍ମଗିରି ଅଞ୍ଚଳର ସୁନିଲ ସେଠି । ତେବେ ସ୍ଥାନିୟ ଲୋକଙ୍କ କହିବା ଅନୁଯାୟୀ ସୁନିଲ   UBER ଚାଳକ ଭାବେ କାମ କରନ୍ତି ।  ସୁନୀଲ କୁ କିଏ ହତ୍ୟା କରିଥିବା ଅଭିଯୋଗ ହେଉଥିବା ବେଳେ ପୋଲିସ ଏହିଘଟଣାକୁ ଅପମୃତ୍ୟୁ ମାମଲା କହିଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଛାନଭିନ […]

କେମିତି କଟିବ ଆଜିର ଦିନ

ଡିସେମ୍ବର ୦୨ ତାରିଖ ୨୦୧୯ମସିହା(ସୋମବାର) ଆଜିର ରାଶିଫଳ ———————- ମେଷ – ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାବବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣି ଅଶାନ୍ତି ଅନୁଭବ କରିବେ। ବୃଷ – ଆଜି ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ ସମୟରେ କରି ପାରିବେ ନାହିଁ।କର୍ମକ୍ଷେତ୍ରରେ […]

ଉଦଘାଟିତ ହେଲା ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ

ଭୁବନେଶ୍ୱର,୧/୧୨- ରବିବାରଦିନ ୧୬ତମ ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ ଗଣ୍ଡରପୁର ଖେଳପଡିଆରେ ଆରମ୍ଭ ହୋଇଛି । ଏହାକୁ ଆନୁଷ୍ଠାନିକ ଭାବେ ବାଙ୍କୀ ବିଧାୟକ ଦେବୀରଞନତ୍ରିପାଠୀ ଉଦଘାଟନ କରିଛନ୍ତି । ୮ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗୀତାରେ ସମୁଦାୟ ୨୪ଟି ଦଳ ଭାଗନେବେ । ଗ୍ରାମାଂଚଳ ଓ ସହରାଚଂଳ ବିଭାଗ ମାଧ୍ୟମରେ ଏହି ଟୁର୍ଣାମେଂଟ କରାଯାଉଛି । ଗ୍ରାମାଂଚଳରେ ୧୬ ଓ ସହରାଂଚଳରେ ୮ଟି ଦଳ ଅଂଶଗ୍ରହଣ କରିବାର ସିଦ୍ଧାନ୍ତ ହୋଇଛି । ଟୁର୍ଣାମେଂଟର ପ୍ରଥମଦିବସର […]

ସମୁଦ୍ର ରେ ବୁଡି ଯୁବକ ମୃତ

ଭୁବନେଶ୍ବର:୧/୧୨- ସମୁଦ୍ରରେ  ଗାଧୋଇବା ଜଣେ ଯୁବକକୁ କାଳ ହୋଇଛି । ସମୁଦ୍ରର ମୁହାଣରେ ଗାଧୋଉଥିବାବେଳେ ବୁଡି ଯାଇ ମୃତ୍ୟୁ ବରଣ କରିଛି । ମୃତ ଯୁବକ ତାମିଲନାଡୁରେ ହୋଇଥିବାବେଳେ ସେ ଜଗତସିଂହପୁରରେ ରହି କାମ କରୁଥିଲେ ବୋଲି ଜଣାପଡିଛି । ତେବେ ମୃତ  ଯୁବକ ଜଣଙ୍କ ରାମଚଣ୍ଡୀ ମୁହାଣରେ ଗାଧୋଉଥିବାବେଳେ ବୁଡ଼ିଯାଇ ମୃତ୍ୟୁ ହୋଇଛି ।  ଚନ୍ଦ୍ରଭାଗା ସାମୁଦ୍ରିକ ପୁଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିବା ସୁଚନା ମିଳିଛି ।

ପୁଅଭାଙ୍ଗିଲା ନିୟମ ,ବାପାକୁ ଜୋରିମାନା

ଭୁବନେଶ୍ବର :୧/୧୨-  ପୁଅ ଭାଙ୍ଗିଲା ନିୟମ , ହେଲେ ବାପା କୁ ଦେବାକୁ ପଡିଲା ଜୋରିମାନା । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ମଧୁପାଟଣା ଥାନା ଅଞ୍ଚଳରେ । ପ୍ରକାଶ ଯେ ,   ଆଜି ଠାରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁକରାଯାଇଛି । କେବଳ ଗାଡି କାଗଜପତ୍ର ଏବଂ ଡ୍ରାଇଭିଂ ଲାଇସେନ୍ସକୁ ଛାଡି ଟ୍ରାଫିକ ନିୟମର ଅନ୍ୟସମସ୍ତ ଦିଗକୁ କଡାକଡି କରାଯାଇଛି । ପରିବହନ ବିଭାଗ ପକ୍ଷରୁ ପ୍ରକାଶିିତ ବିଜ୍ଞପ୍ତି […]

ହୋଟେଲରେ ଚାଲିଥିଲା ଦେହ ବେପାର , ମାଡି ବସିଲା ପୋଲିସ

ଭୁବନେଶ୍ବର: ୧/୧୨-ରାଜଧାନୀର ଏକ ହୋଟେଲ ରେ କିଛିଦିବ ହେବ  ଚାଲିଥିଲା ଦେହ ବେପାର । ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ଛେଇଁ ଉଠିଲା ପୋଲିସ । ରବିବାର ଦିନ ହୋଟେଲରେ ପହଁଞ୍ଚି ୬ ବଙ୍ଗୀୟ ଯୁବତିଙ୍କ ସହ ୪ ଜଣ ଗ୍ରାହକଙ୍କୁ ଗିରଫ କରିଛି। ଘଟଣା ଘଟିଛି ଖଣ୍ଡଗିରି ଅଞ୍ଚଳର ଏମ୍ସ ନଗରରେ ।  ଏହି ଅଞ୍ଚଳରେ ବାରମ୍ବାର ଦେହ ବେପାର ହେଉଥିବାର ଅଭିଯୋଗ ହେଉଥିଲା । ଆଜି ଖବର ପାଇ ଖଣ୍ଡଗିରି ପୋଲିସ  ଖଣ୍ଡଗିରିର […]