Browsing monthly archive

January 2020

ନନ୍ଦନକାନନ ରେ ଫୁଟିଲା ଗୁଳି : ପରିବା ବ୍ୟବସାୟୀ ଗୁରୁତର

ଭୁବନେଶ୍ବର:୨୭/୧(ଏସଏସଏନ) ସୋମବାର ସକାଳୁ ସକାଳୁ ନନ୍ଦନକାନନ  ଥାନା ଅଞ୍ଚଳରେ ଫୁଟିଲା ଗୁଳି । ଏହି ଖବର ପଚାର ହେବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପ୍ରକାଶ ଯେ, ଉକ୍ତ ଥାନା ଅଞ୍ଚଳର ଢାଓ୍ବା ଗ୍ରାମର ସମିର କାଣ୍ଡି । ସମିର ପରିବୀ ବ୍ୟବସାୟ କରନ୍ତି । ପ୍ରତିଦିନ ଭଳି ଆଜି ସକାଳୁ ନିଜ ବାଇକ୍ ରେ ପରିବା ବୋଝେଇ କରି ବାରଙ୍ଗ ପରିବା ମାରର୍କେଟ କୁ ଯାଉଥିଲେ । ପଦାସାହି ଗ୍ରାମ ମୁଣ୍ଡରେ ଗୋଟିଏ ବାଇକ୍ […]

ପରିବାବ୍ୟବସାୟୀଙ୍କୁ ଗୁଳିମାଡ

ବାରଙ୍ଗ,୨୭/୧(ଏସଏସନିୟୁଜ) ଭୁବନେଶ୍ୱର ନୁଆରେଳଷ୍ଟେସନ ରାସ୍ତାରେ ଗୁଳିମାଡ । ସୋମବାର ସକାଳେ ଜଣେ ପରିବାବ୍ୟବସାୟୀକୁ ହୋଇଛି ଏହି ଗୁଳିମାଡ ।ବାଇକରେ ଆସି ଦୁଇଜଣ ଦୁର୍ବୁତ ଗୁଳିମାଡକରି ଫେରାର ହୋଇଯାଇଛନ୍ତି । ଗୁଳିମାଡରେ ଗୁରୁତର ଆହତ ହୋଇଛନ୍ତି ଢାଉଆ ଗ୍ରାମର ସମିରକାଣ୍ଡି ।ପୋଲିସ ଖବରପାଇ ସମିରକୁ ଚିକିସ୍।ପାଇଁ ଡାକ୍ତରଖାନାରେ ଭର୍ତିକରିବା ସହ ଘଟଣାସ୍ଥଳରୁ ଫୁଟିଥିବା ଗୁଳିକୁ ଜବତ କରିଛି । ଢାଉଆ ଗ୍ରାମର ସମିରକାଣ୍ଡି ବିଡିଏ ମାର୍କେଟରେ ପରିବା ବ୍ୟବସାୟ କରି ଏଥିରୁ ଉପର୍ଜିତ ଅର୍ଥରେ ପରିବାର ପ୍ରତିପୋଷଣ କରୁଛନ୍ତି […]

ରାତିରେ ଉଡୁଛି ଜାତୀୟ ପତାକା

ଭୁବନେଶ୍ୱର; ୨୬/୧(ଏସଏସନ୍ୟିଜୁ) ଜାତୀୟ ପତାକାକୁ ଅସମ୍ମାନ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନନ୍ଦନକାନନ ଥାନା ଅଧିନରେ ଥିବା ପଦାସାହି ଭଗବତି ନଗର ଅଙ୍ଗନବାଡି କେନ୍ଦ୍ରରେ । ପ୍ରକାଶ ଯେ , ଆଜି ହେଉଛି ସାଧାରଣତନ୍ତ୍ର ଦିବସ । ସ୍କୁଲ ଠୁ ଆରମ୍ଭ କରି କ୍ଲବ ,ସରକାରୀ କାଯ୍ୟାଳୟ , ବିଭିନ୍ନ ସଂଗଠନ ମାନେ ୭୧ତମ ସାଧାରଣତନ୍ତ୍ର ଦିବସ ରେ ଜାତୀୟ ପତାକାକୁ ଉତଳନ କରିଛନ୍ତି । ଆଉ ଏହି ଦିବସକୁ ବହୁ ଉତ୍‌କୁଣ୍ଠାର ସହ […]

କରୋନା ସତର୍କତା,ଜାରିହେଲା ଟୋଲଫ୍ରିନମ୍ବର

ଭୁବନେଶ୍ୱର,୨୬/୧(ଏସଏସନିୟୁଜ) ଚୀନରୁବ୍ୟାପିଥିବା କରୋନା ଭାଇରସ ପାଇଁ ଓଡିଶା ସରକାର ସର୍ତକତା ଅବଲମ୍ବନ କରିଛନ୍ତି ।ରାଜ୍ୟସରକାର ଜାରିକଲେ ଟୋଲଫ୍ରି ନଂ ୦୬୭୪-୨୩୯୦୪୬୬ ଓ ୯୪୩୯୯୯୪୮୫୭ । କରୋନା ଭାଇରସ ସଂକ୍ରାମଣ ଜନିତ ସୁଚନା ପାଇଲେ ଜଣାଇବାପାଇଁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ରାଜ୍ୟଜନସ୍ୱାସ୍ଥ୍ୟ ନିୟନ୍ତ୍ରଣ କକ୍ଷରେ ଥିବା ଅଧିକାରୀମାନେ ଏଦୀଗରେ ଅବଶ୍ୟକ ସହଯୋଗ କରିବେ ବୋଲି କୁହାଯାଇଛି ।

ସଫଳ ଚାଷୀ ଜୟନାରାୟଣ ହେଲେ ସମ୍ମାନୀତ

ମେଣ୍ଢାଶାଳ,୨୬/୧(ଏସଏସନିୟୁଜ) ଭୁବନେଶ୍ୱରବ୍ଲକର ସଫଳ ମସ୍ର‌୍ୟଚାଷୀ ଜୟନାରାୟଣମିଶ୍ରଙ୍କୁ ସମ୍ମାନୀତ ହେଲେ । ଖୋର୍ଦ୍ଧାଜିଲ୍ଲାମସ୍ୟଅଧିକାରୀ ଜଗଦିଶଚନ୍ଦ୍ରପଣ୍ଡା ତାଙ୍କୁ ଜନତା ମଇଦାନରେ ଏହି ସମ୍ମାନ ଦେଇଛନ୍ତି ।ରାଜ୍ୟର ବିଭିର୍ଣ ଆଡୁ ଆସିଥିବା ଚାଷୀମାନଙ୍କ ମଧ୍ୟରେ ଜୟନାରାୟଣକୁ ବଛା ଯାଇଥିବାରୁ ଭୁବନେଶ୍ୱର ବ୍ଲକ ପାଇଁ ଗର୍ବ ଓ ଗୈାରବର ବିଷୟ ବୋଲି ଜୟନାରାୟଣ କହିଛନ୍ତି । କୃଷି ଓଡିଶା ସମାରୋହର କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲା ତଥା ବ୍ଲକ ସ୍ତରୀୟ ଚାଷୀମାନଙ୍କୁ ପୁରସ୍କୃତ କରାଯାଇଥାଏ ।୨୦ରୁ୨୪ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ୫ଦିନ ବ୍ୟାପୀ ଚାଲିଥିବା […]

ସୁଆଣ୍ଡୋ ରେ୫-ଟି ସଚିବ

ସାକ୍ଷୀଗୋପାଳ,୨୬/୧(ଏସଏସନିୟୁଜ)ସୁଆଣ୍ଡୋର ହେବ ବିକାଶ । ରବିବାରଦିନ ଅଚାନକ ଭାବେ ୫-ଟି ସଚିବ ଭି.କାର୍ତିକେୟ ପାଣ୍ଡିୟାନ ଙ୍କ ଗ୍ରସ୍ଥ ଏହାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି ।ଉକ୍ତଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ କୁ ଜାତୀୟ ସ୍ମାରକୀଭାବରେ ବିକଶିତ କରିବା ପାଇଁ ୫ଟି ସଚିବ ଭି.କାର୍ତିକେୟ ପାଣ୍ଡିୟାନ ଗ୍ରସ୍ଥ ଗ୍ରାମବାସୀମାନଙ୍କ ମଧ୍ୟରେ ଉସ୍‌।ହ ଭରିଦେଇଛି ।ଏହି ସମୟରେ ସେ ଗୋପବନ୍ଧୁଦାସଙ୍କ ପରିବାରବର୍ଗ ଓ ଗ୍ରାମବାସୀମାନଙ୍କ ସହ ବିଭିର୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଜନ୍ମପୀଠ ପାଖରେ ହେବ […]

୧୦ମଜାତୀୟ ଭୋଟରଦିବସରେ ପୁରସ୍କୃତ ହେଲେ ରାଜେଶ

ଭୁବନେଶ୍ୱର,୨୫/୧(ଏସଏସନିୟୁଜ) ଦଶମଜାତୀୟ ଭୋଟରଦିବସ ଉପଲକ୍ଷେ ରବିନ୍ଦ୍ରମଣ୍ଡପଠାରେ ଆୟୋଜିତ ସଭାରେ ଗଣ୍ଡମୁଣ୍ଡା ଉଚ୍ଚବିଦ୍ୟାଳୟର ଛାତ୍ର ରାଜେଶକୁମାରରଣା ଓଡିଆବକ୍ତୃତାପ୍ରତିଯୋଗୀତାରେ ତୃତୀୟସ୍ଥାନ ଅଧିକାର କରି ରାଜ୍ୟପାଳ ଗଣେଶୀଲାଲଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଗଣ୍ଡମୁଣ୍ଡା ଅଂଚଳରେ ଖୁସିର ବାତାବରଣ ଖେଳିଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀଙ୍କ ସହ ଅନ୍ୟମାନଙ୍କର ଉପଯୁକ୍ତ ପ୍ରସ୍ତୁତି ଓ ମାର୍ଗଦର୍ଶନ ନିମନ୍ତେ ଗାଇଡଶିକ୍ଷୟତ୍ରୀ କବିତାକାନୁନ୍‌ଗୋ ଓ ରାଜେଶକୁ ମିଳିଛି ପ୍ରଶଂସା ଓ ଶୁଭେଛା ।ଆଗାମି ପିଢିମାନେ ଭାଷଣ ନୁହେଁ ନିଜ ଅଂଚଳର […]

ନନ୍ଦନକାନନକୁ ଆସିବ ଧଳାଗଣ୍ଡା

ଭୁବନେଶ୍ୱର : ୨୪ /୧(ଏସଏସଏନ) ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନନ୍ଦନକାନନ କର୍ତ୍ତୁପକ୍ଷ ପୁଣି ଆନାକୋଣ୍ଡା ପରେ ଏବେ ନୁଆ ପ୍ରଜାତୀର  ଧଳା ଗଣ୍ଡା କୁ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି । ଏ ଖବର ଶୁଣିଲା ପରେ   ପଶୁପ୍ରେମୀ ମହଲରେ ଖୁସିର ବାତାବରଣ ଖେଳିଯାଇଛି । ପ୍ରକାଶ ଯେ  , ସିଙ୍ଗାପୁର ଓ ଶ୍ରୀଲଙ୍କାରୁ  ନନ୍ଦନକାନନକୁ ଆସିବ ଧଳା ଗଣ୍ଡା  । ତାସହିତ ଆସିବ  ଆଫ୍ରିକୀୟ ସିଂହ। ଏ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ […]

ଆରମ୍ଭ କଲେ ମହାସଫେଇ

ବାରଙ୍ଗ,୨୩/୧(ଏସଏସନିୟୁଜ) ଆରମ୍ଭ ହେଲା ମହାସଫେଇ ।ସାମିଲ ହେଲେ ବହୁ ସଙ୍ଗଠନ ।ହାତରେ ଧରିଲେ ଝାଡୁ ।ଆରମ୍ଭ କଲେ ରାସ୍ତା ସଫେଇ । ଉଦ୍ଦେଶ୍ୟ ରହିଲା ସଚେତନ କରିବା ।ଏହି ଭଳି ଏକ ଦୃଶ୍ୟ ଗୁରୁବାର ଦିନ ସକାଳୁସକାଳୁ ତ୍ରିଶୁଳିଆ ଛକରେ ଦେଖିବାକୁ ମିଳିଥିଲା ।ସଙ୍ଗଠନର ସଦସ୍ୟମାନେ କେବଳ ଯେ, ରାସ୍ତାକଡରେ ପଡିଥିବା ବାଲି ସଫା କରିନଥିଲେ ।ଏହାସହିତ ଦୋକାନୀମାନଙ୍‌କୁ ପଲଥିନ ମୁକ୍‌ତ ରହିବାକୁ ଦେଇଥିଲେ ପରାମର୍ଶ ।ଯାଉଥିବା ବାଲିବୋଝେଇ ଗାଡିଗୁଡିକୁ ରୋକିବା ସହ ଓଭରଲୋଡ ନଆଣିବା ସହ […]

କ୍ଷତାକ୍ତ ଚିତ୍ରାହରିଣ ଉଦ୍ଧାର

ବାରଙ୍ଗ,୨୩/୧(ଏସଏସନିୟୁଜ) ଗୁରୁବାର ସକାଳେ ବଛିପୁର ପାଖରୁ ଏକ ଚିତ୍ରାହରିଣକୁ ଜଙ୍ଗଲବିଭାଗ ଉଦ୍ଧାର କରି ସାଙ୍ଗରେ ନେଇଛି ।ଏହି ହରିଣଟି କ୍ଷତାକ୍ତ ହୋଇଥିଲା ।ବଢିଭୋର ସମୟରେ ସ୍ଥାନୀୟ ଗ୍ରାମର କିଛି ଯୁବକ ଶୈାଚପାଇଁ ପୁରୀମେନ କେନଲାକୁ ଆସିଥିବାବେଳେ ହରିଣଟି ବୁଲୁଥିବାର ଦେଖିବାକୁ ପାଇଥିଲେ ।ହରିଣଟିକୁ ଧରିବାକୁ ଚେଷ୍ଟା କରିବାକୁ ଉଦ୍ୟମ କରୁଥିବାବେଳେ ହରିଣଟି ଖସି ବଛିପୁର ଗ୍ରାମ ଆଡେ ଗହିରଗହିରେ ପଳାଇଯାଇଥିଲା ।ଏହାର କିଛି ସମୟପରେ ଏକ ଦଳବଦ୍ଧ କୁକୁର ହରିଣଟିକୁ ଅନୁସରଣ କରି ଆସୁଥିବାର ଦେଖିବାକୁ ପାଇଥିଲେ […]