Browsing monthly archive

February 2020

ଏକାଠି ହେଲେ ମହିଳା

ବାରଙ୍ଗ,୧୭/୨(ଏସଏସନିୟୁଜ)ମେଣ୍ଢାଶାଳର ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ମେଳଣପଡିଆରେ ମହିଳା ସଙ୍ଗଠନ ତରଫରୁ ଏକ ମହିଳା ସମ୍ମିଳନୀ କୈାଶଲ୍ୟାବଳିଆରସିଂଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟବକ୍ତାଭାବେ କ୍ରିଷ୍ନାପ୍ରିୟମିଶ୍ର,ରଜନିବାଳାଦାଶ,ସୁମିତ୍ରାପ୍ରଧାନ,ରଶ୍ମିତାସାମନ୍ତରାୟ,ପ୍ରତିମାପରିଜା ପ୍ରମୁଖ ଯୋଗଦାନ କରି ସରକାରଙ୍କର ମହିଳାମାନଙ୍କ ପ୍ରତି ହେଉଥିବା ଯୋଜନା ବିଷୟରେ ବୁଝାଇବା ସହ ସେଗୁଡିକର ଲାଭ ପାଇବାକୁ ଆହ୍ୱାନ ଦେଇଥିଲେ । ଗ୍ରାମଂଚଳରେ ମହିଳାମାନଙ୍କର ବିଭିର୍ଣ ସମସ୍ୟା,ପାଇଖାନା, ବିୁଜୁଳିଯୋଗାଣ, ଉଜ୍ୱଳା,ଆବାସ ଯୋଜନା,ପାନୀୟଜଳଯୋଗାଣ ଯୋଜନାରେ ହେଉଥିବା ତୃଟିକୁ ସରକାରଙ୍କ ପାଖରେ ପହଁଚାଇବାକୁ ଉପସ୍ଥିତ ମହିଲାମାନେ କହିଥିଲେ ।ଏଥିରେ ୫ଶହରୁ ଉର୍ଦ୍ଧ ମହିଳାମାନେ ଯୋଗଦାନ […]

ମଦମୁକ୍ତ ଭାରତ ପାଇଁ ଦିଲ୍ଲୀରେ ସ୍ଲୋଗାନ

ନୁଆଦିଲ୍ଲୀ,୧୭/୨(ଏସଏସନିୟୁଜ)ସମଗ୍ର ଦେଶରୁ ମଦ ବନ୍ଦ କରିବା ଦାବୀରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ(ମୋନା) ସହ ୨୨ଟି ରାଜ୍ୟର ମଦବିରୋଧି ସଂଗଠନ ଏକାଠି ହୋଇ ମଦମୁକ୍ତ ଭାରତ ଗଠନ ନିମନ୍ତେ ନୁଆଦିଲ୍ଲୀରେ କଲେ ଶକ୍ତିପଦର୍ଶନ ।ଗତକାଲି ମଦମୁକ୍ତଭାରତ ସଙ୍ଗଠନର ଆବାହକ ପଦ୍ମଚରଣନାୟକ ଙ୍କ ନେତୃତ୍ୱରେ ବିହାରର ମୁଖ୍ୟମନ୍ତ୍ରୀ ନିତିଶକୁମାର ମୁଖ୍ୟଅତିଥିଭାବେ ଯୋଗଦାନ କରିଥିଲେ ।ରାଜ୍ୟସଭାର ଉପାଧକ୍ଷ ହରିବଂଶନାରାୟଣ ଙ୍କ ସଭାପତିତ୍ୱରେ ଏକ ଆଲୋଚନା ସଭା ହୋଇଥିଲା ।ଏଥିରେ ଗାନ୍ଧୀବାଦି ରାଧା ଭଟ, ନାରିସଙ୍ଗଠିକା ବାଣିଦାସ,ସୁପ୍ରିମକୋର୍ଟବାରଆସୋସିଏସନର ସଭାପତି ଆଦିମଅଗ୍ରଓାଲ.ମହିଳା […]

ବାଙ୍କୀ ସାମ୍ବାଦିକଙ୍କ ହତ୍ୟାଘଟଣା -ବିଡିଓଙ୍କୁ ଦେଲେ ଦାବୀପତ୍ର

ବାରଙ୍ଗ,୧୭/୨(ଗୈାତମ ରାଉତ)ଗତ ଶୁକ୍ରବାର ଦିନ ବାଙ୍କୀ ଜୋକଲାଞି ଠାରେ ଏକ ଓ୍ବେବ୍ ପୋର୍ଟାଲରେ କାମକରୁଥିବା ସାମ୍ବାଦିକ ଆଦିତ୍ୟରଣସିଂଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏହିଘଟଣାକୁ ବାରଙ୍ଗପ୍ରେସକ୍ଲବ ପକ୍ଷରୁଦୃଢ ନିନ୍ଦା କରାଯାଇଛି ।ଅଦ୍ୟାବଧି ପୋଲିସ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ନଧରିବା ର୍ଦୁଭାଗ୍ୟଜନକ ବୋଲିକୁହାଯାଇଛି ।ତୁରନ୍ତ ହତ୍ୟାକାଣ୍ଡରେ ସମ୍ପୃକ୍ତଥିବା ଲୋକମାନଙ୍କୁ ଧରି ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାଜ୍ୟସରକାର ମୃତ ସାମ୍ବାଦିକଙ୍କ ପରିବାରକୁ ସରକାରୀ ସାହାର୍ଯ୍ୟ ଯୋଗାଇଦେବାକୁ କଳିଙ୍ଗସାମ୍ବାଦିକ ସଂଘର ଶାଖା ବାରଙ୍ଗପ୍ରେସକ୍ଲବ ପକ୍ଷରୁ ଦାବୀ କରାଯାଇଛି […]

ବିଏମସି ନାମରେ ଥାନାରେ ଅଭିଯୋଗ ଆଣିଲେ ଦାରୁଠେଙ୍ଗ ଗ୍ରାମବାସୀ

ବାରଙ୍ଗ,୧୭/୨(ଏସଏସନିୟୁଜ)ଦୀର୍ଘଦିନଧରି ଅସନ୍ତୋଷକୁ ସହ୍ୟକରିଆସୁଥିବା ଦାରୁଠେଙ୍ଗ ଗ୍ରାମବାସୀମାନେ ଆଉ ସହ୍ୟ କଲେ ନାହିଁ ,ବିଏମସି ଶୁଣାଇଲେ ଚରମବାଣୀ ,ଡମ୍ପିୟାର୍ଡରେ ନିଆଁ ନଲିଭିବା ପର୍ଯ୍ୟନ୍ତ ଅଳିଆ ପଡିବନାହିଁ ।ଯାହାର ପ୍ରଭାବ ସୋମବାରଦିନ ଦେଖିବାକୁ ମିଳିଛି ।ଫଳରେ ସୋମବାରଦିନ କୈାଣସି ଅଳିଆଗାଡି ଦାରୁଠେଙ୍ଗ ଡମ୍ପିୟାର୍ଡକୁ ଆସିନାହିଁ ।କେବଳ ଏତିକିରେ ସମିତି ହୋଇରହିନାହାନ୍ତି ଗ୍ରାମବାସୀ । ବିଏମସି କର୍ତୁପକ୍ଷଙ୍କ ନାମରେ ଚନ୍ଦକାଥାନାରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ।ଡମ୍ପିୟାର୍ଡକୁ ନେଇ ବିଏମସି କର୍ତୁପକ୍ଷଙ୍କ ସହ ଗ୍ରାମବାସୀ ଦୁଇଥର ଅଲୋଚନା କରିଥିଲେ […]

ପୁରୀ କଂଗ୍ରେସ ଭବନରେ ହଣାହଣୀ,୩ ଆହାତ

ଭୁବନେଶ୍ବର:୧୭/୨(ଏସଏସଏନ୍)ସୋମବାର ଦିନ ପୁରୀ ଜିଲ୍ଲା କଂଗ୍ରେସରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି! ତାହା ପୁଣି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରି ନେତାଙ୍କ ଉପସ୍ଥିତିରେ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ୩ ଜଣ ଛାତ୍ର ନେତା ଗୁରୁତର ଆହତ ହୋଇଛନ୍ତି। ତେବେ ଆକ୍ରମଣ କରିଥିବା ଦୁର୍ବୃତ୍ତମାନେ ବାହାର ଲୋକ ବୋଲି କଂଗ୍ରେସ ସଫେଇ ଦେଉଥିବା ବେଳେ କଂଗ୍ରେସ ଭବନରେ ହେଉଥିବା କୈାଣସି ବୈଠକରେ  ଗଣ୍ଡଗୋଳ ହେଉଥିବା ଚର୍ଚ୍ଚା ହେଉଛି […]

ବିଏମସିକୁ ଚରମବାଣୀ- ନିଆଁ ନଲିଭାଇଲେ ଅଳିଆ ପଡିବନାହିଁ

ବାରଙ୍ଗ,୧୬/୨ (ଏସଏସନିୟୁଜ) ଦାରୁଠେଙ୍ଗ ପାଖରେ ଥିବା ଡମ୍ପିୟାର୍ଡରେ ଲାଗିଛି ନିଆଁ । ଏହି ନିଆଁ ଗତ ୫ଦିନ ହେବ ଲାଗିଥିଲେ ମଧ୍ୟ ଲିଭିବାପାଇଁ ସେଭଳି ଆଖିଦୃଶିଆ ପଦକ୍ଷପ ବିଏମସି ପକ୍ଷରୁ ଗ୍ରହଣ କରାଯାଇନାହିଁ । ଫଳରେ ଦାରୁଠେଙ୍ଗ,ଜୁଝଗଡ,ଭୁଆଶୁଣି କୃଷ୍ନନଗର,ଚୁଡଙ୍ଗ ଆଦି ଅଂଚଳର ଗ୍ରାମବାସୀମାନେ ନିଆଁର ଉତାପରେ ସିଜୁଛନ୍ତି ଓ ଅସ୍ତବ୍ୟସ୍ଥ ହେବା ସହ ଅଂଚଳ ଧୁଆଁମୟ ହୋଇ ଜନଜୀବନରେ ଦେଖାଦେଇଛି ବ୍ୟାଘାତ । ବିଏମସି ପକ୍ଷରୁ ୫/୬ଟି ପାଣିଟ୍ୟାଙ୍କର ନେଇ ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଥିଲେ […]

ଅନୁକୁଳଚନ୍ଦ୍ର ଙ୍କର ପୁଣ୍ୟ ୧୩୨ତମ ଜନ୍ମ ମହୋସ୍‌ବ

ବାରଙ୍ଗ,୧୬/୨(ଏସଏସନିୟୁଜ)ରବିବାରଦିନ ପରମପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୁଳଚନ୍ଦ୍ର ଙ୍କର ପୁଣ୍ୟ ୧୩୨ତମ ଜନ୍ମ ମହୋସ୍‌ବ ତତ୍‌ସହ ପରମପୁଜନୀୟ ଶ୍ରୀଶ୍ରୀ ବାବାଇଦା ଙ୍କର ଶୁଭଗମନର ୨ୟବାର୍ଷିକ ସ୍ମୃତି ଉସ୍‌ବ ଏବଂ ୧୭ତମ ଦାରୁଠେଙ୍ଗ ଗ୍ରାମ ବାର୍ଷକଉସ୍‌ବ ଯାତ୍ରାପଡିଆରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଦାରୁଠେଙ୍ଗ,ଚନ୍ଦକା, ବରିମୁଣ୍ଡ, ରଘୁନାଥପୁର, କଲ୍ୟାଣପୁର,କଳାରାହଙ୍ଗ,ଦାଢା ଆଦି ସପ୍ତପଂଚାୟତର ଆୟୋଜନରେ ଏହା ହେବାକୁ ଯାଉଛି । ବିଭିର୍ଣ ମାଙ୍ଗଳିକ ଅନୁଷ୍ଠାନ ସହିତ ଦାରୁଠେଙ୍ଗ ଗ୍ରାମ ଯାତ୍ରାପଡିଆଠାରେ ମହାସମାରୋହର ସହ ଉଦ୍‌ଯାପିତ ହୋଇଯାଇଛି । ଜାତି,ଧର୍ମ,ସମ୍ପ୍ରଦାୟ,ଦୀକ୍ଷିତ,ଅଦୀକ୍ଷିତ,ନିର୍ବିଶେଷରେ ବିଶ୍ୱପିତାଙ୍କର ଏହି […]

ଉଦ୍ୟମ ଟ୍ରଷ୍ଟ ତରଫରୁ ଦୃଷ୍ଟିହୀନଙ୍କୁ ଷ୍ଟିକ୍ ବଣ୍ଟନ

ଭୁବନେଶ୍ବର:୧୬/୨(ଏସଏସଏନ୍)ଉଦ୍ୟମ ଟ୍ରଷ୍ଟର ର ଉଦ୍ୟମରେ ପୁଣି ଆଜି ଦୃଷ୍ଟିହୀନମାନଙ୍କୁ ଷ୍ଟିକ୍ ଦେଇ ଚର୍ଚ୍ଚାରେ ରହିଛି । କେତେବେଳେ ଟ୍ରଷ୍ଟର କର୍ମକତ୍ତାମାନେ ବେକାରି ଯୁବକ ଯୁବତୀ ମାନଙ୍କୁ ରୋଜଗାରର ବାଡ ଦେଖାଇ ସେମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଯୋଗାଇ ଦେବା ସହ ଦିବ୍ୟାଙ୍ଗମାନଙ୍କୁ ହ୍ବିଇଲ ଚ୍ୟାୟାର ମଧ୍ୟ ଯୋଗାଇ ଦେଇ ସମସ୍ତଙ୍କ ମୁହଁରେ ହସ ଫୁଟାଇଛି । ପୁଣି ଉଦ୍ୟମ ଟ୍ରଷ୍ଟର ସଭାପତି ଦିଲିପ୍ ଙ୍କ ତତ୍ବାବଧାନରେ ରବିବାର ଦିନ ୨୩ଜଣ ଦୃଷ୍ଟିହୀନ […]

ଋବିବାର ୧୭ତମ ଦାରୁଠେଙ୍ଗ ଗ୍ରାମ ବାର୍ଷିକଉସ୍‌ବ

ବାରଙ୍ଗ,୧୬/୨(ଏସଏସନିୟୁଜ)ରବିବାରଦିନ ପରମପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୁଳଚନ୍ଦ୍ର ଙ୍କର ପୁଣ୍ୟ ୧୩୨ତମ ଜନ୍ମ ମହୋସ୍‌ବ ତତ୍‌ସହ ପରମପୁଜନୀୟ ଶ୍ରୀଶ୍ରୀ ବାବାଇଦା ଙ୍କର ଶୁଭଗମନର ୨ୟବାର୍ଷିକ ସ୍ମୃତି ଉସ୍‌ବ ଏବଂ ୧୭ତମ ଦାରୁଠେଙ୍ଗ ଗ୍ରାମ ବାର୍ଷକଉସ୍‌ବ ଯାତ୍ରାପଡିଆରେ ଅନୁଷ୍ଟିତ ହେବାକୁ ଯାଉଛି ।ଏଥିରେ ଦାରୁଠେଙ୍ଗ,ଚନ୍ଦକା,ବରିମୁଣ୍ଡ,ରଘୁନାଥପୁର,କଲ୍ୟାଣପୁର,କଳାରାହଙ୍ଗ,ଦାଢା ଆଦି ସପ୍ତପଂଚାୟତର ଆୟୋଜନରେ ଏହା ହେବାକୁ ଯାଉଛି ।ରବିବାରଦିନ ବିଭିର୍ଣ ମାଙ୍ଗଳିକ ଅନୁଷ୍ଠାନ ସହିତ ଦାରୁଠେଙ୍ଗ ଗ୍ରାମ ଯାତ୍ରାପଡିଆଠାରେ ମହା ସମାରୋହର ସହ ଉଦ୍‌ଯାପିତ ହେବାକୁ ଯାଉଛି । ଜାତି,ଧର୍ମ,ସମ୍ପ୍ରଦାୟ,ଦୀକ୍ଷିତ, ଅଦୀକ୍ଷିତ ,ନିର୍ବିଶେଷରେ ବିଶ୍ୱପିତାଙ୍କର […]

ସାମ୍ବାଦିକଙ୍କ ହତ୍ୟା ଘଟଣାକୁ ବାରଙ୍ଗପ୍ରେସକ୍ଲବ ପକ୍ଷର ନିନ୍ଦା

ବାରଙ୍ଗ,୧୫/୨ (ଏସଏସନିୟୁଜ)ବାଙ୍କୀରେ ଏକ ୱେବପୋଟାଲରେ ସାମ୍ବାଦିକ ଭାବେ କାର୍ଯ୍ୟକରୁଥିବା ଅଦିତ୍ୟକୁମାର ରଣସିଂ ଙ୍କ ହତ୍ୟା ଘଟଣାକୁ କଳିଙ୍ଗସାମ୍ବାଦିକ ସଂଘର ଶାଖା ବାରଙ୍ଗପ୍ରେସକ୍ଲବ ପକ୍ଷରୁ ଦୃଢନିନ୍ଦା କରାଯିବା ସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରିବା ସହ ମୃତ ସାମ୍ବାଦିକଙ୍କ ପରିବାରକୁ ସରକାରୀ ସାହାର୍ଯ୍ୟ ଯୋଗାଇଦେବାକୁ ଦାବୀ ହୋଇଛି ।ଏହି ଅବସରରେ ବାରଙ୍ଗପ୍ରେସକ୍ଲବ ଗୃହରେ ଆୟୋଜିତ ପ୍ରତିବାଦସଭାରେ ବରିଷ୍ଟ ସାମ୍ବାଦିକ ତଥା କ୍ଲବର ସଭାପତି ଲିଙ୍ଗରାଜରାଉତଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ସାମ୍ବଦିକ ରୁଦ୍ରନାରାୟଣ ଷଡଙ୍ଗୀ, ନିହାରକାନ୍ତି ଦାଶ, […]