Browsing monthly archive

April 2020

ଅଭିନେତା ଋଷି କପୁରଙ୍କ ପରଲୋକ

ମୁମ୍ବାଇ ୩୦।୪: ବଲିଉଡର ପ୍ରସିଦ୍ଧ ଅଭିନେତା ଋଷି କପୁରଙ୍କ ପରଲୋକ । ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ବୁଧବାର ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା । ତାଙ୍କ ପତ୍ନୀ ନୀତୁ ସିଂ ତାଙ୍କ ସହିତ ଡାକ୍ତରଖାନାରେ ଉପସ୍ଥିତ ଥିଲେ । ଋଷି […]

କରୋନା କରୁଛି କାୟାବିସ୍ତାର ପୁଣି ୩ ଚିହ୍ନଟ

ଭୁବନେଶ୍ୱର,୩୦/୪(ଏସଏସନିୟୁଜ) ପୁଣି ଚିନ୍ତା ବଢାଇଲାଣି ପଶ୍ଚିମବଙ୍ଗ ଲିଙ୍କ୍ । ଆଜି ସକାଳୁ ପୁଣି ୩ କରୋନା ପଜେଟିଭ ଚିହ୍ନଟ ହୋଇଥିବାର ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଏହି ତିନିଜଣ ଯାଜପୁରର ଦଶରଥପୁର ଅଂଚଳର ହୋଇଥିବାବେଲେ ପଶ୍ଚିମବଙ୍ଗ ଲିଙ୍କ ରହିଥିବାର ଜଣାପଡିଛି । ଏହାକୁ ମିଶାଇ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଁଚିଛି । ଏହାଭିତରେ ୧୪ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିସାରିଲାଣି ।ଫଳରେ ରାଜ୍ୟରେକରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୧୨୮ରେ ପହଁଚିଥିବାର […]

ପାଞ୍ଚ ଜଣ ପିଲାଙ୍କୁ ଜନ୍ମ ଦେଲେ ମହିଳା

ସଂକ୍ଷେପରେ ଆଜିର ଖବର ଆଜିର ,ତାରିଖ ( ୩୦.୦୪.୨୦) ଗୁରୁବାର ୧-ଲକ୍ ଡାଉନ ଉଠିବାର ୭ ଦିନ ଭିତରେ କରାଯିବ ଯୁକ୍ତ ଦୁଇ ପରୀକ୍ଷା, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ୨-ସରକାରଙ୍କ ବଡ଼ ନିଷ୍ପତ୍ତି: ଗାଁ ଲୋକେ କରିପାରିବେନି ବ୍ୟାରିକେଡ୍, କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ହେବ ବ୍ୟାରିକେଡ୍, ବେଆଇନ ବ୍ୟାରିକେଡ୍ ହଟାଇବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ୩-ମଇ ୩ ପରେ ୩୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍ […]

ଆଜିର ଦିନଟି କେମିତି କଟିବ?

ଅଦ୍ୟ ଅପ୍ରେଲ ୩୦ ତାରିଖ ୨୦୨୦ମସିହା(ଗୁରୁବାର),ତୁଳା ଓକୁମ୍ଭ ରାଶିର ଘାତବାର ,ଅଦ୍ୟ ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଅଷ୍ଟମୀର ପାର୍ବଣ ଶ୍ରାଦ୍ଧ ।                                                 ଆଜିର ରାଶିଫଳ ମେଷ-ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ରେ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ। […]

ପୁଣି ବଢିଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା , ୧୨୫ କୁ ବୃଦ୍ଧି

ଭୁବନେଶ୍ଵର :୨୯/୪(ଏସ୍ଏସ୍ଏନ୍) ପୁଣି ବଢିଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି  ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ହୋଇଥିବା ରୋଗୀ ବାଲେଶ୍ବରର ବୋଲି ସୁଚନା ମିଳିଛି ।  ଏହି ତିନି ଜଣଙ୍କୁ ମିଶାଇ ବାଲେଶ୍ଵରରେ ଆକ୍ରାନ୍ତ ସଂଖା ୧୯ରେ ପହଞ୍ଚିଥିବା ବେଳେ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଛି। ଆକ୍ରାନ୍ତ ତିନି ଜଣ ବାଲେଶ୍ଵର ଜିଲାର ହୋଇଥିବା ବେଳେ ସେମାନେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା ନେଇ ରାଜ୍ୟ ସୂଚନା […]

ପରଲୋକରେ ଇରଫାନ୍ ଖାନ୍‌

ଭୁବନେଶ୍ୱର,୨୯/୪(ଏସଏସନିୟୁଜ)ବଲିଉଡ୍ ଅଭିନେତା ଇର୍‌ଫାନ ଖାନଙ୍କ ୫୩ବର୍ଷ ବୟସରେ ପରଲୋକ ହୋଇଛି । ମୁମ୍ବାଇ କୋକିଲାବିନ୍ ଧୀରୁଭାଇ ଅମ୍ବାନି ହସସ୍ପିଟାଲରେ ସେ ଚିକିସ୍‌।ଧିନ ଥିଲେ । ପେଟରେ ସଂକ୍ରମଣ ପରେ କାଲି ଆଇସିୟୁରେ ଭର୍ତି ହୋଇଥିଲେ । ୨୦୧୮ରୁ କ୍ୟାନସରରେ ପିଡିତ ଥିଲେ । ନିକଟରେ ଇରଫାନଙ୍କ ଅଂଗ୍ରେଜୀ ଫିଲ୍ମୀ ରିଲିଜ ହୋଇଥିଲା । ଇରଫାନ ଙ୍କ ପରଲୋକରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି ।

ପୁଣି ୩ ଚିହ୍ନଟ,ସଂଖ୍ୟା ୧୨୨କୁ ବୃଦ୍ଧି

ଭୁବନେଶ୍ୱର,୨୯/୪(ଏସଏସନିୟୁଜ)ପୁଣି ୩କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ୩ କରୋନା ରୋଗୀ କେଉଁଝର,ଝାରସୁଗୁଡା ଓ ଦେବଗଡ ଜିଲ୍ଲାର ବୋଲି ଜଣାପଡିଛି ।ଏହି ୩ ଜିଲ୍ଲାରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଫଳରେ ରାଜ୍ୟରେ କରୋନା ରୋଗୀଙ୍କସଂଖ୍ୟା ବୃଦ୍ଧିପାଇ ୧୨୨ରେ ପହଛଁଚିଛି ।ଏଥିମଧ୍ୟରୁ ୩୮ଜଣ ସୁସ୍ଥ ହୋଇଛନ୍ତି ।୮୩ଜଣ ବିଭିର୍ଣ ହସ୍‌ପିଟାଲରେ ଚିକିସ୍‌ଧିନ ଅଛନ୍ତିା ଭୁବନେଶ୍ୱରରେ ସର୍ବାଧିକ ୪୭ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ଏହି କରୋନା ମହାମାରୀ ଏବେ ୧୪ଟି ଜିଲ୍ଲାକୁ ଗ୍ରାସ କରିସାରିଲାଣି ।

ଆଜିର ଅନୁଚିନ୍ତା

ଜୀବନ ହେଉଛି ଏକ କଠିନତମ ପରୀକ୍ଷା ଏହି ପରୀକ୍ଷାରେ ସେହିମାନେ ଫେଲ ହୋଇଯାଆନ୍ତି, ଯେଉଁମାନେ ଅନ୍ୟକୁ କପି କରିବାକୁ ଚେଷ୍ଟା କରନ୍ତି କାରଣ ସେମାନେ ଜାଣନ୍ତିନି ଯେ, ଏଠି ସମସ୍ତଙ୍କର ଅଲଗା ଅଲଗା ପ୍ରଶ୍ନପତ୍ର . ତେଣୁ ନିଜକୁ କେବେ ଅନ୍ୟ ସହ ତୁଳନା କରନି.. କାରଣ ଭଗବାନ ସମସ୍ତଙ୍କୁ ସମାନ କରିନାହାନ୍ତି, ତେଣୁ ନିଜ ହିସାବରେ ନିଜେ ରୁହ କ୍ଷକ୍ଷ ଜଣେ ଭଲ ଶିଷ୍ୟର କର୍ତ୍ତବ୍ୟ ଭଦ୍ର, ନମ୍ର ଓ ସମୟଜ୍ଞାନକୁ ଆପଣେଇ ଜ୍ଞାନ ଅର୍ଜନ […]

କେମିତି କଟିବ ଆଜିର ଦିନ?

ଅପ୍ରେଲ ୨୯ ତାରିଖ ୨୦୨୦ମସିହା(ବୁଧବାର.ବୈଶାଖ –ଶୁକ୍ଳପକ୍ଷ,ରାଶିର ଘାତଚନ୍ଦ୍ର କର୍କଟ ରାଶିର ଘାତବାର ,ଅଦ୍ୟ ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ତାଳ ଭକ୍ଷଣ ନିଷେଧ                                                           ଆଜିର ରାଶିଫଳ ମେଷ-ଆଜିର ଦିନଟିରେ ଆପଣଙ୍କ ଆତ୍ମିଅଙ୍କ ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । ଅଧ୍ୟୟନ ଓ […]

କରୋନାଆକ୍ରାନ୍ତ-ଜଣେ ସୁସ୍ଥ ,୭ଚିହ୍ନଟ , ସଂଖ୍ୟା ୧୧୮କୁ ବୃଦ୍ଧି

ଭୁବନେଶ୍ୱର,୨୮/୪(ଏସଏସମିୟୁଜ) କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ମଙ୍ଗଳବାରଦିନ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୧୧୮ରେ ପହଁଚିଛି । ସେଥିମଧ୍ୟରୁ ୩୮ଜଣ ସୁସ୍ଥ ହୋଇଥିବାବେଳେ ୭୯ଜଣ ବିଭିର୍ଣ ଡକ୍ତରଖାନାରେ ରହି ଚିକିସ୍‌ିତ ହେଉଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ଭଦ୍ରକର ହୋଇଥିବାବେଲେ ୪ଜଣ ସୁନ୍ଦରଗଡର ବୋଲି ଜଣାପଡିଛି । ଫଳରେ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଁଚିଥିବାବେଳେ ସୁନ୍ଦରଗଡରେ ଏହା ୧୦ରେ […]