Browsing monthly archive

April 2020

ସୁରଟରୁ ଓଡିଶା ଅଭିମୁଖେ ବାହାରିଲେ ପ୍ରବାସୀ ଓଡିଆ

                                  ସଂକ୍ଷେପରେ ଖବର ଆଜିର ,ତାରିଖ ୨୮/୦୪/୨୦, ମଙ୍ଗଳବାର ୧-ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା: ହଟସ୍ପଟରେ ଜାରି ରହିବ ଲକ୍ ଡାଉନ୍। ୨-ସାଲେପୁର:ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ ସହାୟତା, ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ। ୩-ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ମହମ୍ମଦ ରଫିକ୍ : ରାଜ୍ୟପାଳ କରାଇଲେ ପଦ ଓ ଗୋପନୀୟତାର ଶପଥପାଠ। ୪-ସାମ୍ବାଦିକଙ୍କ ପାଇଁ ୧୫ଲକ୍ଷ ଟଙ୍କା, କରୋନା ସଂକ୍ରମଣରେ କାର‌୍ୟ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ […]

ଆଜିର ଦିନଟି ଆପଣଙ୍କ ପାଇଁ କେମିତି ଅଛି?

 ଅପ୍ରେଲ ୨୮ ତାରିଖ ୨୦୨୦ମସିହା(ମଙ୍ଗଳବାର) ଆଜି ମଧୁବାବୁଙ୍କ ଜୟନ୍ତୀ,ବୈଶାଖ –ଶୁକ୍ଳପକ୍ଷ, ତିଥି -ପଞ୍ଚମୀ , କନ୍ୟା ରାଶିର ଘାତଚନ୍ଦ୍ର ମକର ରାଶିର ଘାତବାର                                                  ଆଜିର ରାଶିଫଳ ମେଷ-ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି। ବୃଷ-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ […]

ଆଉ ୨ କରୋନା ପଜେଟିଭ୍‌

ଭୁବନେଶ୍ୱେର,୨୭/୪(ଏସ୍‌ଏସ୍‌ନିୟୁଜ) ପୁଣି ଆଉ ଦୁଇ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କୋରାପୁଟର ଓ ଅନ୍ୟଜଣେ ବାଲେଶ୍ୱରର ।କୋରାପୁଟର ଆକ୍ରାନ୍ତ ଯୁବକର ବୟସ ୨୨ବର୍ଷ ଓ ସେ ଜଣେ ସ୍ୱାସ୍ଥ୍ୟକର୍ମି ହୋଇଥିବାବେଳେ ବାଲେଶ୍ୱରର ଆକ୍ରାନ୍ତ ୩୨ବର୍ଷର ବ୍ୟକ୍ତି ହୋଇଥିବାବେଳେ ସେ ପଶ୍ଚିମବଙ୍ଗରୁ ଫେରିଥିବାର ବିଷୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଆଜି ସକାଳେ ବାଲେଶ୍ୱରରୁ ୫ କରୋନା ପଜେଟିଭ ଚିହ୍ନଟ ହୋଇଥିବା […]

ମୁଖ୍ୟମନ୍ତ୍ରୀଙ୍କର ବଡ ଘୋଷଣା, ସାମ୍ବ।ଦିକଙ୍କୁ ମିଳିବ ୧୫ଲକ୍ଷ

ଭୁବନେଶ୍ୱେର,୨୭/୪(ଏସ୍‌ଏସ୍‌ନିୟୁଜ) ମୁଖ୍ୟମନ୍ତ୍ରୀ ନବୀବନପଟ୍ଟନାୟକ ଆଜି ବଡ ଘୋଷଣା କରିଛନ୍ତି ।କରେନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳିବ ୧୫ଲକ୍ଷଟଙ୍କାର ଅନୁକମ୍ପା ମୁଳକ ସହାୟତା । କରୋନା ଯୋଗୁ ସାରାବିଶ୍ୱରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି ।ଏହି ପରିପେକ୍ଷୀରେ କରୋନାଭାଇରସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାସହ ଏଭଳି କଠିନ ପରିସ୍ଥିତିରେ ସାମ୍ବାଦିକମାନେ ନିଷ୍ଠାର ସହ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଚାଲିଛନ୍ତି ।ତେଣୁ କାର୍ଯ୍ୟରତ ସାମ୍ବାଦିକମାନେ କରେନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି,ତେବେ ସେ କ୍ଷେତ୍ରରେ […]

ପୁଷ୍କରିଣୀ ଛାଡ଼ି କୁଣ୍ଡରେ ଚାପ ଖେଳିଲେ ମହାପ୍ରଭୁ

ଖବର ଆଜିର .ତା- ୨୭/୦୪/୨୦୨୦, ସୋମବାର ୧-ବଦଳିଲା ପରମ୍ପରା, ବଦଳିଲା ଇତିହାସ : ପୁଷ୍କରିଣୀ ଛାଡ଼ି କୁଣ୍ଡରେ ଚାପ ଖେଳିଲେ ମହାପ୍ରଭୁ। ୨-ଲକଡାଉନ୍ ପରିସ୍ଥିତି ସମ୍ପର୍କରେ ଆଜି ନବୀନ ଓ ୮ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ଆଲୋଚନା। ୩-ତିନି ଜିଲ୍ଲାରୁ ହଟିଲା ସଟଡାଉନ୍, ଜାରି ରହିବ ଲକଡାଉନ୍, ଭୁବନେଶ୍ୱରରେ କୋହଳ ହେବନି କଟକଣା। ୪-ତିରିଶ ତାରିଖରୁ ଲଘୁଚାପ,ସପ୍ତାହେ ବର୍ଷିବ,କାଳବୈଶାଖୀ ପ୍ରଭାବ ଆହୁରି ୪୮ ଘଣ୍ଟା। ୫-ସରକାରଙ୍କର ପ୍ରବାସୀ ଓଡ଼ିଆଙ୍କ ପାଇଁ ପ୍ରସ୍ତୁତି:୨୨ଜଣ ବରିଷ୍ଠ IAS  ଅଫିସରଙ୍କୁ […]

ଆଜିର ଦିନଟି କେମିତି କଟିବ?

ଅପ୍ରେଲ ୨୭ ତାରିଖ ୨୦୨୦ମସିହା(ସୋମବାର),ବୈଶାଖ –ଶୁକ୍ଳପକ୍ଷ,ବିଛା ଓ କନ୍ୟା ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର                                                   ଆଜିର ରାଶିଫଳ ମେଷ : ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। ନୂଆ କାୟ୍ୟର ପ୍ରାରମ୍ଭ ଆଜି କରି ପାରିବେ। ବୃଷ : ସନ୍ତାନ ସମ୍ବନ୍ଧୀତ ଶୁଭ […]

ଫିକା ପଡ଼ିବ ଅଖିମୁଠି ଅନୁକୂଳ

ସଂକ୍ଷେପରେ ଆଜିର ଖବର ଖବର ଆଜିର ତାରିଖ ୨୬/୦୪/୨୦, ରବିବାର ଆଜି ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ଆରମ୍ଭ, ପର୍ଶୁରାମ ଜୟନ୍ତୀ ଓ ଜୟଦେବ ଜୟନ୍ତୀ। ୧-ଫିକା ପଡ଼ିବ ଅଖିମୁଠି ଅନୁକୂଳ ; ପାଳନ ହେବ ନାହିଁ ରାଜ୍ୟସ୍ତରୀୟ କାର‌୍ୟ୍ୟକ୍ରମ। ୨-ଖୁବଶୀଘ୍ର ହେବ ମାଟ୍ରିକ ଖାତାଦେଖା । ତାଲାବନ୍ଦ ସରିବାର ୭ ଦିନ ଭିତରେ ଖାତାଦେଖା ଆରମ୍ଭ ହେବ । ୪୫ ଦିନ ଭିତରେ ଫଳ ପ୍ରକାଶ ପାଇବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ୩-ଓଡ଼ିଆ […]

ଆଜିର ଦିନଟି ଆପଣଙ୍କ ପାଇଁ କେମିତି ରହିଛି?

ଅଦ୍ୟ ଅପ୍ରେଲ ୨୬ ତାରିଖ ୨୦୨୦ମସିହା(ରବିବାର),ବୈଶାଖ –ଶୁକ୍ଳପକ୍ଷ, ବିଛା ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର , ଅଦ୍ୟ ତୃତୀୟାର ଏକୋଦିଷ୍ଟ ଓ ଚତୁର୍ଥୀର ପାର୍ବଣଶ୍ରାଦ୍ଧ .ଅଦ୍ୟ ପୋଟଳ ଦିବା ଘ୦୧/୨୯ଗତେ ମୂଳା ଭକ୍ଷଣ ନିଷେଧ ଆଜିର ରାଶିଫଳ ମେଷ-ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର‌୍ୟ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ କର୍ମସସ୍ଥାନ ପାଇଁ ମନ ବଳିପାରେ। ବୃଷ-ସାମାଜିକ ସ୍ତରରେ ଅପ୍ରିୟ ସତକଥା […]

ଯାଜପୁର ବଢାଇଲା ଚିନ୍ତା ,ଓଡିଶାରେ କରୋନା ଆକ୍ରାନ୍ତ ୧୦୦ ଛୁଇଁଲା

ଭୁବନେଶ୍ବର:୨୫/୪(ଏସ୍ଏସ୍ଏନ୍) ଓଡିଶା ପାଇଁ ଚିନ୍ତା ବଢାଇଲା ଯାଜପୁର । ପୁଣି ଯାଜପୁରରେ ଚିହ୍ନଟ ହେଲେ ୬ କରୋନା ଆକ୍ରାନ୍ତ । ଏବେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧୦୦ ହୋଇଥିବା ବେଳେ ଯାଜପୁରରେ ୧୮ କୁ ବୃଦ୍ଧି ହୋଇଛି । ରାଜ୍ୟର ୧୦ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ହେଲେ ଶନିବାର ଦିନ ୫ ଜିଲ୍ଲାରେ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଏହା ଥିଲା ଭଲ ଖବର । ଫଳରେ ୫ଟି […]

ରାଜା ଙ୍କୁ କରୋନା

ଭୁବନେଶ୍ୱର,୨୪/୪(ଏସଏସନିୟୁଜ)ମହାମାରୀ କରୋନା କାହାରିକୁ ଛାଡେନା । ସେ ପ୍ରଜା ହେଉ କି ରାଜା । ସମସ୍ତ ଙ୍କ ପାଇଁ କରୋନା ବିଛାଇଛି ମୃତ୍ୟୁର ଜାଲ । ପ୍ରଜାଙ୍କ ଜୀବନ ନେବା ପରେ ଏବେ ରାଜାଙ୍କ ପାଳି । ତେବେ ଆମେ ଯେଉଁ ରାଜାଙ୍କ କଥା କହିବାକୁ ଯାଉଛୁ , ସେ କେଉଁ ଦେଶ କିମ୍ବା ସାମ୍ବ୍ରାଜ୍ୟର ରାଜା ନୁହଁନ୍ତି । ଆମେ କହୁଛୁ ଜଙ୍ଗଲ ର ରାଜା ସିଂହ ର କଥା । କରୋନାକୁ ନେଇ ସମଗ୍ର […]