Browsing monthly archive

April 2020

କରୋନା ଅପଡେଟ୍(୨-୪-୨୦)

ଭୁବନେଶ୍ବର:୨/୪(ଏସଏସଏନ୍) ଭାରତରେ କୋରୋନାରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୧୫୧ ଜଣ ଡିସ୍‌ଚାର୍ଜ ହୋଇଥିବା ସୂଚନା ମିଳିଛି । ତେବେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୯୬୫କୁ ବୃଦ୍ଧି ହୋଇଛି । ଏବେ ବିଭିନ୍ନ ହସ୍ପିଟାଲରେ ୧ ହଜାର ୭୬୪ ଜଣ ଚିକିତ୍ସାଧୀନ,ଆନ୍ଧ୍ରପ୍ରଦେଶ ୧, ବିହାର ୧, ଦିଲ୍ଲୀ ୨, ଗୁଜରାଟ ୬ ମୃତ, ହିମାଚଳପ୍ରଦେଶ ୧, ଜାମ୍ମୁ ଓ କାଶ୍ମୀର ୨, କର୍ଣ୍ଣାଟକରେ ୩ ମୃତ,କେରଳ ୨, ମଧ୍ୟପ୍ରଦେଶ ୬, ମହାରାଷ୍ଟ୍ର […]

ରାଜ୍ୟରେ ପଞ୍ଚମ କରୋନା ବ୍ୟକ୍ତି ଚିହ୍ନଟ

ଭୁବନେଶ୍ୱର,୧/୪(ଏସଏସନିୟୁଜ)ରାଜ୍ୟରେ ଚିହ୍ନଟ ହେଲା ୫ମ କରୋନା ପଜେଟିଭ ।ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏହି ସୁଚନା ଦିଆଯାଇଛି । ୬୦ବର୍ଷ ବୟସ୍କ ଏହି ବ୍ୟକ୍ତି ଭୁବନେଶ୍ବର ସୂର୍ଯ୍ୟବିହାର ଅଞ୍ଚଳର ବୋଲି ଜଣାପଡିଛି ।ତାଙ୍କର ବିଭିନ୍ନ ରୋଗାବସ୍ଥା ଥିବାବେଳେ ସେ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଆଜି ତାଙ୍କର ପରିକ୍ଷା କରାଯାଉଥିବା ବେଳେ କରୋନା ପଜେଟିପ୍ ଥିବା ଜଣାପଡିଥିଲା ।  ତାଙ୍କ ସଂର୍ସ୍ପଶରେ କେଉଁ କେଉଁ   ଲୋକମାନେ ଆସିଛନ୍ତି ସେ ବିଷୟରେ ଜାଣିବାକୁ ସରକାରଙ୍କ ପକ୍ଷରୁ […]

ଡିସଚାର୍ଜ ହେଲେ ଦ୍ୱିତୀୟ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧/୪(ଏସଏସନିୟୁଜ)ସୁସ୍ଥହେଲେ ରାଜ୍ୟର ଦ୍ୱିତୀୟ କରୋନା ଭୂତାଣୁ ଆକ୍ରାନ୍ତ ,ରକ୍ତନମୁନା ପରୀକ୍ଷା ପରେ ମିଳିଲା ନେଗେଟିଭ୍‌ । ସୁସ୍ଥ ହୋଇଥିବାରୁ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଥିବା ବିଷୟ ସମସ୍ତଙ୍କ ପାଇ ଖୁସିର ଖବର ହୋଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୁଚନା ମିଳିଛି ।

ଭେଣ୍ଡିଂ ଯୋନ୍‌ରେ ଲାଗିଲା ନିଆଁ

ଭୁବନେଶ୍ୱର,୧/୪(ଏସଏସନିୟୁଜ)ରାଜଧାନୀର ଏଜି ଛକରେ ଥିବା ଭେଣ୍ଡଂ ଯୋନ୍‌ରେ ଲାଗିଛି ନିଆଁ ।ନିଆଁ ଲାଗିବାର ପକୃତ କାରଣ ଅଦ୍ୟାବଧି ଜଣାପଡିନାହିଁ ।ତେବେ ନିଆଁ ଲାଗିଥିବାର ଖବର ପାଇଁ ଅଗ୍ନିଶ୍ରମବାହିନୀର ତିନଟି ଦମକଳ ଆସି ନିଆଁକୁ ଲିଭାଇବାପାଇଁ ଉଦ୍ୟମ ଆରମ୍ଭ କରିଥିବାର ଦେଖିବାକୁ ମିଳିଛି ।

ସରପଂଚଦେଲେ ତିନିମାସର ଦରମା ଓ ୧ଲକ୍ଷଟଙ୍କା

ବାରଙ୍ଗ,୧/୪(ଏସଏସନିୟୁଜ) କରୋନାପାଇଁ ସମସ୍ତଙ୍କ ଚିନ୍ତା ବଢିଯାଇଛି ।ଏହି ବପତି ସମୟରେ ସମସ୍ତେ ସର୍ତକ ରିହବା ପାଇଁ ସରକାର ୨୧ଦିନିଆ ଲକ୍ ଡାଉନ କରିଛନ୍ତି । ସଚେତନ ରହିବାପାଇଁ ପରାମର୍ଶ ମଧ୍ୟ ଦେଉଛନ୍ତି ।ଏହି ସମୟରେ ବହୁ ବଦାନ୍ୟବ୍ୟକ୍ତିମାନେ ମୁଖ୍ୟମନ୍ତ୍ରୀଙ୍କର ରିଲିଫଫଣ୍ଡକୁ ସାହାର୍ଯ୍ୟମାନ ଦେବା ଆରମ୍ଭ କରିଛନ୍ତି ।ପବିସାର ନାମରେ ପରିଚିତ ରଘୁନାଥପୁର ଗ୍ରାମପଂଚାୟତର ସରପଂଚ ପବିତ୍ରକୁମାରପାତ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ତିନିବର୍ଷର ଦରମା ଦାନ କରିଛନ୍ତି ।ଏହାସହିତ ତାଙ୍କରି ପ୍ରାୟୋଜିତରେ ପ୍ରଚଳିତ ଯାତ୍ରାପାର୍ଟି ରାଜଧାନୀ ଅପେରା ତରଫରୁ […]