ସତ୍ୟ ସନ୍ଧାନ
ନିର୍ଭୀକ, ନିରପେକ୍ଷ ଓ ନିରନ୍ତର ଖବର ଓଡ଼ିଆରେ ପଢ଼ନ୍ତୁ।
ଭେଣ୍ଡିଂ ଯୋନ୍ରେ ଲାଗିଲା ନିଆଁ
By
SATYA SANDHANA DESK
on April 1, 2020
ଭୁବନେଶ୍ୱର,୧/୪(ଏସଏସନିୟୁଜ)ରାଜଧାନୀର ଏଜି ଛକରେ ଥିବା ଭେଣ୍ଡଂ ଯୋନ୍ରେ ଲାଗିଛି ନିଆଁ ।ନିଆଁ ଲାଗିବାର ପକୃତ କାରଣ ଅଦ୍ୟାବଧି ଜଣାପଡିନାହିଁ ।ତେବେ ନିଆଁ ଲାଗିଥିବାର ଖବର ପାଇଁ ଅଗ୍ନିଶ୍ରମବାହିନୀର ତିନଟି ଦମକଳ ଆସି ନିଆଁକୁ ଲିଭାଇବାପାଇଁ ଉଦ୍ୟମ ଆରମ୍ଭ କରିଥିବାର ଦେଖିବାକୁ ମିଳିଛି ।
ଓଡ଼ିଶା
ମହାନଗର
Share
Related Posts
ନନ୍ଦନକାନନରେ ବୁଲିଲା ଖଣ୍ଡା
ବିଜେଡ଼ିରେ ଯୋଗଦେଲେ ପ୍ରତାପ ଚନ୍ଦ୍ର ରାଉତ
କାଉନସିଲରଙ୍କ ଘର ଆଗରେ ଗୁଳିକାଣ୍ଡ
ଜଳିଗଲା ବସ୍
ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ
୩ନେତାଙ୍କୁ ଜେଡ୍ ସ୍କେଲ ସୁରକ୍ଷା
ସୋନପୁରରୁ ଶାହା
Comments
(0)
Add Comment