ଭେଣ୍ଡିଂ ଯୋନ୍‌ରେ ଲାଗିଲା ନିଆଁ

0 543
  • ଭୁବନେଶ୍ୱର,୧/୪(ଏସଏସନିୟୁଜ)ରାଜଧାନୀର ଏଜି ଛକରେ ଥିବା ଭେଣ୍ଡଂ ଯୋନ୍‌ରେ ଲାଗିଛି ନିଆଁ ।ନିଆଁ ଲାଗିବାର ପକୃତ କାରଣ ଅଦ୍ୟାବଧି ଜଣାପଡିନାହିଁ ।ତେବେ ନିଆଁ ଲାଗିଥିବାର ଖବର ପାଇଁ ଅଗ୍ନିଶ୍ରମବାହିନୀର ତିନଟି ଦମକଳ ଆସି ନିଆଁକୁ ଲିଭାଇବାପାଇଁ ଉଦ୍ୟମ ଆରମ୍ଭ କରିଥିବାର ଦେଖିବାକୁ ମିଳିଛି ।
Leave A Reply

Your email address will not be published.