ସରପଂଚଦେଲେ ତିନିମାସର ଦରମା ଓ ୧ଲକ୍ଷଟଙ୍କା

0 505

ବାରଙ୍ଗ,୧/୪(ଏସଏସନିୟୁଜ) କରୋନାପାଇଁ ସମସ୍ତଙ୍କ ଚିନ୍ତା ବଢିଯାଇଛି ।ଏହି ବପତି ସମୟରେ ସମସ୍ତେ ସର୍ତକ ରିହବା ପାଇଁ ସରକାର ୨୧ଦିନିଆ ଲକ୍ ଡାଉନ କରିଛନ୍ତି । ସଚେତନ ରହିବାପାଇଁ ପରାମର୍ଶ ମଧ୍ୟ ଦେଉଛନ୍ତି ।ଏହି ସମୟରେ ବହୁ ବଦାନ୍ୟବ୍ୟକ୍ତିମାନେ ମୁଖ୍ୟମନ୍ତ୍ରୀଙ୍କର ରିଲିଫଫଣ୍ଡକୁ ସାହାର୍ଯ୍ୟମାନ ଦେବା ଆରମ୍ଭ କରିଛନ୍ତି ।ପବିସାର ନାମରେ ପରିଚିତ ରଘୁନାଥପୁର ଗ୍ରାମପଂଚାୟତର ସରପଂଚ ପବିତ୍ରକୁମାରପାତ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ତିନିବର୍ଷର ଦରମା ଦାନ କରିଛନ୍ତି ।ଏହାସହିତ ତାଙ୍କରି ପ୍ରାୟୋଜିତରେ ପ୍ରଚଳିତ ଯାତ୍ରାପାର୍ଟି ରାଜଧାନୀ ଅପେରା ତରଫରୁ ୧ଲକ୍ଷଟଙ୍କା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫଫଣ୍ଡକୁ ଦାନ କରିଛନ୍ତି ।ସେ ଭୁବନେଶ୍ୱର ଏଡିଏମ୍ କୁ ଭେଟି ଚେକ୍ ପ୍ରଦାନ କରିଛନ୍ତି ।ଯାହାକୁ ନେଇ ସୋସିଆଲମିଡିଆ ସହ ଭୁବନେଶ୍ୱରବ୍ଲକର ବିଭିର୍ଣ ଗ୍ରାମରେ ଚର୍ଚ୍ଚା ଯୋର୍ ଧରିଛି ।

Leave A Reply

Your email address will not be published.