ଋାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ

0 226

ଭୁବନେଶ୍ୱର,୨୧/୩(ଏସଏସନିୟୁଜ)ରାଜ୍ୟରେ ଚିହ୍ନଟ ହେଲା ୪ର୍ଥ କରୋନା ପଜେଟିଭ ।ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏହି ସୁଚନା ଦିଆଯାଇଛି । ୨୯ବର୍ଷ ବୟସ୍କ ଏହି ବ୍ୟକ୍ତି ଭଦ୍ରକ ଜିଲ୍ଲାର ହୋଇଥିବାବେଳେ ଦୁବାଇରୁ ସେ ଆସିଥିଲେ ବୋଲି ଜଣାପଡିଛି ।ତାଙ୍କ ସଂର୍ସ୍ପଶରେ ଆସିଥିବା ଲୋକମାନଙ୍କ ବିଷୟରେ ଜାଣିବାକୁ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.