Browsing monthly archive

April 2020

କରୋନା ସଙ୍କଟରେ ଓଡିଶାକୁ ପୁଣି ବାତ୍ୟାର ଭୟ!

ଭୁବନେଶ୍ୱର :୨୫/୪(ଏସଏସଏନ୍) ଏବେ କରୋନା ସଙ୍କଟ ସମୟ ଦେଇ ଓଡିଶା ଗତି କରୁଥିବା ବେଳେ ଆଉ ଏକ ବିପଦ ଓଡିଶା ଉପରକୁ ମାଡି ଆସୁଛି। ଓଡିଶା ପାଇଁ ବାତ୍ୟାର ଭୟ ରହିଛି। ଏହା ଫନି ପରି ଭୟଙ୍କର ହୋଇପାରେ ବୋଲି ମଧ୍ୟ କୁହାଯାଉଛି । ଚଳିତ ବର୍ଷ ମେ’ରେ ଏହି ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ମେ’ ୧ ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ସୂଚନା ମିଳିଛି । ପୁଣେ ସ୍ଥିତ Indian […]

ମଞ୍ଚ ଅନ୍ଧାର, କାନ୍ଦୁଛନ୍ତି ୨୦ ହଜାର କଳାକାର

ସଂକ୍ଷେପରେ ଆଜିର ଖବର ତା-୨୫/୪/୨୦ଶନିବାର ୧-ପେଟ୍ରୋଲ- ଡିଜେଲ ବିକ୍ରି ୮୦% ହ୍ରାସ, ରାଜ୍ୟ ସରକାରଙ୍କ କ୍ଷତି ୩୦୦ କୋଟି। ୨-ଚିନ୍ତାରେ ୨୦ହଜାର ଖଲିପତ୍ର ସିଲେଇ ପରିବାର,ତେଣେ ମଞ୍ଚ ଅନ୍ଧାର, କାନ୍ଦୁଛନ୍ତି ୨୦ ହଜାର କଳାକାର। ୩-ଚଡକ ନେଲା ଜୀବନ: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ମୃତ। ୪-ଆଉ ଚାରି ଦିନ ଘୂର୍ଣ୍ଣିଝଡ,୧୦ ଜିଲ୍ଲାରେ ପ୍ରବଳ ଝଡ଼ ବର୍ଷା,୨୯ରୁ ଆଣ୍ଡାମାନରେ ଲଘୁଚାପ। ୫-ବଦଳିବ ୨୦୨୦-୨୧ ଶିକ୍ଷା ବର୍ଷ,୩୦%କମିବ ଦଶମ ପାଠ୍ୟକ୍ରମ, ବିଭିନ୍ନ ବିଷୟ ପାଇଁ କମିଟି […]

ଆଜି ଦିନଟି ଆପଣଙ୍କ ପାଇଁ କେମିତି ଅଛି?

ଅଦ୍ୟ ଅପ୍ରେଲ ୨୫ ତାରିଖ ୨୦୨୦ମସିହା(ଶନିବାର) ବୈଶାଖ –ଶୁକ୍ଳପକ୍ଷ,ତିଥି -ଦ୍ବିତୀୟା ଦିବା ଘ୧୨/୨୮ ପର‌୍ୟ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର-କୃତ୍ତିକା ରାତ୍ର ଘ୦୯/୫୦ ପର‌୍ୟ୍ୟନ୍ତ ତଦନ୍ତେ ରୋହିଣୀ ବିଛା ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ,ଅଦ୍ୟ ତୃତୀୟାର ପାର୍ବଣଶ୍ରାଦ୍ଧ ,ଅଦ୍ୟ ବୋଇତିକଖାରୁ ଦିବା ଘ୧୨/୨୮ ଗତେ ପୋଟଳ ଭକ୍ଷଣ ନିଷେଧ ଆଜିର ରାଶିଫଳ ମେଷ-ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ […]

ପ୍ରଂସଶା କଲେ ଗ୍ରାମବାସୀ

ଚନ୍ଦକା,୨୪/୪(ଏସ୍‌ଏସ୍‌ନିୟୁଜ୍‌) ବିଶ୍ୱରେ ମହମାରୀ କରୋନା ତାର ତାଣ୍ଡବ ରଚିଚାଲିଛି । ଏହା କବଳରୁ ରକ୍ଷା ପାଇବାପାଇଁ କେନ୍ଦ୍ରସରକାର ଦେଶକୁ ଲକ୍‌ଡାଉନ କରିଛନ୍ତି । ରାଜ୍ୟସରକାର ମଧ୍ୟ ବହୁବିଧ ଯୋଜନା ସହ ପ୍ରତିକାର ମୁଳକ ବ୍ୟବସ୍ଥାମାନ ଗ୍ରହଣ କରିଚାଲିଛନ୍ତି ।ସାମାଜିକ ଦୁରତ୍ୱ ବଜାୟ ରଖିବା ସାଙ୍ଗକୁ ଅନାବଶ୍ୟକ ସ୍ଥଳେ ଘରୁ ନବାହରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି । ଘଡିସନ୍ଧି ମୁହୁର୍ତରେ ଏହି ଲଢେଇରେ ସାମିଲ ହେବାପାଇଁ ଆର୍ଥିକ ସହଯୋଗ କରିବାକୁ ମଧ୍ୟ ନିବେଦନ କରିଛନ୍ତି । ବହୁ ବଦାନ୍ୟ […]

ଭଙ୍ଗା କୁଡିଆରେ ବିତୁଛି ଜୀବନ , ସରକାରୀ ଯୋଜନା ସାତ ସପନ

ଚନ୍ଦ୍ରଶେଖରପୁର,୨୪/୪(ଏସ୍‌ଏସ୍‌ନିୟୁଜ)ରାଜଧାନୀ ଉପକଣ୍ଠ ବିଏମ୍‌ସିର ୩ନଂ ଓାର୍ଡର ପଟିଆ ଗ୍ରାମକୁ ଲାଗି ରହିଛି ବରଦେବୀ ବସ୍ତୀ ଓ ଶବର ସାହି ।ଏହି ବସ୍ତୀ ମଧ୍ୟରେ ଏବେ ବି ଅଛନ୍ତି ଲୋକ।  ଯାହାଙ୍କର ଭଙ୍ଗାକୁଡିଆରେ ବିତୁଛି ଜୀବନ । ହେଲେ ସରକାରୀ ଯୋଜନା ଏମାନଙ୍କ ପାଇଁ ସାତସପନ ।https://youtu.be/E6wYWJQHFzI ଖୋଦ ରାଜଧାନୀ ର ଛାତି ଉପରେ ରହିଥିଲେ ବି ଦୀପତଳ ଅନ୍ଧାର ପରି କେହି ଶୁନିବାକୁ ନାହାନ୍ତି । ହେଲେ ଏହି  ନିସହାୟ ମହିଳାଙ୍କ ଉପରେ  ୟୁଥ୍ ଫର ଆକ୍ସନ୍ […]

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଁଚିଲା

ଭୁବନେଶ୍ୱର,୨୪/୪(ଏସଏସନିୟୁଜ)ପଶ୍ଚିମବଙ୍ଗ ଫେରନ୍ତା ଏବେ ସମସ୍ତଙ୍କ ପାଇଁ କାଳ ସାଜିବାକୁ ଯାଉଛି ।ଆଜି ସକାଳେ ଭଦ୍ରକର ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ପୁଣି ଏବେ ୪ଜଣ ବ୍ୟକ୍ତି କରୋନା ପଜେଟିଭ୍ ଚହ୍ନଟ ହୋଇଛନ୍ତି ।ଏହାକୁ ନେଇ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧିପାଇଥିବାର ଜଣାପଡିଛି ।ଯାହାଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୯୪ରେ ପହଁଚିଛି । ଭଦ୍ରକ,ବାଲେଶ୍ୱର ଓ ଯାଜପୁରକୁ ସଟ ଡାଉନ ଘୋଷଣା ଆଗରୁ ସରକାର କରିଛନ୍ତି ।

ବାଂଟିଲେ ସପ୍ତାହିକ ସଉଦା

ବାରଙ୍ଗ,୨୪/୪(ଏସ୍‌ଏସ୍‌ନିୟୁଜ) ଗରିବଙ୍କ ମୁହଁରେ ଟିକେ ହସ ଦେଖିବାପାଇଁ ଓ ଅସମୟରେ ଟିକେ ସେମାନଙ୍କୁ ସାହାର ହେବାପାଇଁ ଆଗେଇଆସିଛନ୍ତି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନେ ।କଥାରେ ଅଛି ମାନବ ସୋବ ହିଁ ମାଧବ ସେବା ଏହି ମନ୍ତ୍ରର ମହତ୍ୱକୁ ଅନୁଭବ କରି ଅଭିଜିତପୃଷ୍ଟିଙ୍କ ନେତୃତ୍ୱରେ ଆଦିତ୍ୟ ବେଉରା,ଅନନ୍ତସ୍ୱାଇଁ,ସୁନିଲବିଶ୍ୱାଳ,ବିଶ୍ୱଜିତବିଶ୍ୱାଳ ପ୍ରମୁଖ ଯୁବକମାନେ ବେସାହାରାକୁ ଖାଦ୍ୟ ପ୍ରଦାନ କରିଛନ୍ତି ।ବାରଙ୍ଗର ବିଭିର୍ଣ ସ୍ଥାନ ପାଟପୁର, କଲରାପାରି,ନୟାପାଟଣା,ଗୋବିନ୍ଦପୁରସ୍ଥିତ ଆଦିବାସୀ ସାହିରେ ଥିବା ୩୦୦ରୁ ଉର୍ଦ୍ଧ ଦିନମଜୁରିଆ ଓ ଗରବଲୋକମାନଙ୍କୁ ଶୁଖିଲା ଖାଦ୍ୟ […]

ଅନ୍ଧ ବୋଲି ଭୁଲିଗଲେ !

ଜଟଣି:୨୨/୪(ଏସଏସଏନ୍) ଆଖି ନାହିଁ ହେଲେ ଅପସୋସ୍ ନଥିଲା ।ଭିକ୍ଷାବୃର୍ତ୍ତି କରି ପୂରି ଯାଉଥିଲା ପେଟ । ନିଜ ବର୍ଷକର ପିଲା କୁ ଧରି ନିର୍ଭିଘ୍ନରେ ଜୀବନ କାଟୁଥିଲେ ଦିବ୍ୟାଙ୍ଗ ଦମ୍ପତି । ହେଲେ ମାର୍ଚ୍ଚ ୨୨ ତାରିଖରେ ଲଗଡାଉନ୍ ଘୋଷଣା ପରେ ଲଗ୍ ହୋଇଗଲା ପରିବାର । ଭିକ୍ଷାବୃତ୍ତି କରିପାରୁନଥିବାରୁ ୨୮ ଦିନ ହେଲା  ଜୀଇଁବା ପାଇଁ ସଂଗ୍ରାମ କରୁଛନ୍ତି ଏହି ଦମ୍ପତି । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌର ପରିଷଦର ମାତ୍ର ଅଧକିଲୋ […]

ସାବାସ ସାଗରୀକା

ଭୁବନେଶ୍ବର:୨୩/୪(ଏସଏସଏନ୍)ଭୂତାଣୁ କୋଭିଡ-୧୯ରେ ସମଗ୍ର ବିଶ୍ୱ ଆକ୍ରାନ୍ତ। ମୋଟାମୋଟି ଭାବେ ଦେଖିବାକୁ ଗଲେ ଏହି ଭୂତାଣୁ ଯୋଗୁଁ ବିଶ୍ୱବ୍ରହ୍ମାଣ୍ଡ ଅଚଳ ଅବସ୍ଥାକୁ ଆସିଯାଇଛି। ଭୂତାଣୁ ଭୟରେ ଅଧାରୁ ଅଧିକ ବିଶ୍ୱବାସୀ ଗୃହବନ୍ଦୀ ଅବସ୍ଥାରେ । ଅର୍ଥନୈତିକ କାରବାର ବି ସ୍ଥାଣୁ। ଅନେକ ରାଷ୍ଟ୍ରରେ ଲଗଡାଉନ୍ ଘୋଷଣା କରାଯାଇଛି, ଅର୍ଥାତ ସର୍ବସାଧାରଣ ଚଳପ୍ରଚଳ ନିଷିଦ୍ଧ।ତେବେ ଏହି ମହାମାରୀ ବ୍ଲଡପ୍ରେସର , ଡ୍ରାଇବେଷ୍ଟିସ ଭଳି ରୋଗୀଙ୍କ ପାଇଁ ବେଶୀ ଆଶଙ୍କା  ! ତେବେ ଏଭଳି ସ୍ଥିତିରେ ନିଜ ଦାୟିତ୍ବକୁ ଭୁଲିନାହାନ୍ତି ଅଙ୍ଗନବାଡି […]

ପୁଣି ଜଣେ ଚିହ୍ନଟ,କରୋନା ରୋଗୀଙ୍କ ସଂଖ୍ୟା ୯ ୦କୁ ବୃଦ୍ଧି

ଭୁବନେଶ୍ୱର,୨୪/୪(ଏସ ଏସ ନିିିଉଜ ) ଭଦ୍ରକରେ ୪୦ବର୍ଷ ର ଆଉଜଣେ କରୋନା ପଜେଟିଭ୍ ଚିହ୍ନଟ ହୋଇଛିି । ଫଳରେ ଭଦ୍ରକରେ କରୋନା ପଜେଟିଭ୍ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି  । ସେ ପଶ୍ଚିମବଙ୍ଗରୁ ଫେରିଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି ।