Browsing monthly archive

April 2020

କରୋନା ଭ୍ୟାକସିନ୍ ପ୍ରସ୍ତୁତିରେ ଆଉ ପାଦେ ଆଗେଇଲା ବ୍ରିଟେନ୍

ଆଜିର ଖବର-୨୪/୪/୨୦୨୦(ଶୁକ୍ରବାର) ୧- ବଦଳିଲା ବ୍ୟାଙ୍କ ସମୟ-ସକାଳ୮ଟାରୁ ଅପରାହ୍ନ୨ଟା ,ଭୁବନେଶ୍ୱର ଛତ୍ରପୁର, ବ୍ରହ୍ମପୁର, କଟକ,ପୁରୀ, କୋରାପୁଟରେ ବାଦ୍ ୨-ଭଦ୍ରକ,ନାଲେଶ୍ୱର,ଯାଜପୁରରେ ୬୦ଘଂଟା ସଟଡାଉନ,ଗୁରୁବର ରାତି୧୦ରୁ ରବିବାର ସକାଳ୧୦ଯାଏଁ ସବୁବନ୍ଦ । ୩-କର୍ତବ୍ୟରେ ଅବହେଳା କରି ତହସିଲଦାର ନିଲମ୍ବିତ,ଟୁଇଟ କରି ସୁଚନା ଦେଲେ ଭଦ୍ରକ ଜିଲ୍ଲାପାଳ ୪-ଆଜିଠାରୁ ୨୭ଯାଏଁ ରାଜ୍ୟରେ ହେବ ପ୍ରବଳ ଘଡଯଡି ସହ ବର୍ଷା,ପାଣିପାଗ ବିଭାଗ ଜାରିକଲା ୟେଲୋଓାରର୍ଣିଂ ୫-ଶିମିଳିପାଳ-ବନବିିଭାହର ଅଚାନକ ଚଢାଉ,ହରିଣମାଂସ ଓ ଚମଡା ଜବତ । ୬- ବିଏମସି ଓ ଭୁବନେଶ୍ୱର ବ୍ଲକର ସରକାରୀ […]

ଆଜିର ଦିନଟି ଆପଣଙ୍କ ପାଇଁ କେମିତି ଅଛି ?

ଅପ୍ରେଲ ୨୪ତାରିଖ ୨୦୨୦ମସିହା(ଶୁକ୍ରବାର) ଶୁକ୍ଳପକ୍ଷ,ତିଥି -ପ୍ରତିପଦ ,ବିଛା ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର ,ଅଦ୍ୟ ଦ୍ବିତୀୟାର, ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ମେଷ-ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି। ବୃଷ-ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି […]

ପୁଣି ୪ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୩/୪(ଏସଏସନିୟୁଜ) ପୁଣି ଆଜି ୪କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୪ଜଣ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି ।ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଯୁବକ ଓ ୩ଜଣ ମହିଳା ରହିଛନ୍ତି ।ଏହି ବିଷୟ ରାଜ୍ୟ ସ୍ୱାସ୍ଥ୍ୟ େଓବସାଇଟରେ ଦର୍ଶାଯାଇଛି । ଯାହଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୮୭ରେ ପହଁଚିଛି ।ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ପୁର୍ବ ସର୍ମ୍ପକିୟଙ୍କ ସଂସ୍ପର୍ଶରେ ଆସିଥିବାର ଜଣାପଡିଛି ।

ଆସନ୍ତୁ ପଢିବା ଆଜି କାହାଣୀ- ଭାଇ ହୁଏ ଭଗାରୀ

ଦାଣ୍ଡପିଣ୍ଡାରେ ଖୁଣ୍ଟକୁ ଆଉଜିବସି ମନେମନେ କେତେ କ’ଣ ଗୁଣି ହେଉଥିଲା ମାଣିକ । ଆକାଶରେ ଭାସିଯାଉଥିବା ଭେଳାଏ ବାଦଲକୁ ଚାହିଁଥିଲା ଏକଲୟରେ । କାଇଁଚ ପାଚିଆରେ ମୁଢ଼ି ଦିମୁଠା ରସୁଣ ଦି ପାଖୁଡା ପକେଇ ବୋହୂ ଆଣି ପାଖରେ ଥୋଇଲା । ଅନ୍ୟମନସ୍କ ଶାଶୂ ଦେହରେ ହାତମାରି କହିଲା ବୋଉ ପାଟିରେ ପକାଅ, ମୁଁ ଚା’ କରି ଆଣୁଛି । ମାଣିକ ଚମକିପଡ଼ିଲା । ଆକାଶରୁ ଆଖି ଫେରାଇ ଆଣି ମୁଢି ଗଣ୍ଡାକ ପାଟିକୁ ଛାଟୁଛାଟୁ ଖଳାବାଡ଼ିରେ […]

ଆଜିର ଅନୁଚିନ୍ତା (ତାରିଖ-୨୩/୦୪/୨୦୨୦)

ଦାନ କଲେ ପଇସା ଯାଏ ଲଷ୍ମୀ ନୁହେଁ ,ଘଣ୍ଟା ବନ୍ଦ କଲେ ଘଣ୍ଟା ବନ୍ଦ ହୁଏ ସମୟ ନୁହେଁ ,ମିଛ ଲୁଚେଇଲେ ମିଛ ଲୁଚିଯାଏ ସତ ନୁହେଁ , ଯେକୌଣସି କାର‌୍ୟ୍ୟ ଯଦି ପ୍ରେମ ଭାବ ନେଇ କରିବ ତା ହେଲେ ତାହା ଅବଶ୍ୟ ସଫଳ ହେବ, ପ୍ରେମ ବଳରେ ଯେଉଁ ପ୍ରୟାସ କରାଯାଇଥାଏ ତାହା ଆମକୁ ଜୀବନରେ ଆଗକୁ ବଢ଼ିବାର ପ୍ରେରଣା ଦେଇଥାଏ । ଆଖିରେ ଟିକେ କିଛି ପଡିଗଲେ ଯେମିତି ଦୁନିଆଟା ଆମକୁ ଅନ୍ଧାର […]

ରମ୍‌ଜାନ ଉପରେକଟକଣା ଲଗାଇଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର୨୪/୪(ଏସଏସନିୟୁଜ) ରମ୍‌ଜାନ ଉପରେ କଟକଣା ଲଗାଇଲା କମିଶନରେଟ୍ ପୁଲିସ୍ । ରାଜଧାନୀରେ କୌଣସି ମସଜିଦ୍ ରେ ସମୂହ ନମାଜପାଠ ହୋଇପାରିବନି । ଏହା ସହ ଇଫ୍ତାର ପାର୍ଟି ପାଳନ ଉପରେ ମଧ୍ୟ କଟକଣା ହୋଇଛି । ତେବେ ସାମାଜିକ ଦୂରତା ରକ୍ଷା କରି ଘରେ ଇଫ୍ତାର ଓ ନମାଜ ପାଠ କରିବାକୁ ହୋଇଥିବା ଆଲୋଚନାରେ ମୁସଲିମ୍ ସମୁଦାୟର ଧାର୍ମିକ ନେତାମାନେ ସମ୍ମତି ଜଣାଇଛନ୍ତି ।ଏଥିପାଇଁ ବୁଧବାରଦିନ ଭୁବନେଶ୍ୱରରର ୧୨ଟି ମସଜିଦ ର ମୁଖ୍ୟମାନଙ୍କ ସହ କମିସିନେରେଟ ପୋଲିସର […]

ହାଏ ଲେଖି ପଠାଇଲେ ମିଳିବ ତଥ୍ୟ।

ତାରିଖ ୨୩/୦୪/୨୦, ଗୁରୁବାର ,ଖବର ଆଜିର ୧-ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍ ହେଲ୍ପ ଡେକ୍ସ, ୯୩୩୭୯୨୯୦୦୦କୁ ହାଏ ଲେଖି ପଠାଇଲେ ମିଳିବ ତଥ୍ୟ। ୨-ଅବରୋଧ ଅଞ୍ଚଳ ମୁକ୍ତ ହେଲା ଭୁବନେଶ୍ୱର । ସତ୍ୟନଗର, ସୂର‌୍ୟ୍ୟନଗର ଓ ବମିଖାଲରୁ ଉଠିଲା କଣ୍ଟେନମେଣ୍ଟ କଟକଣା । କିନ୍ତୁ ଆଗାମୀ ୭ ଦିନ ପର‌୍ୟ୍ୟନ୍ତ ତୀକ୍ଷ୍ଣ ନଜର ରଖିବ ଈଗଉ। ୩-ସରପଞ୍ଚମାନଙ୍କ ଦକ୍ଷତା ଉପରେ ଭରସା କଲେ ନବୀନ : ବାହାର ରାଜ୍ୟରେ ଥିବା ଓଡ଼ିଆଙ୍କୁ ତାଗିଦ, ଫେରିବା ପୂର୍ବରୁ […]

ଆଜି କେମିତି କଟିବ?

ଅଦ୍ୟ ଅପ୍ରେଲ ୨୩ତାରିଖ ୨୦୨୦ମସିହା(ଗୁରୁବାର),ଆଜି ରୁକ୍ମିଣୀ ଅମାବାସ୍ୟା ଓ ଇଂରାଜୀ ଭାଷା ଦିବସ,ବୈଶାଖ କୃଷ୍ଣପକ୍ଷ, ତିଥି –ଅମାବାସ୍ୟା, ମେଷ ରାଶିର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ,ଅଦ୍ୟ ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଅଦ୍ୟ ଆମିଷ ଦିବା ଘ୦୮/୦୮ ଗତେ ପାଣିକଖାରୁ ଭକ୍ଷଣ ନିଷେଧ                              ଆଜିର ରାଶିଫଳ ମେଷ–ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର […]

ନୀୟମ କାହା ପାଇଁ ?

ବାରଙ୍ଗ,୨୨/୪(ଏସ୍‌ଏସ୍‌ନିୟୁଜ) ସରକାରଙ୍କର ନୀୟମକୁ ମାନୁନାହାନ୍ତି ସରକାରୀ ବାବୁ ।ମହାମାରୀ କରୋନାର ମୁକାବିଲା ସହ ସାଧାରଣଲୋକଙ୍କ ଜୀବନର ସୁରକ୍ଷା ପାଇଁ ରାଜ୍ୟସରକାର ପର୍ଯ୍ୟାୟକ୍ରମେ ଭିନ୍ନଭିନ୍ନ ପଦକ୍ଷପମାନ ଗ୍ରହଣ କରିଚାଲିଛନ୍ତି ।ସାମାଜିକ ଦୁରତ୍ୱ ଏହାର ପ୍ରମୁଖ ଅସ୍ତ୍ର ହୋଇଥିବାରୁ ଲକ୍‌ଡାଉନ ମଧ୍ୟ କରିଛନ୍ତି ସରକାର ।ମାସ୍କ ପିନ୍ଧିବା ସହ ସାମାଜିକ ଦୁରତ୍ୱକୁ କଡାକଡିଭାବେ ପାଳନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।ସଚେତନତା ସାଙ୍ଗକୁ ତଦାରଖ କରିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।ସାଧାରଣଲୋକଟି ଏହାକୁ ଅମାନ୍ୟକଲେ ଆଇନଗତ ଦୀଗର […]

ପୁଣି ନୂଆ ୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର୨୨/୪(ଏସଏସନିୟୁଜ)ପୁଣି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି ।ଆଜି ପୁଣି ୩ ନୁଆ କରୋନା ପଜିଟିଭ ଭଦ୍ରକ ଜିଲ୍ଲାରେ ଚିହ୍ନଟ ହୋଇଥିବାର ଜଣାପଡିଛି ।ଗତ୩ଦିନ ହେବ ଆକ୍ର।।ନ୍ତଙ୍କ ସଂଖ୍ୟା ବଢୁଥିବାର ଦେଖିବ।।କୁ ମିଳିଛି ।ଏହି ତିନିଜଣ ବ୍ୟକ୍ତିଙ୍କର ବୟସ ୪୦,୫୫,୩୫ବର୍ଷ ହେବ । ଏମାନେ କଲିକତାରୁ ଫେରିଥିବାର ଜଣାପଡିଛି ।