Browsing daily archive

October 15, 2020

କେତକୀ ମହାରଣାଙ୍କ ଶ୍ରାଦ୍ଧସ୍‌ବ

ବାରଙ୍ଗ.୧୫/୧୦(ଏସଏସନିୟୁଜ)ଗୁରୁବାରଦିନ ଦାଢାପାଟଣା ଗ୍ରାମରେସ୍ୱର୍ଗତ କେତକୀ ମହାରଣାଙ୍କ ଶ୍ରାଦ୍ଧସ୍‌ବ ଅନୁଷ୍ଠିତ ହୋଇଯାଇଛି ।ବାରଙ୍ଗଅଂଚଳର ଜଣାଶୁଣା ଶିଳ୍ପପତି ଅର୍ଜ୍ଜୁନମହାରଣାଙ୍କ ମାତାଥିଲେ ସ୍ୱର୍ଗତ କେତକୀ ମହାରଣା । ତାଙ୍କର ୯୨ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।ସେ ଜଣେ ମେଳାପି ତଥା ପରୋପକାରୀ ମହିଳାଥିବାରୁ ତାଙ୍କର ଶ୍ରାଦ୍ଧସ୍‌ବରେ ଆମ୍‌ିୟ ସ୍ୱଜନଙ୍କ ସହ ବାରଙ୍ଗର ଆଖପାଖ ଗ୍ରାମର ବହୁ ରାଜନୈତିକ ବ୍ୟକ୍ତି,ସମାଜସେବୀ,ବୁଦ୍ଧିଜିବୀ,ସାମ୍ବାଦିକ ମାନେ ଯୋଗଦାନ କରି ସ୍ୱର୍ଗତ ମହାରଣାଙ୍କର ସ୍ମୃତିଚାରଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଦାଢାପାଟଣା ଗ୍ରାମବାସୀମାନଙ୍କ ସହ ବାବା ସୋମନାଥ ସେନା. ନାରିଜାଗରଣମଂଚର […]

ନନ୍ଦନକାନନରୁ ୧୦ ଚିତ୍ରାହରିଣ ଗଲେ କୁମାରଖୁଂଟି

ବାରଙ୍ଗ.୧୫/୧୦(ଏସଏସନିୟୁଜ) ନନ୍ଦନକାନନରେ ଚିତ୍ରା ହରିଣସଂଖ୍ୟା ଆଶିତିଭାବେ ବୃଦ୍ଦି ଘଟିଚାଲିଛି ।କେତେବେଳେ ବୁଲା କୁକୁର ଆକ୍ରମଣ  ତ କେତେବେଳେ ଖୁଆଡରେ ମାଡପିଟ ଯୋଗୁ ହରିଣମାନଙ୍କର ମୃତୁ ଘଟିବାର ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ଚିତ୍ରାହରିଣମାନଙ୍କ ସଂଖ୍ୟା ହ୍ରାସ ପାଇଁ ନନ୍ଦନକାନନ କାର୍ତୁପକ୍ଷ ଗତ କିଛି ମାସ ହେବ ହରିଣ ସ୍ଥାନାନ୍ତର କରିବା ପ୍ରକୀୟା ଆରମ୍ଭ କରିଛନ୍ତି ।ଏହି ହରିଣ ମାନଙ୍କୁ  ଚନ୍ଦକା କୁମାରଖୁଂଟି ଠାରେ ଏକ ଆବଦ୍ଧ ତାରଜାଲିଘେରା ଜାଗାରେ ରଖାଯାଉଛି ।ଗୁରୁବାର ଦିନ ନନ୍ଦନକାନନରୁ […]

ବାରଙ୍ଗପ୍ରେସ୍‌କ୍ଲବ୍‌ରେ O.M .A

ବାରଙ୍ଗ,୧୫/୧୦(ଏସ୍‌ଏସ୍‌ନିୟୁଜ) ବାରଙ୍ଗପ୍ରେସକ୍ଲବର ତିନିଜଣ ସାମ୍ବାଦିକପାଇଁ ଜଣେ ନିସହାୟ ଯୁବତୀର ସମ୍ମାନ ରକ୍ଷା ହୋଇପାରିଲା ।ଏହାଦ୍ୱାରା ଯୁବତୀଜଣଙ୍କ ଏକ ବଡ ଦୁର୍ଘଟଣାରୁ ରକ୍ଷାପାଇଥିଲେ । ସାମ୍ବାଦିକମାନେ ସ୍ଥାନୀୟ ପୋଲିସ ସହାୟତାରେ ଘଟଣାସ୍ଥଳରୁ ଯୁବତୀଙ୍କୁ ଉଦ୍ଧାର କରାଇ ଥାନାରେ ପହଁଚାଇବା ସହ ଘଟଣାରେ ସମ୍ପୃକ୍ତ ଅଟୋଚାଳକକୁ ଧରି ପୋଲିସର ଜିମା ଦେଇଥିଲେ ।ଏହିଭଳି ଏକ ଘଟଣା ମୁଣ୍ଡଳି ପାଖରେ ଲତାବାସେଳି ମନ୍ଦିର ପାଖରେ ଘଟିଥିଲା ।କଟକବାଦମବାଡିରୁ ଜଣେ ଯୁବତୀକୁ ଭୁବନେଶ୍ୱରରେ ଛାଡିବାକୁ କହି ଅଟୋଚାଳକ ଭୁଲରାସ୍ତାରେ ଆଣି ଜଙ୍ଗଲମଧ୍ୟକୁ ଯାଇ […]

ସମସ୍ତେ ନେଗେଟିଭ

ଡେଲାଙ୍ଗ ୧୫ ।୧୦(ଏସଏସନିୟଜ) ଗୁରୁବାର ମଧ୍ୟାନରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋଭିଡ ନିୟନ୍ତ୍ରଣ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ୩୫ଜଣ ଙ୍କ କୋଭିଡ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ରହିଛି । ଡେଲାଙ୍ଗ ବ୍ଲକରେ ମୋଟ ୩୩୪ଜଣ କୋଭିଡ ଆକ୍ରାନ୍ତ ହୋଇଥିଲା ବେଳେ ୩୫ ଜଣ ସ୍ୱଗୃହ ସଂଗରୋଧରେ ଓ ୨ଜଣ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଅନ୍ୟମାନେ ସୁସ୍ଥ ହୋଇ ସ୍ୱାଭାବିକ ଜୀବନ ଯାପନ କରୁଛନ୍ତି । ଅଦ୍ୟାବଧି ୫୪୭୫ ଜଣଙ୍କ ସ୍ୱାବସଂଗ୍ରହ […]

ଏ.ଆଇ.କେ.କେ.ଏମ୍‌.ଏସ ପକ୍ଷରୁ ଦାବି..

ଡେଲାଙ୍ଗ ୧୫ ।୧୦(ଏସଏସନିୟୁଜ)କୃଷିଜାତ ପଦାର୍ଥ ପାଇଁ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ ଏସ୍ ପି) ଧାର୍ଯ୍ୟ କରିବା ସହ ୧୯୫୫ ମସିହାରୁ ରହିଆସିଥିବା ଆବଶ୍ୟକୀୟ ସାମଗ୍ରୀର ସଂଶୋଧନ ଆଇନ, ପ୍ରାଇଭେଟ ମଣ୍ଡି ବ୍ୟବସ୍ଥା ଓ ଚୁକ୍ତିଭିତିକ ଚାଷ ଆଇନ ଆଦି ୩ଦଫା ଦାବିନେଇ ବୁଧବାର ତୁହାକୁତୁହା ବର୍ଷାସତ୍ୱେ ଅଲ ଇଣ୍ଡିଆ କିଶାନ କ୍ଷେତ ମଜଦୁର ସଂଗଠନ ଡେଲାଙ୍ଗ ଆଂଚଳିକ କମିଟି ପକ୍ଷରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମୁଖରେ ଧାରଣା ଅନୁଷ୍ଠିତ ହୋଇଯାଇଛି । […]

ଆଜିର ରାଶିଫଳ

ଅକ୍ଟୋବର ୧୫ ତାରିଖ ୨୦୨୦ମସିହା(ଗୁରୁବାର), ଆଶ୍ଵିନ-ମଳ କୃଷ୍ଣପକ୍ଷ, ତିଥି-ତ୍ରୟୋଦଶୀ ,ବୃଷ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶି ର ଘାତବାର , ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଆଜିର ରାଶିଫଳ । ମେଷ:-ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ବୃଷ:-ଆଜି ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର […]

୫ଶହ କୁକୁରକୁ ରିସେପସନ୍ ଭୋଜି

ଖବର ଆଜିର,ତାରିଖ ୧୫/୧୦/୨୦ ଗୁରୁବାର। ୧-ଆଇପିଏଲ୍‌-୧୩: ରାଜସ୍ଥାନ ରୟାଲ୍ସକୁ ୧୩ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ । ୨-ଭୁବନେଶ୍ୱର-ମନ୍ଦିରରେ ବିବାହ, ୫ଶହ କୁକୁରକୁ ରିସେପସନ୍ ଭୋଜି ଦେଲେ ଦମ୍ପତ୍ତି। ୩-ଭୁବନେଶ୍ୱର ସିଇଟି ଇଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ବଡ ସଫଳତା । ବାର୍ଷିକ ୪୩ ଲକ୍ଷ ଟଙ୍କା ପ୍ୟାକେଜରେ ମାଇକ୍ରୋସଫ୍ଟରେ ନିଯୁକ୍ତି ପାଇଲେ ମୁସକାନ୍, ହରକିଶନଙ୍କୁ ମିଳିଲା ୩୦ ଲକ୍ଷର ପ୍ୟାକେଜ । ୪-ବରମୁଣ୍ଡା ଓଭରବ୍ରିଜ୍‌ରେ ମର୍ମନ୍ତୁଦ ଦୁର୍ଘଟଣା : ୪ ଘଣ୍ଟାର ଅପରେସନ,କ୍ୟାବିନ୍ କାଟି ଚାଳକଙ୍କୁ […]