Browsing yearly archive

2020

ଆଜିର ରାଶିଫଳ

ମାର୍ଗଶୀର-ଶୁକ୍ଳପକ୍ଷ,ତିଥି-ପୂର୍ଣ୍ଣିମା,କନ୍ୟା ରାଶି ର ଘାତଚନ୍ଦ୍ର ,କର୍କଟ ରାଶି ର ଘାତବାର,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଆମିଷ ଦିବା ଘ ୦୮/୫୭ ଗତେ ପାଣି କଖାରୁ ଭକ୍ଷଣ ନିଷେଧ। ମେଷ:-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମି ମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ:-ଆଜି ନିଜର ଉତ୍ସାହ ଗୁଣ […]

ଆଜିର ଅନୁଚିନ୍ତା

➡️ନିଜକୁ ସଫଳ ବ୍ୟକ୍ତି ବୋଲି ସେଇଦିନ ଭାବିବେ —- ଯେଉଁ ଦିନ ଆପଣଙ୍କ ପାଇଁ ଆପଣଙ୍କ ପିତା ମାତା ଗର୍ବ ଅନୁଭବ କରିବେ ➡️ସେ ଉନ୍ନତିର ଲାଭ କଣ ଅଛି — ?ଯଦି ମାଆ ବାପାଙ୍କ ବୁଢା କାଳେ ତାଙ୍କର ସାହାରା ହୋଇ ନ ପାରିଲ । ➡️ବାପାଙ୍କ ବୟସ ବାପାଙ୍କୁ ଯେତିକି ଦୁର୍ବଳ କରିନଥାଏ ତା\’ଠାରୁ ଅଧିକ ଦୁର୍ବଳ ନିଜର ସନ୍ତାନ ମାନଙ୍କ ଦୁର୍ବ୍ୟବହାର ପାଇଁ ହୋଇଥାନ୍ତି । ➡️ଟଙ୍କା ଥିଲେ ଦୁନିଆ କିଣି ହୁଏ, […]

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ସାକ୍ଷୀଗୋପାଳ,୨୯/୧୨(ଏସଏସନିୟୁଜ)ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ଜିପୁର ଗ୍ରାମ ପ୍ରଧାନ ସାହିର ବଳିଆ ନାୟକ ( ୨୩) ଓ ଏହି ଗ୍ରାମର ସୁଲି ନାୟକ (୨୧) ଜିପୁର ତୋଟାରେ ଥିବା ଜାମୁ ଗଛରେ ଓହଳି ଆତ୍ମହତ୍ୟା କରିଥିବା ଜଣାପଡିଛି । ପୁଅ ନିଜର ଟ୍ରାର୍କଫ୍ୟାଣ୍ଟ ଓ ଝିଅ ନିଜର ଓଡଣୀ ବେକରେ ଲଗାଇ ଗଛରେ ଓହଳି ପଡିଥିବା ଜଣାପଡିଛି । ଆଜି ସକାଳେ ଏହା ଜଣାପଡିବା ପରେ ଦେଖାନାହାରୀଙ୍କ ଭିଡ ଲାଗିଥିଲା ।ଖବର ପାଇ ସତ୍ୟବାଦୀ […]

ବାରଙ୍ଗ ଥାନାରେ ଏକ ଏତଲା ଦେଲା ବାରଙ୍ଗ ବିଜେପି

ବାରଙ୍ଗ,୨୯/୧୨(ଏସଏସନିୟୁଜ) ମଙ୍ଗଳବାର ଦିବା ୧୧ଘଟିକା ସମୟରେ ବାରଙ୍ଗ ମଣ୍ଡଳ ୩୨ନମ୍ବର ଜୋନ ବିଜେପି ସଭାପତି ପ୍ରଭାତ ମହାପାତ୍ରଙ୍କ ନେତୃତ୍ୱରେ ଜୋନ ର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଓଡିଶା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବାରଙ୍ଗ ଥାନାରେ ଏକ ଏତଲା ଦିଆଯାଇଥିଲା, ପ୍ରଧାନମନ୍ତ୍ରୀ ଆବାସଯୋଜନାକୁ ରାଜ୍ୟ ସରକାର ଚଞ୍ଚକତା କରି ବିଜୁ ପକାଘର ନାମରେ ନାମିତ କରି ଘରମାନଙ୍କରେ ଷ୍ଟିକର ମରାଯାଉଅଛି, ଅଫିସର ମାନଙ୍କ ଦ୍ୱାରା ଏପରି କରାଯାଇ ଜନସାଧାରଣ ଙ୍କୁ ଭୁଆଁ ବୁଲାଇ ହଡପ କରାଯାଉଥିବାରୁ ଏହା […]

୬୧ ବର୍ଷରେ ପାଦ ଥାପିଲା ନନ୍ଦନକାନନ

ବାରଙ୍ଗ-୨୯/୧୨(ଏସଏସଏନ୍) ପ୍ରାଣୀଉଦ୍ୟାନ ନନ୍ଦନକାନନ ବହୁ ବାଧାବିଘ୍ନରେ ଆଜି ୬୧ ବର୍ଷରେ ପାଦ ଥାପିଛି । ଆଜି ଉଦ୍ୟାନ ପରିସରରେ ନନ୍ଦନକାନନ ଜନ୍ମଦିନ ପାଳଣ କରିଛି । ଏହି ଅବସରରେ ନୁତନ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା  ପ୍ରସ୍ଥାନ ପଥ ଲୋକାର୍ପଣ କରାଯାଇଥିବା ବେଳେ ନୂଆ କରି ବାଘ,ଭାଲୁ ,ସିଂଗ ଓ ତୃଣଭୋଜି ସଫାରୀ ର  ବସଷ୍ଟାଣ୍ଟ ଉଦ୍ ଘାଟନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ , ସମ୍ମାନୀୟ ଅତିଥି […]

ଆଉ ମାସେ ବଢ଼ିଲା କୋରୋନା କଟକଣା

ଖବର ଆଜିର,ତାରିଖ. ୨୯-୧୨-୨୦ ମଙ୍ଗଳବାର। ୧-ସ୍କୁଲ ପାଠ୍ୟକ୍ରମରେ ରହିବ ଓଡିଶାର ବରପୁତ୍ରମାନଙ୍କ କାର୍ଯ୍ୟଶୈଳୀ ଓ ଜୀବନୀ: କ୍ୟାବିନେଟର ନିଷ୍ପତ୍ତି । ୨-ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ପ୍ରତିବର୍ଷ ଦେବେ ସମ୍ପତ୍ତି ତାଲିକା । ୩-ସରକାରୀ ହାଇସ୍କୁଲରେ ପଢ଼ିଲେ ଡାକ୍ତରୀ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖାରେ ଆସନ୍ତା ଶିକ୍ଷାବର୍ଷଠୁ ସଂରକ୍ଷଣ ସୁବିଧା ପ୍ରଦାନ ନିମନ୍ତେ ଏକ ସଂକଳ୍ପ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି ୪-ଆସନ୍ତା ୩୦ରୁ ରାଜ୍ୟରେ ବଢ଼ିବ ଶୀତ, […]

ଆଜିର ରାଶିଫଳ

ମାର୍ଗଶୀର-ଶୁକ୍ଳପକ୍ଷ,ତିଥି-ତ୍ରୟୋଦଶୀ, ନକ୍ଷତ୍ର- ମୃଗଶିରା ,କନ୍ୟା ରାଶି ର ଘାତଚନ୍ଦ୍ର,ମକର ରାଶି ର ଘାତବାର,ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମେଷ:-ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକ ଯତ୍ନରେ ରଖିବା ଉଚିତ ହେବ । ବୃଷ:-ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର […]

ଆଜିର ଅନୁଚିନ୍ତା

➡️ଏକ ଲକ୍ଷ୍ୟ ପୂରଣ କରିବାରେ କୌଣସି ଶତ୍ରୁକୁ ସମର୍ଥନ କରନ୍ତୁ ନାହିଁ। ➡️ଜଣେ ଅଳସୁଆର ବର୍ତ୍ତମାନ କିମ୍ବା ଭବିଷ୍ୟତ ନାହିଁ। ➡️ସୁନା ସହିତ ରୂପା ମଧ୍ୟ ସୁନା ଭଳି ଦେଖାଯାଏ, ଅର୍ଥାତ୍ ସତସଙ୍ଗ ମଣିଷ ଉପରେ ପ୍ରଭାବ ପକାଇଥାଏ। ➡️ଡେକୁଲି କେବଳ ମୁଣ୍ଡ ତଳକୁ କରି କୂଅରୁ ପାଣି ବାହାର କରନ୍ତି, ଅର୍ଥାତ୍ କପଟୀ କିମ୍ବା ପାପୀମାନେ ସର୍ବଦା ମଧୁର ଶବ୍ଦ କହି ନିଜର କାର୍ଯ୍ୟ କରନ୍ତି। ➡️ଯଦିଓ ସତ୍ୟ ଅନ୍ୟାୟ, ତେବେ ଏହା କହିବା ଉଚିତ […]

ପଞ୍ଚୁପାଳ ଗ୍ରାମର ନୂତନ ପାନ୍ଥଶାଳା ଉତ୍ସର୍ଗୀକୃତ

ବାରଙ୍ଗ,୨୮/୧୨(ଏସଏସନିୟୁଜ) ଏହି ବ୍କକ ଅଧିନସ୍ଥ ପଞ୍ଚୁପାଳ ଗ୍ରାମର ଐଶାନେଶ୍ଵର ମନ୍ଦିର ପରିସରରେ ନବନିର୍ମିତ ପାନ୍ଥଶାଳା ଉତ୍ସର୍ଗିକୃତ ଓ ଗ୍ରାମର ଧର୍ମପଦ ଯୁବକ ସଂଘକୁ ଗ୍ରାମ ପରିଚାଳନା ଦାୟିତ୍ଵ ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମ ମୁରବୀ ମନୀନ୍ଦ୍ର ନାଥ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ମୁଖ୍ୟବକ୍ତା ଡ଼ ଅନଙ୍ଗ କୁମାର ଦ୍ୱିବେଦୀ ଓ ଅବସର ପ୍ରାପ୍ତ ଆରକ୍ଷି ଅଧିକ୍ଷକ ଭକ୍ତ ବଲ୍ଲଭ ଦାସ […]

ବାରଙ୍ଗରେ ଏଆଇଡିଏସଓ ର ପ୍ରତିଷ୍ଠା ଦିବସ ପାଳିତ

ବାରଙ୍ଗ,୨୮/୧୨(ଏସଏସନିୟୁଜ) ଛାତ୍ର ସଂଗଠନ ଏଆଇଡିଏସଓ ର ୬୭ ତମ ପ୍ରତିଷ୍ଠା ଦିବସ ସୋମବାର ଦିନ ବାରଙ୍ଗ ର ଦାଢାପାଟଣା ଠାରେ ପାଳିତ ହୋଇଯାଇଛି।ଏଆଇଡିଏସଓ ବାରଙ୍ଗ ଆଞ୍ଚଳିକ କମିଟିର ସମ୍ପାଦକ ଭାଗ୍ୟଶ୍ରୀ ପ୍ରଧାନ ସଂଗଠନର ପତାକା ଉତ୍ତୋଳନ କରିବା ସହ ମହାନ ଚିନ୍ତାନାୟକ ଶିବଦାଶ ଘୋଷଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସଂଗଠନର ବାରଙ୍ଗ ଆଞ୍ଚଳିକ କମିଟି ର ସହ-ସମ୍ପାଦକ ରାଜେଶ ରାଉତ,ବର୍ଷା ସାମଲ,ଚିଙ୍କି ସାମଲ,ପିଙ୍କି ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।ସର୍ଵଶେଷରେ କମ୍ରେଡ ଶିବଦାଶ ଘୋଷଙ୍କ ଉପରେ […]