Browsing yearly archive

2020

କୌଣସି ‘ମାଇ କା ଲାଲ୍’ ଚାଷୀଙ୍କଠାରୁ ଜମି ଛଡ଼ାଇ ନେଇ ପାରିବେ ନାହିଁ

୧-ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋ ପାଇଲେ ଏକଲବ୍ୟ ପୁରସ୍କାର ୨-ବଢିଲା ଗାଡି କାଗଜପତ୍ର ବୈଧତା । କୋଭିଡ ସ୍ଥିତି ପାଇଁ ୩୧ ମାର୍ଚ୍ଚ ଯାଏ ବଢିଲା ଡିଏଲ, ଆରସି, ଫିଟନେସ୍ ସାର୍ଟିଫିକେଟର ବୈଧତା । ୩-ନୂଆବର୍ଷ ପାଇଁ ଟୁଇନ ସିଟରେ ନଜର ରଖିବ ପୋଲିସ । ଟାର୍ଗେଟରେ ରହିବ ହୋଟେଲ ଓ ବାର । ହେବନି ଜିରୋ ନାଇଟ ସେଲିବ୍ରେସନ । ୪-ଚଳିତବର୍ଷର ଶେଷ କ୍ୟାବିନେଟ ଆଜି; ଆସିବ ୧୨ ପ୍ରସ୍ତାବ । ୫-ବର୍ଷର ଶେଷ […]

ଆଜିର ରାଶିଫଳ

ମାର୍ଗଶୀର-ଶୁକ୍ଳପକ୍ଷ,ତିଥି-ତ୍ରୟୋଦଶୀ ନକ୍ଷତ୍ର- ରୋହିଣୀ,ବିଛା ରାଶି ର ଘାତଚନ୍ଦ୍ର,ମିଥୁନ ରାଶି ର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିରି ଭକ୍ଷଣ ନିଷେଧ । ମେଷ:-ଦିନ ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟ ର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ:-କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, […]

ଆଜିର ଅନୁଚିନ୍ତା

➡️ଯାହା ବି କରୁଛ କର ନିଜ ପାଇଁ ଖାଅ, ପିଅ , ଭଲ ପୋଷାକ ପିନ୍ଧ , ଦାନ କର, ଜୀବନର ଲକ୍ଷ୍ୟ ବି ରଖ ।ଅପଚୟ ଓ ଅହଙ୍କାରଠୁ ସବୁବେଳେ ଦୂରେଇ ରୁହ, ମନେ ରଖ ତୁମେ ପୃଥିବୀରେ ଅତିଥି, ମାଲିକ ନୁହେଁ । ➡️କାହାର ଦୁଃଖ ସମୟରେ ଥଟ୍ଟା ପରିହାସ କରିବା ଉଚିତ୍ ନୁହେଁ, କିଏ ଜାଣେ ସମୟ କେତେବେଳେ ବଦଳି ଯିବ ଓ ଆମର ସେହି ପରିସ୍ଥିତି ହୋଇଯିବ । ➡️ଚିତା ଆଉ […]

ଫିକା ପଡ଼ିବ ନବବର୍ଷ

୧. ଅଡ଼ୁଆରେ ପାକିସ୍ତାନ : ବିଆରଆଇ ପ୍ରକଳ୍ପରୁ ଓହରିପାରେ ଚୀନ୍ । ୨. ୨୦୩୦ ବେଳକୁ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି । ୩. ମୋଦିଙ୍କ ନୂଆବର୍ଷ ଭେଟି : ଜମ୍ମୁ-କାଶ୍ମୀରରେ ମାଗଣା ସ୍ୱାସ୍ଥ୍ୟ ସେବା । ୪. କରୋନାରୁ ସୁସ୍ଥ ହେଲେ ଆଉ ୩୭୧ । ଏଥିସହିତ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୭୪୯ କୁ ବୃଦ୍ଧି ପାଇଛି । ୫. ରାଜ୍ୟରେ ଗୋଟିଏ ଦିନରେ ୩୩୪ […]

ଆଜିର ରାଶିଫଳ

ମାର୍ଗଶୀର-ଶୁକ୍ଳପକ୍ଷ,ତିଥି-ତ୍ରୟୋଦଶୀ ନକ୍ଷତ୍ର- କୃତ୍ତିକା ,ବିଛା ରାଶି ର ଘାତଚନ୍ଦ୍ର, ମେଷ ରାଶିର ଘାତବାର ,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ.ବାଇଗଣ ଭକ୍ଷଣ ନିଷେଧ, ମେଷ-ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି। ବୃଷ-ରାଶିରେ […]

ଆଜିର ଅନୁଚିନ୍ତା

➡️ପ୍ରତ୍ୟେକ ମଣିଷର ଜୀବନରେ କିଛି ଶବ୍ଦହୀନ କଷ୍ଟ ଥାଏ , ଯାହାର ସାକ୍ଷୀ କେବଳ ସେ ନିଜେ । ➡️ସମୟ, ଯେବେ ପରୀକ୍ଷା ନିଏ ସବୁ ଦିଗରୁ ପ୍ରହାର କରିଥାଏ, ସେ ଧନୀ ହେଉ ବା ଗରିବ, ଜ୍ଞାନୀ ହେଉ ବା ଅଜ୍ଞାନୀ । ➡️ଚେଷ୍ଟା କରୁଥିବା ଲୋକ କେବେ ଜୀବନରେ ହାରିନଥାଏ ଓ ଅନ୍ୟକୁ ଦେଖି ଇର୍ଷା କରୁଥିବା ମଣିଷ ତା ଜୀବନରେ କେବେ ସଫଳତା ପାଇନଥାଏ । ➡️ହସ ଓ ନିରବତା ଦୁଇଟି ଯାକ […]

ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ

ଚୌଦାର- ୨୭/୧୨(ଏସ ଏସ ନିୟୁଜ) ଚୌଦାର ର ଶଙ୍କରପୁର ରେ ଥିବା ସ୍ବଗତ ବିଜୁପଟ୍ଟନାୟକ ପ୍ରତି ମୃତିି ଠାରେ ବିଜୁଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ମନ୍ତ୍ରୀ ଶୀଯୁକ୍ତ ରଣେଦ୍ର ପ୍ରତାପ ସ୍ବାଈ ଙ୍କ ପ୍ରତିନିଧି କଟକ ବିଜୁ ଜନତା ଦଳ ର ସଭାପତି ଏସ କେ ସାହାଜାନ ଉପସ୍ଥିତ ରହି କାଯ୍ୟକ୍ରମ ଆରମ୍ଭ କରିଥିଲେ।ଏହି ସଭାରେ ଜିଲ୍ଲା ପରିଷଦସଭ୍ଯ। ଶୀମତି ମଧୁସ୍ମିତା ସେଠି,ଶଙ୍କରପୁର ଗ୍ରାମପଞାୟତ ସରପଞ୍ଚ ,ମଙ୍ଗରାଜପୁର ସରପଞ୍ଚ ,ବରମପୁର ସରପଞ୍ଚ,ମହିଷାଲଣ୍ଡା ସରପଞ୍ଚ,ବଡ […]

ଆଜିର ରାଶିଫଳ

ଡିସେମ୍ବର ୨୬ ତାରିଖ ୨୦୨୦ ମସିହା(ଶନିବାର)ମାର୍ଗଶୀର-ଶୁକ୍ଳପକ୍ଷ,ତିଥି-ଦ୍ୱାଦଶୀ, ବିଛା ରାଶି ର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଇ ଭକ୍ଷଣ ନିଷେଧ, ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ । ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ । ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ । କାର୍ଯ୍ୟ ସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ। ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ। […]

ଆଜିର ଅନୁଚିନ୍ତା

➡️ପ୍ରେମ ଏକ ଅନନ୍ୟ ଅନୁଭବ ।ଏହାର ଆକ୍ଷରିକ ବର୍ଣ୍ଣନା ସମ୍ଭବ ନୁହେଁ ।ତେବେ କୁହାଯାଏ ଯେ,ପ୍ରେମର ଅନୁଭବ ସମସ୍ତଙ୍କ ପାଇଁ ସମାନ । ➡️କେବଳ ଭଜନ ପୂଜନ କଲେ ମୁକ୍ତି ମିଳିପାରେ ନାହିଁ ।ଏହା ସହିତ ସତ୍ କର୍ମ, ଉତ୍ତମ ଆଚରଣ ଏବଂ ନିଷ୍ଠା ଜଡିତ ହେବା ଆବଶ୍ୟକ । ➡️ଧନ ଥିଲେ ଦାରିଦ୍ର‌୍ୟର ଭୟ, ଜ୍ଞାନ ଥିଲେ ଅଜ୍ଞାନର ଭୟ ।ସର୍ବୋପରି ଦେହ ଥିଲେ ମୃତ୍ୟୁର ଭୟ କିନ୍ତୁ ଯେଉଁ ବ୍ୟକ୍ତି ସର୍ବସ୍ବ ତ୍ୟାଗ କରିଛି […]

ଶିବରାଜ ଦେଲେ ଚେତାବନୀ ,କହିଲେ ୧୦ ଫୁଟ୍‌ ମାଟି ତଳେ ପୋତି ଦେବି

୧-ଆନ୍ଦୋଳନ ଭିତରେ ଅନ୍ନଦାତାଙ୍କ ସହ କଥା ହେଲେ ମୋଦି । ୯ କୋଟି ଚାଷୀଙ୍କ ଖାତାକୁ ୧୮ ହଜାର କୋଟି ପଠାଇବା ସହ ବିରୋଧୀଙ୍କୁ କଲେ ସମାଲୋଚନା । ୨-ଡାକ୍ତରୀ ପଢ଼ିବା ନିଶା ଆଗରେ ହାର ମାନିଲା ବୟସ । ୬୪ ବର୍ଷ ବୟସରେ ବୁର୍ଲା ଭିଏସଏସ୍ ମେଡ଼ିକାଲ କଲେଜରେ ନାଁ ଲେଖାଇଲେ ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଂକ ଅଧିକାରୀ ଜୟକିଶୋର ପ୍ରଧାନ । ୩-ଗୁଣ୍ଡା-ମାଫିଆଙ୍କୁ ଶିବରାଜଙ୍କ ଚେତାବନୀ, କହିଲେ- ରାଜ୍ୟ ଛାଡ଼ିଦିଅ, ନହେଲେ ୧୦ […]