Browsing daily archive

January 21, 2021

ବାହାଘର ହେଲା ନିଆରା

ଚୌଦ୍ୱାର,୨୧/୧(ଏସଏସନିୟୁଜ)ଚୌଦ୍ୱାର କୟଲପଡ଼ା ପଂଚାୟତ ରେ ଆଜି ଏକ ନିଆରା ବାହାଘର ହୋଇଯାଇଛି । କୟଲପଡ଼ା ଗ୍ରାମ ର ସ୍ୱର୍ଗତ ଗତିକୃଷ୍ଣ ନାୟକ ଙ୍କର ପୁଅ ସହ ସିମିଳିହାଣ୍ଡ ଗ୍ରାମର ଦିବାକର ନାୟକଙ୍କ ଝିଅ ସହ ବାହାଘର ହୋଇଥିଲା ।  ଉଭୟ ପୁଅ ଝିଅ ଅନ୍ଧ ।ଏହି ବାହାଘର ଊଦାହରଣ ସୃଷ୍ଟି କରି ବା ସହ ଚର୍ଚାରେ ରହିଛି ।  ପିଲାଦିନରୁ ଆଖି ହରାଇଥିଲେ ମୂନା। ନା ବାପା କୁ ଦେଖିଛନ୍ତି  ନା ମାଆ କୁ।ଏକା ନିଜେ ନିଜର […]

ଶ୍ରୀରମ ଇନଶ୍ଚିଚୁଟରେ ନିଆ

ପୁନେ,୨୧/୧(ସତ୍ୟସନ୍ଧାନଡେସ୍କ)ପୁନେର ଶ୍ରୀରମ ଇନଶ୍ଚିଚୁଟର ବିଲଡିଙ୍ଗରେ ନିଆ ଲାଗିଛି,ନିଆ ଲାଗିବାର କାରଣ ଜଣାପଡି ନଥିବା ବେଳେ ଉଧାର କାର‌୍ୟ୍ୟ ଚାଲିଛି, ଏହା ଭିତରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଉଧାର କରାଯାଇଥିବା ବେଳେ ଜଣେ ଫଶି ଥିବାର ଜଣାପଡିଛି

ନୂଆ କୂଳପତି

ଭୁବନେଶ୍ବର,୨୧/୧(ସତ୍ୟସନ୍ଧାନ ଡେସ୍କ)ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ନୂଆ କୂଳପତି ନିଯୁକ୍ତ। ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ନୂଆ କୂଳପତି ଦାୟିତ୍ୱ। ବର୍ତ୍ତମାନ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ଅଛନ୍ତି।.

ରୋଜଗାର ମାମଲାରେ ଶୀର୍ଷରେ ଆଲିଆ ଭଟ୍ଟ: ବର୍ଷେରେ ଆୟ କରିଛନ୍ତି ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ,୨୧/୧(ସତ୍ୟସନ୍ଧାନ ଡେସ୍କ)୨୦୨୦ବର୍ଷ ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ବହୁତ ଖରାପ ସମୟ ଥିଲା। ବଲିଉଡର ଅନେକ କଳାକାର ସବୁଦିନ ପାଇଁ ଦୁନିଆକୁ ଅଲବିଦା କରିଛନ୍ତି। କରୋନା ମହାମାରୀ ଯୋଗୁଁ ଏହି ବର୍ଷ କୌଣସି ବଡ ଫିଲ୍ମ ରିଲିଜ ହୋଇନାହିଁ। ରିଲିଜ ହେବାକୁଥିବା ଫିଲ୍ମର ତାରିଖ ମଧ୍ୟ ସ୍ଥଗିତ ରଖି ଦିଆଯାଇଥିଲା। ଅନେକ କଳାକାର ଆର୍ଥିକ ସ୍ଥିତି ଦେଇ ଗତି କଲେ। ଜମା ପୁଞ୍ଜି ଶେଷ ହୋଇଯିବାରୁ ଆର୍ଥିକ ସମସ୍ୟା ସାମ୍ନା କରିବାକୁ ପଡିଥିଲା। କିଛି କଳାକାର ଆର୍ଥିକ ସମସ୍ୟା […]

ବାଇଡେନ୍ ବନିଲେ ସେୟାର ବଜାର ବୁଷ୍ଟର, ଜାଣନ୍ତୁ କାହିଁକି ରେକର୍ଡ ଭାଙ୍ଗିଲା ସେନ୍‌ସେକ

ନୂଆଦିଲ୍ଲୀ,୨୧/୧(ସତ୍ୟସନ୍ଧାନ ଡେସ୍କ)ଭାରତୀୟ ସେୟାର ବଜାର ଗୁରୁବାର ଇତିହାସ ରଚିଛି । ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ସେନ୍‌ସେକ୍ସ ପ୍ରଥମ ଥର ପାଇଁ ୫୦ ହଜାର ପାର କରିଛି । ସେୟାର ବଜାର ଆଜି ସେନ୍ସେକ୍ସ ୫୦,୦୯୬.୫୭ ପଏଣ୍ଟରେ ଏବଂ ନିଫ୍ଟି ୧୪,୭୩୦ ପଏଣ୍ଟରେ ଖୋଲିଛି । ଆମେରିକାରେ ଜୋ ବାଇଡେନ ବୁଧବାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ଏହା ସହ ଆମେରିକାରେ ବାଇଡେନ୍ ଯୁଗର ଆରମ୍ଭ ହୋଇଛି । ଏହି ପରିବର୍ତ୍ତନକୁ ସାରା ବିଶ୍ୱର ନଜର […]

ବଦଲିଲା Jio ର ୧୧ ଟଙ୍କିଆ ରିଚାର୍ଜ ପ୍ଲାନ୍

ନୂଆଦିଲ୍ଲୀ ୨୧/୦୧(ସତ୍ୟସନ୍ଧାନ ଡେସ୍କ) ଅଗ୍ରଣୀ ଟେଲିକମ୍ ସଂସ୍ଥା ଜିଓର ୟୁଜର ବହୁ ଅଧିକ। କମ୍ପାନୀ ପକ୍ଷରୁ ୟୁଜରଙ୍କୁ ଭଲ ସେବା ଦେବା ପାଇଁ ନୂଆ ନୂଆ ରିଚାର୍ଜ ପ୍ଲାନ୍ ଆସୁଛି। କମ୍ ଟଙ୍କାରେ ଅଧିକ ଡାଟା ୟୁଜରଙ୍କୁ ଦେବା ପାଇଁ ଜିଓ ପକ୍ଷରୁ ଡାଟା ପ୍ଲାନ୍‌ରେ ବି ପରିବର୍ତ୍ତନ କରାଯାଉଛି। ଏବେ ପୁଣି କମ୍ପାନୀ ପକ୍ଷରୁ ୧୧ ଟଙ୍କିଆ ପ୍ଲାନରେ ପରିବର୍ତ୍ତନ ହୋଇଥିବା ଜଣାପଡ଼ିଛି।୧୧ ଟଙ୍କାରେ ଏବେ ଗ୍ରାହକଙ୍କୁ ଅଧିକ ଡାଟା ଦେବ ଜିଓ। ପରିବର୍ତ୍ତନ ସମ୍ପର୍କରେ […]