ଆଜିର ରାଶିଫଳ
ଫେବୃଆରୀ ୧୪ ତାରିଖ ୨୦୨୧ ମସିହା(ରବିବାର),ମାଘମାସ-ଶୁକ୍ଳପକ୍ଷ,ତିଥି- ତୃତିୟା,ନକ୍ଷତ୍ର- ପୂର୍ବ ଭାଦ୍ର,ମିଥୁନ ଓ ମିନ ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ପୋଟଳ ଓ ମୂଳା ଭକ୍ଷଣ ନିଷେଧ,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ। ମେଷ-ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍ ରହିବ […]