Browsing monthly archive

March 2021

ପାରାଦୀପରେ କରୋନା ବିସ୍ଫୋରଣ

➡️୧-ଆଜି ଫଗୁ ଓ ରଙ୍ଗ ସହିତ ଆନନ୍ଦ ଉଲ୍ଲାସର ହୋଲି ପର୍ବ, ଏହି ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ । ➡️୨-ଜାତୀୟ ସ୍ତରରେ ଇଂରାଜୀ ଦୈନିକ ଖବର କାଗଜ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ୨୦୨୧ର ଦେଶରେ ୧୦୦ ଜଣ ପ୍ରଭାବ ବିସ୍ତାର କରିଥିବା ବ୍ୟକ୍ତିଙ୍କ ପ୍ରକାଶିତ ତାଲିକାରେ ୪ ଜଣ ଓଡ଼ିଆ ସ୍ଥାନ। ➡️୩-ରାଜ୍ୟରେ ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ : କାଳବୈଶାଖୀ ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ➡️୪-ଭାରତ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୨୯ ତାରିଖ ୨୦୨୧ ମସିହା(ସୋମବାର)ଚୈତ୍ର ମାସ-କୃଷ୍ଣପକ୍ଷ,ତିଥି-ପ୍ରତିପଦ, ନକ୍ଷତ୍ର-ହସ୍ତାବୃଷ, ବୃଷ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ଓ ବୋଇତି କଖାରୁ ଭକ୍ଷଣ ନିଷେଧ ।  ମେଷ:-ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ। ବୃଷ:-ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ […]

ଆଇଆଇଟିରେ ବ୍ୟାପିଲା କରୋନା

ଭୁବନେଶ୍ୱର , ୨୮/୩ (ଏସଏସନିୟୁଜ)ଆଇଆଇଟି ଅରୁଗୁଳ କ୍ୟାମ୍ପସରେ ବ୍ୟାପିଲା କରୋନା । ପୂର୍ବରୁ ୨ ଚିହ୍ନଟ ହୋଇଥି ବା ବେଳେ ଆଜି ଆଉ ୮ଜଣ ଚିହ୍ନଟ ହୋଇଛନ୍ତି ।ସମସ୍ତେ ସଙ୍ଗରୋଧରେ ରହିଥିବାବେଳେ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି ।ଏହାସହ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ସାନିଟାଇଜ କରା ଯିବା ସହ ଜିଲ୍ଲାପ୍ରଶାସନ ସମ୍ପୁର୍ଣ ନଜରରେ ଏହାକୁ ରଖିଛି ବୋଲି ଯାଇଛି ବୋଲି ଜିଲ୍ଲାପାଳ ସନତ ମହାନ୍ତି କହିଛନ୍ତି। ବିନା କୋଭିଡ ରିପୋର୍ଟ ରେ କୌଣସି ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ପ୍ରବେଶ ମନା […]

ସବୁ ରବିବାର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର

ପୁରୀ,୨୮/୩(ଏସଏସନିୟୁଜ) ଏଣିକି ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ସବୁ ରବିବାର ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ହୋଇଛି। କରୋନା ବଢୁଥିବାରୁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି। ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜେସନ୍ ପାଇଁ ବନ୍ଦ ରଖବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇଛନ୍ତି। ପୂର୍ବରୁ ଛତିଶା ନିଯୋଗରେ ଏନେଇ ପ୍ରସ୍ତାବ ପାରିତ ହୋଇଥିଲା। କିନ୍ତୁ ଅନ୍ୟଦିନରେ ସାଧାରଣ ଦର୍ଶନ […]

ଡାହାଣୀ ସାଜିଲା ମା , ୩ଛୁଆକୁ ବିଷ ଦେଇ ନିଜେ ପିଇଲା ବିଷ

ଚନ୍ଦକା-୨୮/୩(ଏସଏସଏନ୍)  ଡାହାଣୀ ସାଜିଲା ମା । ଏଭଳି ଘଟଣା ଚନ୍ଦକା ଥାନା ଅଂଚଳରେ ଘଟିଛି । ନିଜର ଛୁଆକୁ ବିଷ ଦେଇ ମାରିଦେଇଛି । ଘଟଣା ଜଣାପଡେ ଚନ୍ଦକା ଥାନା ବିଞ୍ଝଗିରି କନ୍ଦଲେଇ ଗାଁ ର ଜାନକୀ ଗାଗାରେଇ ନାମକ ଜଣେ ବିଧବା ମହିଳା ତାର ୩ ଛୁଆ ଓ ଦିଅର ସହ ରହୁଥିଲେ । ଆଜି ସକାଳେ ଦିଅର କାମକୁ ଯାଇଥିବା ବେଳେ ଜାନକୀ ୩ ଛୁଆଙ୍କୁ ବିଷ ଦେଇ ନିଜେ  ଆତ୍ମହତ୍ଯା ଉଦ୍ୟମ କରିଥିବା […]

ଧଳାବାଘୁଣୀ ବିଜୟା ହେଲା ମା

ବାରଙ୍ଗ,୨୮/୩(ଡିଏନଏ)ନନ୍ଦନକାନନର ଅନ୍ୟତମ ଆକର୍ଷକ ଧଳା ବାଘୁଣୀ ଓ ହାଇଦ୍ରାବାଦରୁ ଆସିଥିବା ଜଙ୍ଗଲିମହାବଳବାଘ ସେଫ୍‌ସ୍ମିଳନ ସଫଳ ହୋଇଛି । ଫଳସ୍ୱରୁପ ତୃତୀୟଥରପାଇଁ ମା ହେବାର ସୈାଭାଗ୍ୟ ଅର୍ଜ୍ଜନ କରିଛି ବିଜୟା ।ରବିବାରଦିନ ସକାଳ୧୧ଟାରେ ଗୋଟିଏ ଶାବକକୁ ଜନ୍ମ ଦେଇଛି ବିଜୟା ।ତେବେ ଗତକିଛିଦିନ ହେବ ବିଜୟାକୁ ନନ୍ଦକାନନ କର୍ତୁପକ୍ଷ ବିଜୟାକୁ ଅଲଗା କରି ରଖିବା ସହ ସ୍ୱତନ୍ତ୍ର ଦୃଷ୍ଟି ତା ଉପରେ ରଖିଥିଲେ ।ସିସିକ୍ୟାମେରା ମାଧ୍ୟମରେ ତାର ଗତିବିଧିକୁ ମଧ୍ୟ ଅନୁଧ୍ୟାନ କରିଥିଲେ ।ପବିତ୍ର ଦୋଳପୁର୍ଣିମା ଅବସରରେ ବିଜୟା […]

ଅପ୍ରେଲ୧ ରୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା

ଭୁବନେଶ୍ୱର,୨୮/୩(ଏସ୍ ଏସ୍ ନିୟୁଜ)କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ କେନ୍ଦ୍ର ବିଦ୍ୟାଳୟର ନୂଆ ଏକାଡେମିକ୍ ଅଧିବେଶନରେ ଆଡମିଶନ ପାଇଁ ତାରିଖ ଘୋଷଣା କରିଛି।୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରଥମ ଶ୍ରେଣୀରେ ଆଡମିଶନ ପାଇଁ ଅନଲାଇନ ରେ୍ ପଞ୍ଜୀକରଣ କରିବାକୁ ହେବ। ଏପ୍ରିଲ୍ ୧ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଦ୍ୱିତୀୟ ଶ୍ରେଣୀ ପରଠୁ ଅନ୍ୟ କୌଣସି କ୍ସାସରେ ଆଡମିଶନ ନେବାକୁ ଚାହୁଁଥିଲେ ଇଚ୍ଛୁକ ଛାତ୍ରଛାତ୍ରୀ ଏପ୍ରିଲ ୮ରୁ ଅଫଲାଇନ […]

ସତ୍ୟସନ୍ଧାନର ପ୍ରଭାବ,ନିଷ୍ପତି ବଦଳାଇଲା ଗ୍ରାମ୍ୟ ଉନ୍ନୟନ ବିଭାଗ

ବାରଙ୍ଗ,୨୮/୩(ଏସ୍ ଏସ୍ ନିୟୁଜ)ବ୍ରିଜ ନିର୍ମାଣ ସ୍ଥାନ ପରିବର୍ତ୍ତନ କୁ ନେଇ ଖବର ପରିବେଷଣ ହେବା ପରେ ଶେଷରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜର ନିଷ୍ପତି ବଦଳାଇଛି।ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ନୂତନ ବ୍ରିଜ ନିର୍ମାଣ କାର୍ୟ୍ୟ ଆରମ୍ଭ କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ପ୍ରକାଶ ଯେ,ଭୁବନେଶ୍ୱର ଉପକଣ୍ଠ କେନ୍ଦୁପାଟଣା କଲେଜ ଛକ ଦୟାକେନାଲ୍ ଉପରେ ବହୁ ପୁରାତନ ବ୍ରିଜ୍ ଟି ରୁଗଣ ଅବସ୍ଥାରେ ରହିଥିଲା।ଏହି ବ୍ରିଜ ର ପୁନରୁଦ୍ଧାର ପାଇଁ ସେସମୟରେ ପୂର୍ବତନ […]

ଆଜିର ଅନୁଚିନ୍ତା

➡️”ସନ୍ଦେହ ଓ ଅବିଶ୍ଵାସ ମଣିଷକୁ ସବୁ ସମ୍ପର୍କ ରୁ ଦୂରକୁ ନେଇଯାଏ ତେଣୁ କୌଣସି କଥାର ସତ୍ୟତା ନ ଜାଣି କାହାକୁ ସନ୍ଦେହ କିମ୍ବା ଅବିଶ୍ବାସ କରିବା ଠିକ୍ ନୁହେଁ !! ➡️”କେହି କେବେ ନିଜ ଇଚ୍ଛାରେ ବଦଳି ନଥାଏ , ମିଳିଥିବା ଦୁଃଖ ଆଉ ସମୟ ମଣିଷକୁ ବଦଳି ଯିବାକୁ ବାଧ୍ୟ କରିଥାଏ ! ➡️”ଦୁଃଖ କହିବା ଆଉ ଶୁଣିବା ଭିତରେ ଅନେକ ଫରକ୍ ଥାଏ …. କାହିଁକି ନା ଶୁଣୁ ଥିବା ଲୋକଟି କେବଳ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୨୮ ତାରିଖ ୨୦୨୧ ମସିହା(ରବିବାର)ଫାଲଗୁନ ମାସ-ଶୁକ୍ଳପକ୍ଷ,ତିଥି-ପୂର୍ଣ୍ଣିମା,ନକ୍ଷତ୍ର-ଉତ୍ତରାଫା,ବୃଷ ରାଶିର ଘାତଚନ୍ଦ୍ରମେଷ, ରାଶିର ଘାତବାର,ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଆମିଷ ଭକ୍ଷଣ ନିଷେଧ ।  ମେଷ-ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାଇବେ ,ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣି ଅଶାନ୍ତି ଅନୁଭବ କରିବେ। ବୃଷ-ଆଜି ଅଫିସରେ କାର୍ଯ୍ୟବ୍ୟସ୍ତତା […]