ନନ୍ଦନକାନନକୁ ଆସିଲା ଆଉ ୨ ଭାଲୁ ଛୁଆ
ବାରଙ୍ଗ,୨୭/୪(ଏସଏସନିୟୁଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରେ ପହଞ୍ଚିଲେ ଖୋର୍ଦ୍ଧା ଡିଭିଜନ ରୁ ଉଦ୍ଧାର ହୋଇଥିବା ଦୁଇଟି ଭାଲୁ ଛୁଆ।ଗୋଟେ ଅଣ୍ଡିରା ଓ ଗୋଟେ ମାଈ ଭାଲୁ ଛୁଆ ଙ୍କ ବୟସ ପାଖାପାଖି ୧ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ଫଳରେ ପ୍ରାଣୀ ଉଦ୍ୟାନରେ ଏହି ଦେଶୀଭାଲୁ ସଂଖ୍ୟା ୨୩କୁ ବୃଦ୍ଧି ଘଟିଥିବା ସୂଚନା ଦେଇଛନ୍ତି ଉପ ନିର୍ଦେଶକ ବିମଲ ପ୍ରସନ୍ନ ଆଚାର୍ଯ୍ୟ ।ଗତ ୨୨ ତାରିଖ ଦିନ ଗଡ଼ ଖୋର୍ଦ୍ଧା ଅଞ୍ଚଳ ରୁ ଏକ ପିଞ୍ଜରା ରେ […]