Browsing monthly archive

April 2021

କରୋନାରେ ସଂକ୍ରମିତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୯/୪(ସତ୍ୟସନ୍ଧାନ ଡେସ୍କ)ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି ।ସଂକ୍ରାମିତ ହେବାପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା କିପରି ଅଛି ସେନେଇ ଯାଂଚ ଚାଲିଛି ।

୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ ବ୍ୟକ୍ତିଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ,୧୯/୪(ସତ୍ୟସନ୍ଧାନ ଡେସ୍କ) ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ବି କରୋନା ଟିକା ଦିଆଯିବ । ପିଏମ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ କରିଥିବା ଆଲୋଚନା ପରେ ଏହି ନିଷ୍ପତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ କରୋନା ସଂକଟ ନେଇ ବରିଷ୍ଠ ଅଧିକାରୀଙ୍କ ଓ ଦେଶର ବଡ ବଡ ଡାକ୍ତର ବିଶେଷଜ୍ଞ ଓ ବଡ ଫାର୍ମା କମ୍ପାନୀମାନଙ୍କ ସହ ଆଲୋଚନା ଓ ଚର୍ଚ୍ଚା କରିଥିଲେ । ଦେଶରେ କରୋନାର ଦ୍ୱିତୀୟ ଲହରରେ ସଂକଟମୟ […]

ବିନାଭକ୍ତରେ ହେବ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା

ଭୁବନେଶ୍ୱର,୧୯/୪(ଏସଏସନିୟୁଜ) ମଙ୍ଗବାର ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ।ଏଥର କରୋନାପାଇଁ ବିନାଭକ୍ତରେ ଚାଲିବ ରଥ । ରଥଦାଣ୍ଡ ହେବ ଭକ୍ତଶୂନ୍ୟ । କେବଳ କୋଭିଡ଼ ନେଗେଟିଭ ଥିବା ସେବାୟତଙ୍କୁ ଅନୁମତି ମିଳିବ ।ଏହାସହ ସାଧାରଣ ଭକ୍ତଙ୍କ ପାଇଁ କଟକଣା ଜାରି କରିଛି କମିସିନେରେଟ ପୋଲିସ । ଯାନବାହାନର ନିୟନ୍ତ୍ରିତ ପାଇଁ ଓ ସାଧାରଣ ଲୋକଙ୍କ ସୁବିଦା ଦୃଷ୍ଟିରୁ ମାଉସୀ ମା’ ଛକଠାରୁ ରଥ ରୋଡରେ ଯାନବାହାନ ଯିବାକୁ ଅନୁମତି ଦିଆଯିବ ନାହିଁ। ରଥ ରୋଡ […]

ଶନିବାର ଓ ରବିବାର ହେବ ସଟଡାଉନ

ଭୁବନେଶ୍ୱର,୧୯/୪(ଏସଏସନିୟୁଜ) ଦିନକୁଦିନ କରୋନା ସଂକ୍ରାମଣ ଉପରମୁହାଁ ହୋଇ ସକ୍ରାମଣଙ୍କ ସଂଖ୍ୟା ବଡୁଥିବାବେଲେ ଏହାକୁ ମୁକାବିଲା କରିବାପାଇଁ ରାଜ୍ୟସରକାର ଶନିବାର ଓ ରବିବାର ସଟଡାଉନ୍ ନେଇ ଘୋଷଣା କରିଛନ୍ତିା ରାଜ୍ୟର ସମସ୍ତଜିଲ୍ଲାର ସହରାଂଚଳରେ ଏହି ନିୟମ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୁଚନା ଦେଇଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟବୃଦ୍ଧିପାଇ ଦୈନିକ ୪ହାଜରେ ଅତିକ୍ରାନ୍ତ କରିଥିବାବେଲେ ବଢାଇଛି ଖୋର୍ଦ୍ଧା ଓ ସୁନ୍ଦରଗଡ ଏବେ ସମସ୍ତଙ୍କ ପାଇଁ ଚିନ୍ତା ର କାରଣ […]

କୋଭିଡ଼୍‌ ଯୋଗୁ ବନ୍ଦ ହେଲା ଲିଙ୍ଗରାଜ ମହୋତ୍ସବ

ଭୁବନେଶ୍ୱର,୧୮/୪ (ଏସ ଏସ ନିୟୁଜ)ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ଲିଙ୍ଗରାଜ ମହୋତ୍ସବ ଚଳିତ ବର୍ଷ କୋଭିଡ଼୍‌ ଯୋଗୁ ବନ୍ଦ କରି ଦିଆଯାଇଛି। ଦିର୍ଘ ବର୍ଷ ହେଲା ୬ଦିନ ଧରି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବେଳେ ହୋଇ ଆସୁଥିଲା। ଅନୁଷ୍ଠାନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ସନତ ମିଶ୍ରଙ୍କ ସଂଯୋଜନାରେ ଠାକୁରଙ୍କ ସମ୍ମୁଖରେ କଳାକାର ନୃତ୍ୟ ପରିବେଷଣ କରୁଥିଲେ।। ଇଜେଡ୍‌ସିସି, ଓଡ଼ିଶା ସଂସ୍କୃତ ବିଭାଗ ସହଯୋଗରେ ରାଜ୍ୟ ତଥା […]

ରେଳ ଷ୍ଟେସନ ପରିସରରେ ଓ ଟ୍ରେନ୍‍ ମଧ୍ୟରେ ମାସ୍କ୍‍ ପିନ୍ଧି ନଥିଲେ ୫୦୦ ଫାଇନ୍

ଭୁବନେଶ୍ବର :୧୭/୪(ଏସଏସଏନ୍) ରେଳ ଷ୍ଟେସନ ପରିସରରେ ଓ ଟ୍ରେନ୍‍ ମଧ୍ୟରେ ମାସ୍କ୍‍ ପିନ୍ଧି ନ ଥିଲେ ଯାତ୍ରୀମାନଙ୍କ ଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବ ଭାରତୀୟ ରେଳବାଇ । କରୋନା ମହାମାରୀ ବ୍ୟାପିବାକୁ ରୋକିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ରତିଷେଧକ ମୂଳକ ପଦକ୍ଷେପ ଆଧାରରେ ଭାରତୀୟ ରେଳବାଇ ଏହି ନିଷ୍ପତ୍ତି ନେଇଛି। ଏଥିପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜୋନ୍‍ର ମହା ପ୍ରବନ୍ଧକଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ଏହା ବ୍ୟତୀତ […]

ପିପିଲି ଉପନିର୍ବାଚନ:ମେ ୧୩ ରେ ଭୋଟ , ଅପ୍ରିଲ ୨୬ ରେ ନାମାଙ୍କନ ପତ୍ର

ଭୁବନେଶ୍ବର: ୧୭/୪(ଏସ୍ ଏସ୍ଏନ୍) ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରାଯାଇଛି ।  ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପିପିଲି ଉପନିର୍ବାଚନ ପାଇଁ ମେ’ ୧୩ରେ ପିପିଲି ଉପନିର୍ବାଚନ ହେବ ଏବଂ ଏହିଦିନ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ ବୋଲି କୁହାଯାଇଛି। ପ୍ରକାଶ ଥାଉକି ଯେ ,  ପିପିଲି ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଆଜି ଅର୍ଥାତ୍‌ ଅପ୍ରିଲ୍ ୧୭ରେ ହେବାକୁ ଥିବା ନିର୍ବାଚନ […]

ଖୋଲା ବଜାରରେ ମିଳୁ କରୋନା ଟିକା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୧୭/୪(ଏସଏସଏନ୍) ଖୋଲା ବଜାରରେ ମିଳୁ  କରୋନା ଟିକା । ଏହାଦ୍ୱାରା କ୍ରୟ କରିବାକୁ ସମର୍ଥ ଲୋକେ ନିଜେ ଟିକା କ୍ରୟ କରି ନେଇପାରିବେ। ଫଳରେ ଟିକା କିଣିବାକୁ ଅସମର୍ଥ ବର୍ଗଙ୍କ ପ୍ରତି ସରକାର ଧ୍ୟାନ କେନ୍ଦ୍ରିତ କରିପାରିବେ। ତେଣୁ କୋଭିଡ୍‌-୧୯ ଟିକା ସରକାରୀ ଯୋଗାଣ ଶୃଙ୍ଖଳ ବାହାରେ, ଅର୍ଥାତ୍‌ ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା […]

ଫ୍ରାନ୍ସ ବିରୋଧୀ ହିଂସାରେ ଜଳୁଛି ପାକିସ୍ତାନ

୧. ଅନ୍ତଃରାଜ୍ୟ ବସ୍ ସେବା ବାତିଲ କଲେ ସରକାର; ରାଜ୍ୟ ଭିତରେ ବସ୍ ସେବା ଜାରି ରହିବ: ପରିବହନ ମନ୍ତ୍ରୀ । ୨. ପୁଲିସ ବିଭାଗର ଅଜବ ନୀତି: ୪ ବର୍ଷ ଡିଏସ୍‌ପି ପାହ୍ୟାରେ ରହିବା ପରେ ଏବେ ଇନ୍‌ସପେକ୍ଟର । ୩. ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ବାର୍ଷିକ ପରୀକ୍ଷା ପଞ୍ଜିକା ପ୍ରକାଶିତ ହୋଇଛି । ୧୭ଟି ନିଯୁକ୍ତି ପରୀକ୍ଷାର ଏକ ତାଲିକା ପ୍ରସ୍ତୁତ କରାଯାଇ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଓପିଏସ୍‌ସି ୱେବସାଇଟ୍ opsc.gov.in ରେ […]

ଆଜିର ଅନୁଚିନ୍ତା

?ଧର୍ମ ମଣିଷର ଜୀବନ ମଧ୍ୟରେ ନ ରହିଲେ, ଆଚରଣର ମଧ୍ୟରେ ନ ରହିଲେ, ଧର୍ମସଂଘ ଥିବା ସତ୍ତ୍ୱେବି ଧର୍ମ ଲୋପ ପାଏ ! ?ସମସ୍ତ ମଣିଷଙ୍କୁ ମିଶାଇ ଜଣେ ମଣିଷ, ସମସ୍ତ ଜୀବନ ମିଶାଇ ଗୋଟିଏ ଜୀବନ, ସମସ୍ତ ସତ୍ତା ମିଶାଇ ଗୋଟିଏ ସତ୍ତା, ତେଣୁ କାହାରି କ୍ଷତି କରିବା ମାନେ ନିଜରହିଁ କ୍ଷତି କରିବା ! ?ଯାହାର ଯେଉଁ ଦିଗରେ ଜନ୍ମଗତ ଝୁଙ୍କ ଥାଏ ସେ ତଦନୁଯାୟୀ ଅନୁଶୀଳନରେ ଅଭ୍ୟସ୍ତ ହୋଇ ଉଠେ କ୍ଷ ଅଭ୍ୟାସ […]