ଆଜି ଭୁବନେଶ୍ୱରରୁ ୫୮୧ ପଜିଟିଭ
ଭୁବନେଶ୍ୱର,୨୦/୪(ଏସଏସନିୟୁଜ): ରାଜଧାନୀ ଭୁବନେଶ୍ୱରରୁ ଆଜି ୫୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୧ ଜଣ କ୍ୱାରାଣ୍ଟାଇନ୍ରୁ ଓ ୪୭୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହି ନୁଆ ଆକ୍ରାନ୍ତଙ୍କ ମଧ୍ୟରେ ପଟିଆ ଅଂଚଳରୁ ସର୍ବାଧିକ ୩୮ ଜଣ. ,ଚନ୍ଦ୍ରଶେଖରପୁରରୁ ୨୨ ଜଣ. ଓଲଡ୍ ଟାଉନରୁ ୩୫ ଜଣ ,ଖଣ୍ଡଗିରି ଅଂଚଳରୁ ୨୯ ଜଣ, ନୟାପଲ୍ଲୀରୁ ୨୪ ଜଣ, ଲକ୍ଷ୍ମୀସାଗର ଅଂଚଳରୁ ୧୯ ଜଣଟଙ୍କପାଣି ରୋଡରୁ ୨୬ ଜଣ ,ସୈନିକ ସ୍କୁଲ ଅଂଚଳରୁ ୧୫ ଜଣ […]