ଚିନ୍ତାବଢାଇଲାଣି କୁମ୍ଭମେଲା ଫେରନ୍ତା

କଟକ ,୨୦/୪(ଏସଏସନିୟୁଜ) କରୋନା କୁ ନେଇ ରାଜ୍ୟରେ ଚିନ୍ତା ବଢୁଥିବାବେଳେ ପୁଣି ଚିନ୍ତାବଢାଇଲାଣି କୁମ୍ଭମେଲାରୁ ଫେରନ୍ତା ଶ୍ରଦ୍ଧାଳୁ ।କୁମ୍ଭମେଳାରୁ ଫେରି କଟକ ରେଲ୍‌ୱେ ଷ୍ଟେସନରେ ଓହ୍ଲାଇଥିବା ୩୦ଜଣଙ୍କ ମଧ୍ୟରୁ ୧୩ଜଣଙ୍କର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସେମାନଙ୍କୁ ହୋମ୍ ଆଇସୋଲେସନରେ ରଖା ଯାଇଛି। ଆଜି ୨ଟି ଟ୍ରେନ୍‌ରେ କୁମ୍ଭମେଳା ଫେରନ୍ତା ଆସିବେ।ଫଳରେ କଟକ ରେଲ୍‌ୱେ ଷ୍ଟେସନରେ କୋଭିଡ ଟେଷ୍ଟ ଲାଗି ବ୍ୟବସ୍ଥା କରା ଯିବା ସହ ସିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍ ଏହାପଉରେ ତିକ୍ଷଣ ଦୃଷ୍ଟି ରଖିଥିବାର ଜଣାପଡିଛି ।

Comments (0)
Add Comment