Browsing monthly archive

April 2021

ବାରଙ୍ଗରୁ ପୁଣି ୧୬ ପଜିଟିଭ ଚିହ୍ନଟ

ବାରଙ୍ଗ,୨୬/୪(ଏସଏସନିୟୁଜ):ରାଜ୍ୟରେ ପ୍ରତିଦିନ କୋରୋନା ଗ୍ରାଫ୍ ବଢିବଢି ଚାଲିଛି ।କରୋନାଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗି ଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।କୋଭିଡନୀୟମମାନିବା ଚଳିବାକୁ ସରକାର ଜନସାଧାରଣଙ୍କୁ ସଚେତନ ମଧ୍ୟ କରାଇଚାଲିଛନ୍ତି ।ଏହାରିଭିତରେ କରୋନା ତାର କାୟା ବାରଙ୍ଗ ଅଂଚଳରେ ବଡାଇବାକୁ ପଛାଇନାହିଁ । ସୋମବାର ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବାରଙ୍ଗ ବ୍ଲକ ରୁ ୧୬ ଜଣ ନୂତନ ସଂକ୍ରମିତ ଥିବା ବିଡ଼ିଓ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି।ବାରଙ୍ଗ ବ୍ଲକ୍ […]

ମଙ୍ଗଳବାରଠାରୁ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କୁ ମନା

ସାକ୍ଷୀଗୋପାଳ୨୬/୪(ଏସଏସନିୟୁଜ) କରୋନା ପାଇଁ ସାକ୍ଷୀଗୋପାଳ ମନ୍ଦି ରରେ କଟକଣା ଜାରିକରିଛି ବ୍ଲକପ୍ରଶାସନ ।ଭକ୍ତମାନଙ୍କପାଇଁ ମନ୍ଦିରକୁ ପ୍ରବେଶ ବାରଣ କରାଯାଇଛି ।ପୁରୀଜିଲ୍ଲାରେ ମହାମାରୀକରୋନା ତାର କାୟା ମେଲାଉଥିବାରୁ ସାଧାରଣଲୋକଙ୍‌କ ସୁରକ୍ଷା ପାଇଁ ସାକ୍ଷୀଗୋପାଳ ମନ୍ଦିରକ ମଙ୍ଗଳବାରଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି । ସେବାୟତମାନେ ଯାଇ କେବଳ ଠାକୁରଙ୍କ ନିତୀକାନ୍ତୀ କରାଯିବ ବୋଲି କୁହାଯାଇଛି ।

ଆଜିର ଅନୁଚିନ୍ତା

➡️”ଛୋଟ ହେଉ ବା ବଡ଼,ଭୁଲ ତ ଭୁଲ ହୋଇଥାଏ।ଏହାକୁ ଅଣଦେଖା ନକରି ନିଜ ଭୁଲ ସୁଧାରିବାକୁ ଚେଷ୍ମା କରିବା ଉଚିତ । କାହିଁକି ନାଁ ଛୋଟିଆ କଣାଟିଏ ଗୋଟିଏ ବଡ଼ ଡଙ୍ଗାକୁ ପାଣିରେ ବୁଡ଼େଇ ଦେବାର କ୍ଷମତା ରହିଥାଏ ! ➡️”ଏକ ମଜବୁତ ବନ୍ଧୁତା ପାଇଁ ପ୍ରତିଦିନ କଥାବାର୍ତ୍ତା କିମ୍ବା ଏକାଠି ରହିବାର ଆବଶ୍ୟକତା ନାହିଁ । ଯେପର୍ଯ୍ୟନ୍ତ ସମ୍ପର୍କ ହୃଦୟରେ ଜୀବନ୍ତ ରହିବ , ପ୍ରକୃତ ବନ୍ଧୁ କେବେ ବି ଅଲଗା ହେବେ ନାହିଁ ! […]

ବଦଳିଲା ଭାଗ୍ୟ

୧-କୌଣସି ସଦସ୍ୟଙ୍କ ଅଶ୍ଳୀଳ ପୋଷ୍ଟ ପାଇଁ ହ୍ଵାଟ୍ସଆପ୍ ଗ୍ରୁପର ଆଡମିନ୍ ଦାୟୀ ନୁହନ୍ତି ।-ବମ୍ବେ ହାଇକୋର୍ଟ ୨-ମାସିକଧର୍ମ ସମୟ‌ରେ ମଧ୍ୟ ଟିକା ନେଇ ପାରିବେ ମହିଳା । ସୂଚନା ଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ । ୩-ବଦଳିଲା ଭାଗ୍ୟ: ଚାରି ମ୍ୟାଚ୍ ହାରିବା ପରେ ଶେଷରେ ଜିତିଲା କୋଲକାତା ନାଇଟ୍ ରାଇଡର୍ସ, ପଞ୍ଜାବ କିଙ୍ଗ୍ସକୁ ୫ ଓ୍ଵିକେଟ୍‌ରେ ଦେଲା ମାତ୍ । ୪-ଆଜିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ, ଗାଇଡ୍‌ଲାଇନ୍ ଜାରି କଲା ଶିକ୍ଷା ବିଭାଗ ୫-ଓସ୍କାର ୨୦୨୧: […]

ଆଜିର ରାଶିଫଳ

ମେଷ:-ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃ ବୃଷ:-ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍‌ବେଗ ବଢିପାରେ। ମିଥୁନ:-ଆଜି ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି […]

କାଲିଠାରୁ ଆରମ୍ଭ ସରକାରୀ ସ୍କୁଲରେ ନାମଲେଖା

ଭୁବନେଶ୍ୱର ୨୬/୪(ଏସଏସନିୟୁଜ) ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନା ମଲେଖା କାଲିଠାରୁ ଆରମ୍ଭ ହେବ । ମେ’ ୩୧ ତାରିଖ ସୁଦ୍ଧା ପ୍ରଥମରୁ ଦଶମ ଯାଏ ନାମ ଲେଖା ସାରିବା ପାଇଁ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସବୁ ଊଋଙ, ଈଋଙ ଓ ଊଚଉ ଙ୍କୁ ଚିଠି ଲେଖିଛନ୍ତି। ପ୍ରଥମରୁ ନବମ ଯାଏ ପିଲାମାନଙ୍କୁ ବିନା ପରୀକ୍ଷାରେ ପାସ୍ କରାଯାଇଛି । ପୂର୍ବ ଶ୍ରେଣୀର ପିଲାଙ୍କୁ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖା ଯିବ । ସବୁ କାର୍ଯ୍ୟ […]

ଆଜି ଭୁବନେଶ୍ୱରରୁ ୭୦୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୬/୪(ଏସ୍‌ଏସ୍‌ନିୟୁଜ) ଆଜି ଭୁବନେଶ୍ୱରରୁ ୭୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ୩୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଚିହ୍ନଟ ଆକ୍ରାନ୍ତଙ୍କଧ୍ୟରେ ୫୫୭ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ ୧୫୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।ଏହିନୁଆ ଆକ୍ରାନ୍ତକ ମଧ୍ୟରେ ଚନ୍ଦ୍ରଶେଖରପୁର, ବଡଗଡ. ବରମୁଣ୍ଡା, ବିଜେବିନଗର, ଝାରପଡା, ଡୁମୁଡୁମା, ମଂଚେଶ୍ୱର,ଜାଗମରା ,ଖଣ୍ଡଗିରି,ଜୟଦେବ ବିହାର, ଆଚାର୍ଯ୍ୟବିହାର ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜଧାନୀରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪୬୮କୁ ବୃଦ୍ଧି ପାଇଥିବା ନେଇ ବିଏମସିର […]

୨୪ ଘଂଟାରେ ୬୫୯୯ ଆକ୍ରାନ୍ତ

ଭୁବନେଶ୍ୱର,୨୬/୪(ଏସ୍‌ଏସ୍‌ନିୟୁଜ) ପୁଣି ଆଜି ରାଜ୍ୟରେ ୬୫୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତ ଚିହ୍ନଟ ମଧ୍ୟରେ କ୍ୱାରେଣ୍ଟିନରୁ ୩୮୨୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୭୭୨ଜଣ ।ନୂଆ ସଂକ୍ରମିତଙ୍କ ମଧ୍ୟରେ ନୂଆପଡାରୁ ୫୫୧, କଳାହାଣ୍ଡିରୁ ୫୧୮, କଟକରୁ ୪୮୮, ଝାରସୁଗୁଡାରୁ ୪୩୬, ସୁନ୍ଦରଗଡରୁ ୪୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୩୨୩, ଯାଜପୁରରୁ ୨୩୭, ସମ୍ବଲପୁରରୁ ୨୨୬, ନବରଙ୍ଗପୁରରୁ ୨୨୧, ବରଗଡରୁ ୨୦୩, , ଅନୁଗୁଳରୁ ୧୮୭, […]

ଆଜିର ଅନୁଚିନ୍ତା

➡️ସଫଳତା —-! ଗୋଟିଏ ଦିନରେ ମିଳିବନି,ଗୋଟିଏ ଦିନ ନିଶ୍ଚୟ ମିଳିବ ! ➡️ଫଟା ମାଠିଆରେ କାଦୁଅ ବୋଳିବା ଯାହା , ସ୍ବାର୍ଥପର ଓ ଗର୍ବି ଲୋକଙ୍କ ସହ ବୁଝାମଣା ସେଇଆ ➡️ ଦୁନିଆରେ କେହି କେବେ ଭଲ କିମ୍ବା ଖରାପ ହୋଇ ଜନ୍ମ ହୋଇ ନ ଥାଏ, କିନ୍ତୁ ମଣିଷର ପରିବେଶ ତଥା ତାର ପରିସ୍ଥିତି ତାକୁ ଭଲ ଆଉ ଖରାପ କରି ଦୁନିଆ ଆଗରେ ଛିଡ଼ା କରେ ! ➡️ଦୁଇ ପ୍ରକାର ଲୋକ ସମସ୍ତଙ୍କ ଜୀବନରେ […]

ଆଜିର ରାଶିଫଳ

ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ:-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି […]