Browsing monthly archive

April 2021

ବିଜୟ ଯାତ୍ରାରେ ପ୍ରତିବନ୍ଧକ

୧-ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧ ରନରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଚମ ମ୍ୟାଚ୍ ଜିତି ଶୀର୍ଷରେ ଆରସିବି । ୨-ଅମ୍ଲଜାନ, ଟିକା ଓ ଔଷଧର ଅଭାବକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ । କୋର୍ଟ କହିଲେ, ହାଇକୋର୍ଟରେ ଚାଲିଥିବା ଶୁଣାଣୀକୁ ରୋକିବାକୁ ଚାହୁଁନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୩-ରାଜଧାନୀ ଦିଲ୍ଲୀର କରୋନା ସ୍ଥିତି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ, ପରିସ୍ଥିତି ନିୟନ୍ତ୍ରଣ କରିବାରେ ଯଦି ବିଫଳ କେଜ୍ରିୱାଲ ସରକାର, କେନ୍ଦ୍ରକୁ ହସ୍ତାନ୍ତର କରିଦିଆଯିବ ୪–ଓଡିଶାରେ ବଢୁଛି […]

ଆଜିର ଅନୁଚିନ୍ତା

➡️ଇଏ ହେଉଛି ଗୋଟିଏ ସ୍ବାର୍ଥପର ଦୁନିଆ , ଏଠି ଲୋକ ହୃଦୟକୁ ନୁହେଁ ନିଜ ନିଜ ଆବଶ୍ୟକତାକୁ ଭଲ ପାଆନ୍ତି । ➡️ସଂସାରରେ ଯିଏ ସବୁଠାରୁ ମୁଢ ଏବଂ ଯିଏ ସବୁଠାରୁ ବୁଦ୍ଧିମାନ ଉଭୟେ ସୁଖ ଭୋଗ କରନ୍ତି, କିନ୍ତୁ ମଧ୍ୟମ ଶ୍ରେଣୀ ଲୋକ କଷ୍ଟ ପାନ୍ତି !! ➡️ସମ୍ପର୍କରେ ଅଭିମାନ କରନ୍ତୁ ଚଳିବ ,—– କିନ୍ତୁ ଅଭିନୟ ନୁହେଁ । ➡️ଧର୍ମ, ନିୟମ ଓ ସଂସ୍କାର ଏଇ ତିନୋଟି ଶବ୍ଦ ମଣିଷଟିକୁ ମଣିଷ ପରି ଗଢିତୋଳିଥାଏ […]

ଆଜିର ରାଶିଫଳ

ଏପ୍ରିଲ ମାସ ୨୮ ତାରିଖ ୨୦୨୧ ମସିହା(ବୁଧବାର)ବୈଶାଖ ମାସ-କୃଷ୍ଣପକ୍ଷ,ତିଥି-ପ୍ରତିପଦ, କର୍କଟ ରାଶିର ଘାତବାର,ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତୀକଖାରୁ ଭକ୍ଷଣ ନିଷେଧ । ମେଷ:-ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ। ବୃଷ:-ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟ ରେ […]

ନନ୍ଦନକାନନକୁ ଆସିଲା ଆଉ ୨ ଭାଲୁ ଛୁଆ

ବାରଙ୍ଗ,୨୭/୪(ଏସଏସନିୟୁଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରେ ପହଞ୍ଚିଲେ ଖୋର୍ଦ୍ଧା ଡିଭିଜନ ରୁ ଉଦ୍ଧାର ହୋଇଥିବା ଦୁଇଟି ଭାଲୁ ଛୁଆ।ଗୋଟେ ଅଣ୍ଡିରା ଓ ଗୋଟେ ମାଈ ଭାଲୁ ଛୁଆ ଙ୍କ ବୟସ ପାଖାପାଖି ୧ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ଫଳରେ ପ୍ରାଣୀ ଉଦ୍ୟାନରେ ଏହି ଦେଶୀଭାଲୁ ସଂଖ୍ୟା ୨୩କୁ ବୃଦ୍ଧି ଘଟିଥିବା ସୂଚନା ଦେଇଛନ୍ତି ଉପ ନିର୍ଦେଶକ ବିମଲ ପ୍ରସନ୍ନ ଆଚାର୍ଯ୍ୟ ।ଗତ ୨୨ ତାରିଖ ଦିନ ଗଡ଼ ଖୋର୍ଦ୍ଧା ଅଞ୍ଚଳ ରୁ ଏକ ପିଞ୍ଜରା ରେ […]

ଜରୁରୀ ଔଷଧ ମହଜୁବ ଓ ଅକ୍‌ସିଜେନ ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୂତ୍ବ

ଭୁବନେଶ୍ବର, ୨୭/୪(ଏସଏସନିୟୁଜ)ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ଗୋଟିଏ ଗୋଟିଏ ଜୀବନ ରକ୍ଷା ପାଇଁ ଆମେ ସର୍ବୋତ୍ତମ ଚେଷ୍ଟା ଜାରି ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର କୋଭିଡ ପରିସ୍ଥିତି ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ବିରୁଦ୍ଧରେ ଲଢେଇ ଏକ ଲମ୍ବା ଲଢେଇ। ତେଣୁ ଏ ଲଢେଇ ଜିତିବାକୁ ହେଲେ ଆମ ସମସ୍ତଙ୍କୁ ଦାୟିତ୍ବର ସହ କାମ କରିବାକୁ ହେବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ […]

ଫିକାପଡିଗଲା ମା, ଧାକୁଲେଇଙ୍କ ଚଇତି ପର୍ବ

କଟକ,୨୭/୪(ଏସଏସନିୟଜ) ପ୍ରତାପନଗରୀ ସ୍ଥିତ ମା,ଧାକୁଲେଈଙ୍କ ପୀଠରେ ମାଙ୍କ ବଡ଼ପର୍ବ ହେଉଛି ଚଇତି ପର୍ବ ବା ବାଣଯାତ୍ରା ।କୋଭିଡ ପାଇଁ ଏହି ପର୍ବ ଫିକା ପଡିଗଲା ।ନା ଥିଲା ବାଜା,ବାଣ,ଶୋଭାଯାତ୍ରା ନା କିଣାବିକାର ପଶରା ।କେବଳ ବିଧିମୁତାବକ ମା ଙ୍କ ନିତୀକାନ୍ତି ସହ ସ୍ୱତନ୍ତ ପୁଜାର୍ଜନା କରାଯାଇଥିଲା । ଚୈତ୍ର ପୂର୍ଣ୍ଣିମା ସନ୍ଧ୍ୟାରେ ସନ୍ଧ୍ୟା ଆଳତି ପରେ ମାଙ୍କ ଚଳତିପ୍ରତିମାକୁ ବିମାନରେ ବସାଇ ବିରାଟ ଶୋଭାଯାତ୍ରାରେ ଗ୍ରାମପରିକ୍ରମା ହୋଇଥାଏ,ଯାହାକି ପରଦିନ ସକାଳ ହୋଇଯାଇଥାଏ । ।ବାଜାବାଣନାଚଗୀତରେ ସେହି ଅଂଚଳ […]

ହାସ୍ୟ ଅଭିନେତା ଜଗା ରାଉତଙ୍କ ଦେହାନ୍ତ

ଭୁବନେଶ୍ୱର ୨୭ ।୪ (ଏସଏସନିୟୁଜ)ଯାତ୍ରା ଜଗତ ରେ ହସି ହସି ବେଦମ କରାଉଥିବା ବ୍ୟକ୍ତି ସମସ୍ତ ଙ୍କ ପ୍ରିୟ ଜଗା ରାଉତ ରାଉତଙ୍କ ଦେହାନ୍ତ ହୋଇଯାଇଛି । ଯାତ୍ରା ଜଗତରେ ଜଣେ ହାସ୍ୟ କଳାକାର ଭାବେ ବେଶ୍ ଜଣାଶୁଣା ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଦୀର୍ଘ ୧୫ ବର୍ଷ ଧରି କୋଣାର୍କ ଗଣନାଟ୍ୟରେ ସଫଳ ଅଭନୟ ପରେ ୫ବର୍ଷ ହେବ କଳିଙ୍ଗ ଗଣନାଟ୍ୟକୁ ଆସି ଅଭିନୟ କରିଥିଲେ।କୋଭିଡ ସଂକ୍ରାମଣ ବଢୁଥିବାବେଳେ […]

କୋଭିଡ ପାଇଁ ବଦଳିଲା ବ୍ୟାଙ୍କିଂ ସମୟ

ଭୁବନେଶ୍ୱର, ୨୭/୪ ( ଏସଏସନିୟୁଜ) କୋଭିଡ ପାଇଁ ବଦଳିଲା ବ୍ୟାଙ୍କିଂ ସମୟ ।ବ୍ୟାଙ୍କିଂ ସମୟରେ ପରିବର୍ତ୍ତନ କରାଯାଇ ଗ୍ରାହକ ସେବା ସକାଳ ୧୦ରୁ ଅପରାହ୍ନ ୪ ପରିବର୍ତ୍ତେ ଦିନ ୨ଟା ଯାଏଁ ଉପଲବ୍ଧ ହୋଇପାରିବ । ପୂର୍ବଭଳି ବ୍ୟାଙ୍କଗୁଡିକ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ । ଏହି ନୂଆ ନିୟମ ର ନୂଆ ସମୟ ଆସନ୍ତା ମେ ୧୫ ତାରିଖ ଯାଏଁ ଲାଗୁ ରହିବ ବୋଲି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ଅର୍ଥ ବିଭାଗର […]

ମେ ୧୫ ଯାଏଁ ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ

ପୁରୀ ,୨୭/୪(ଏସଏସନିୟୁଜ) ମହାମାରୀକରୋନା ସଂକ୍ରାମଣ ଯେଉଁଭଳିଭାବେ ବଢିଚାଲିଛି ଏହାର ପ୍ରବାବକୁ ଦୃଷ୍ଟିରେ ରଖି ମେ ୧୫ ତାରିଖ ଯାଏ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । କୌଣସି ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ଗତକାଲି ଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ କରାଯାଇଛି । ଜଗାକୁ ଦର୍ଶନ କରିପାରିବେ ନାହିଁ ଭକ୍ତ ।କେବଳ ଠାକୁରଙ୍କ ନିତୀକାନ୍ତି ହୋଇପାରିବ । କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଗତକାଲି ଠାରୁ […]

ରାଜ୍ୟରେ ୬୦୭୩ ଆକ୍ରାନ୍ତ ଚିହ୍ନଟ,୧୦ ମୃତ୍ୟୁ

ଭୁବନେଶ୍ୱର,୨୭/୪(ଏସଏସନିୟୁଜ) ରାଜ୍ୟରେ ୨୪ ଘଂଟାରେ ୬୦୭୩ ସଂକ୍ରମିତ ଚିହ୍ନଟ ହୋଇଚନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୩୮୨୭ କ୍ୱାରେଣ୍ଟିନରେ ଥିବାବେଳେ ୨୭୭୨ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି। ଆଜି । ଅନୁଗୁଳରୁ୨୩୯,ବାଲେଶ୍ୱରରୁ୭୮.ବରଗଡରୁ ୨୮୬,ଭଦ୍ରକରୁ ୬୫,ବଲାଙ୍ଗିରରୁ୪୫୭,ବୈାଦ୍ଧରୁ୬୪,କଟକରୁ୧୯୮,ଦେଓଗଡରୁ୩୬,ଢେଙ୍କାନାଳରୁ୧୨,ଗଜପତିରୁ୭୯,ଗଞାମରୁ୨୦୯,ଜଗତସିଂହପୁରରୁ୬୨,ଯାଜପୁରରୁ୧୦୭,ଝାରସୁଗୁଡାରୁ୩୫୯,କଳାହାଣ୍ଡିରୁ୨୭୭,କନ୍ଦମାଳରୁ୩୪,କେନ୍ଦ୍ରାପଡାରୁ୬୪,କେଉଁଝରରୁ୨୬୬,ଖୋର୍ଦ୍ଧାରୁ୧୦୯୨,କୋରାପୁଟରୁ୭୬,ମାଲକାନଗିରିରୁ୨୯,ମୟୁରଭଞରୁ୧୪୯,ନବରଙ୍ଗପୁରରୁ୨୦୬,ନୟାଗଡରୁ୧୧୦,ନୁଆପଡାରୁ୪୦୦,ପୁରୀରୁ୨୨୬,ରାୟଗଡାରୁ୭୭,ସମ୍ବଲପୁରରୁ୧୫୮,ସୋନପୁରରୁ୭୪,ସୁନ୍ଦରଗଡରୁ୩୭୧ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ ୨୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇ ଥିବା ଏହି ନୂଆ ଆକ୍ରାନ୍ତ ଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୦୯୨ , ଥିବାର ଜଣାପଡିଛି ।ସେହିଭଳିଭାବେ […]