Browsing daily archive

May 11, 2021

ଗଙ୍ଗାନଦୀରେ ଭାସୁଛି କରୋନା ରେ।ଗୀଙ୍କ ମୃତଦେହ

ଭୁବନେଶ୍ୱର୧୧/୫(ସତ୍ୟସନ୍ଧାନଡେସ୍କ)ଗଙ୍ଗାନଦୀରେ ଭାସୁଛି ଶବ ।ଏହିଭଳି ଦୃଶ୍ୟ ବିହାର ବକ୍ସର ଜିଲ୍ଲାର ଚୌସା ସ୍ଥିତ ମହାଦେବ ଘାଟର ଗଙ୍ଗା ନଦୀରେ ଦେଖରବାକୁ ମିଳିଛି । ଗଙ୍ଗାନଦୀରେ ୪୫ରୁ ଅଧିକ ମଣିଷଙ୍କ ମୃତଦେହ ଭାସୁଛି।ଏହାକୁନେଇ ସ୍ଥାନୀୟ ଅଞ୍ଚଳ ସହିତ ସମଗ୍ର ବକ୍ସର ଜିଲାରେଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଗତକାଲି ସକାଳେ ନଦୀ କୂଳରେ ଲୋକମାନେ ମୃତଦେହଗୁଡିକୁ ଦେଖିବାପରେ ପ୍ରଶାସନକୁ ଜଣାଇଥିଲେ। ତେବେ ଲୋକମାନଙ୍କଠାରୁ ଖବରପାଇ ପ୍ରଶାସନ ଅନୁଧ୍ୟାନ ଆରମ୍ଭ କରିଛି। ମୃତଦେହଗୁଡିକ ଉତ୍ତରପ୍ରଦେଶରୁ ନଦୀ ସ୍ରୋତରେ […]

ଆଜି ରାଜ୍ୟରେ ୯୭୯୩ ପଜିଟିଭ ଚିହ୍ନଟ, ୧୮ ମୃତ

ଭୁବନେଶ୍ୱର, (ଏସଏସନିୟୁଜ) ଗତ ୨୪ ଘଣ୍ଟା ରାଜ୍ୟରେ ୯୭୯୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେମାନଙ୍କମଧ୍ୟରେ ଖୋର୍ଦ୍ଧା ରୁ ୧୫୧୧, ସୁନ୍ଦରଗଡରୁ ୧୦୧୮, ଯାଜପୁରରୁ ୩୭୬, କଟକରୁ ୬୪୧, ଅନୁଗୁଳରୁ ୫୨୬, ଝାରସୁଗୁଡାରୁ ୪୦୪, ନୂଆପଡାରୁ ୪୦୧, ସମ୍ବଲପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗିରରୁ ୩୪୨, ବାଲେଶ୍ୱରରୁ ୩୧୪, ନବରଙ୍ଗପୁରରୁ ୩୦୨, ଷ୍ଟେଟପୁଲରୁ ୨୮୦, ଗଞ୍ଜାମରୁ ୨୭୬, ବରଗଡରୁ ୨୭୦, ନୟାଗଡରୁ ୨୫୪, କେନ୍ଦୁଝରରୁ ୨୪୪, କଳାହାଣ୍ଡିରୁ ୨୨୪, ମୟୂରଭଞ୍ଜରୁ ୧୯୯, ଜଗତସିଂହପୁରରୁ ୧୮୯, କୋରାପୁଟରୁ ୧୭୪, କେନ୍ଦ୍ରାପଡାରୁ […]

ବଦଳିଲା ୧ ନମ୍ବର ହାଟ ସମୟ

ଭୁବନେଶ୍ୱର, ୧୧/୫(ଏସଏସନିୟୁଜ) ହାଟରେ ଗହଳି କମାଇବା ପାଇଁ ଭୁବନେଶ୍ୱର ୧ ନମ୍ବର ହାଟର ସମୟ ବଦଳାଇଛି ପ୍ରଶାସନ ।ତେବେ ଖୁଚୁରାବ୍ୟବସାୟୀମାନେ ସକାଳ ସାଢେ ୬ ଟାରୁ ଦିନ ୧୨ ଟା ଯାଏଁ ଓ ହୋଲସେଲ୍ ବ୍ୟବସାୟୀମାନେ ରାତି ସାଢେ ୩ଟାରୁ ସକାଳ ସାଢେ ୬ଟା ପର‌୍ୟ୍ୟନ୍ତ ଜିନିଷ କିଣାକିଣି କରିପାରିବେ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବିଏମସି ,ବ୍ୟବସାୟୀଙ୍କ ବୈଠକ ହୋଇଥିଲା ।ଏହି ବୈଠକର ନିଷ୍ପତି ମୁତାବକ ୨ଟି ଦୋକାନ ମଝିରେ ଗୋଟିଏ ଦୋକାନ ବନ୍ଦ […]

ଦୁଇଟି ଗାଁରେ ୨୦ ଦିନରେ ୬୪ ମୃତ୍ୟୁ

ଭୁବନେଶ୍ୱର୧୧/୫(ସତ୍ୟସନ୍ଧାନଡେସ୍କ) ଆଗ୍ରାର ଦୁଇଟି ଗାଁରେ ଲକ୍ଷଣ ଦେଖାଦେବାର ଗତ ୨୦ ଦିନ ମଧ୍ୟରେ ୬୪ ଜଣଙ୍କର ମୃତ୍ୟୁ ଘଟିଛି। ଆଗ୍ରାଠାରୁ ପ୍ରାୟ ୪୦ କିମି ଦୂର ଏତ୍ମାଦପୁରର କୁରଗାଓଁ ଗାଁର ଘଟଣା ।ପ୍ରଥମେ ଥଣ୍ଡା,ପରେ ଜ୍ୱର ସହ ଶ୍ୱାସକ୍ରିୟାରେ ସମସ୍ୟା ଉପୁଜିବାରୁ ୧୪ଜଣଙ୍କର ମୃତ୍ୟୁ ଘଟିଥିଲା ।ଏହାସହ ବମରୌଲି ଗାଁ ରେ ୫୦ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି । ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କର କରୋନା ଯାଞ୍ଚ କରାଯାଉଥିବା ଜଣାପଡ଼ିଛି ।

ବଜାର ବନ୍ଦ କରିବାରୁ ପୋଲିସକୁ ଆକ୍ରମଣ

ଭୁବନେଶ୍ୱର୧୧/୫(ସତ୍ୟସନ୍ଧାନଡେସ୍କ)ବଜାରରେ ଗହଳି ଲାଗିଥିବାରୁ ପୋଲିସ ବଜାରକୁ ବନ୍ଦ କରିବାକୁ ଯାଇ ଲୋକମାନଙ୍କର ଆକ୍ରମଣର ଶିକାର ହୋଇଥିବା ଭଳି ଘଟଣା ଝାଡଖଣ୍ଡରୁ ଆସିଛି ।ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହାଟଗାମରିଆ ଥାନା ଅଧିନସ୍ଥ ବିଚାବୁରୁ ଗ୍ରାମରେ ସୋମବାର ସନ୍ଧ୍ୟାରେ ବସିଥିବା ହାଟରେ ପ୍ରବଳ ଗହଳି ହୋଇଥିବାର ପୋଲିସ ପାଖରେ ସୁଚନା ପହଁଚିଥିଲା ଏହାକୁ ବନ୍ଦ କରିବାକୁ ପୋଲିସ ଦୁଇଟି ଜିପ୍ରେ ୧୧ଜଣକର୍ମଚାରୀ ଯାଇଥିଲେ । ପାଲେିସ ଘଟଣାସ୍ଥଳରେ ପହଁଚି କୋଭିଡ ସମୟରେ ହାଟ ବନ୍ଦ କରିବାକୁ କହିବାପରେ ଲୋକମାନୈ […]

ଆଜିର ସନ୍ଥବାଣୀ

?ପରମାତ୍ମା ,ଜ୍ଞାନ ଓ ପ୍ରେମ ଏହି ତିନୋଟି ତତ୍ତ୍ବ ନିରାକାର ଅର୍ଥାତ୍ ଅରୁପ କିନ୍ତୁ ଗୁରୁ ଏହି ତିନି ତତ୍ତ୍ବ ର ସମାହାର ମୁର୍ତ୍ତ ରୁପ । ବ୍ୟକ୍ତି ଯେତେ ବିବେକବାନ ହେବ ସେ ସେତେ ପରମାତ୍ମା ତଥା ଗୁରୁଙ୍କ ନିକଟତର ହେବ ! ?ବ୍ୟକ୍ତିର ପତନ ପ୍ରଥମେ ନିଜ ଭିତରୁ ଆରମ୍ଭ ହୁଏ। ବାହ୍ୟ ପତନ ଏହାର ପରିଣାମ ମାତ୍ର। ଏଣୁ ଅନ୍ତର୍ଦୃଷ୍ଟି କର ,ଏହା ପତନରୁ ରକ୍ଷା କରିଥାଏ ! ?ସ୍ୱରୁପ ଜ୍ଞାନ ଅଭାବରୁ […]

ସାତକୋଶିଆ ଅଭୟାରଣ୍ୟକୁ ଛୁଇଁଲା କରୋନା

୧. ଟ୍ରେଡିଂ ଆପ୍ ମାୟାଜାଲରେ ଯୁବପିଢ଼ି, ୬ ଲକ୍ଷ ହରାଇଲେ ଦୁଇ ଇଂଜିନିୟରିଂ ଛାତ୍ର । ୨. କୋଭିଡ୍ ପ୍ରଭାବ ଉପରେ ଫିକି ଓଡ଼ିଶାର ବୈଠକ । ୩. ଗହମ ସଂଗ୍ରହ ବାବଦରେ ଚାଷୀଙ୍କ ଖାତାରେ ସିଧାସଳଖ ୪୯,୯୬୫ କୋଟି ଟଙ୍କା ଜମା କରାଯାଇଛି । ୪. ଭାରତରେ ଅବଶିଷ୍ଟ ମ୍ୟାଚ୍ ଖେଳାଯିବନି, ଆଇପିଏଲ୍ ଏଡ଼ାଇଥିଲା ଆଇଏସ୍‌ଏଲ୍ ଜୈବ ସୁରକ୍ଷା ପ୍ରସ୍ତାବ ୫.ସଙ୍ଗରୋଧ ଶେଷ କରି ଘରକୁ ଫେରିଲେ ବରୁଣ, ସନ୍ଦୀପ । ୬. ଚାପେଲଙ୍କ ଆକଳନ, […]

ଆଜିର ରାଶିଫଳ

ମେଷ-ଆଜିର ଦିନଟିରେ ଆପଣଙ୍କ ଆତ୍ମିଅଙ୍କ  ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ। ବୃଷ-ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍‌ ବୁଝାମଣା ବଶତଃ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ […]