Browsing monthly archive

June 2021

ଗୁଜବକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଭୁବନେଶ୍ୱର,୨୨/୬(ଏସଏସନିୟୁଜ) କରୋନା ଟିକାକୁ ନେଇ ଉପୁଜୁଥିବା ଗୁଜବକୁ ବିଶ୍ୱାସ ନକରିବାକୁ ପରାମଶ୭ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।ଏବେ ଟିକାନେଲେ ପ୍ରଜଜନ କ୍ଷମତା ହ୍ରାସପାଏ ବୋଲି ହୋଇଥିବା ଗୁଜବ ଉପରେ ସ୍ପଷ୍ଟ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛିଯେ, କରୋନା ଟିକା ସହ ପୁରୁଷ କିମ୍ବା ମହିଳାଙ୍କ ପ୍ରଜନନ କ୍ଷମତାର କୌଣସି ସଂପର୍କ ନାହିଁ । ପ୍ରଜନନ ଉପରେ ଏହାର କୁପ୍ରଭାବ ନେଇ ଯେଉଁ ପ୍ରଚାର ହେଉଛି, ତାହାର କୌଣସି ଆଧାର ନାହିଁ […]

ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪

ପୁରୀ,୨୨/୬(ଏସଏସନିୟୁଜ) କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନ ସମାଗମକୁ ବାରଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରରେ ୧୪୪ ଜାରି କରାଯାଇଛି । ଏହିସମୟରେ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଅନ୍ୟ କାହାରିକୁ ପ୍ରବେଶ କରାଯିବ ନାହିଁ। ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବାବେଳେ ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ ରହିବ ବୋଲି ଜଣାପଡିଛିା

ସାକ୍ଷୀଗୋପାଳରୁ ଶ୍ରୀକ୍ଷେତ୍ର ଗଲା ବଉଳକାଠ

ସାକ୍ଷୀଗୋପାଳ,୨୧/୬(ଏସଏସନିୟୁଜ) ନିର୍ଜଳା ଏକାଦଶୀ ତିଥିରେ ସତ୍ୟବାଦୀରୁ ବଉଳକାଠପୁରୀ ଅଭିମୁଖେ ଯାତ୍ରା କରିଛି । ସାରୁଗାଡିଆ ସାହି ସ୍ଥିତ ସଂରକ୍ଷିତ ମନ୍ଦିର ଜଙ୍ଗଲରେ ଚିହ୍ନଟ କରାଯାଇଥିବା ବଉଳ ଗଛ କୁ ଆଜି ଗ୍ରାମବାସୀମାନେ ପୁଜାର୍ଜନା କରିଥିଲେ ।ପରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଠାରୁ ଆସିଥିବା ଆଜ୍ଞାମାଳ ବଉଳ ବୃକ୍ଷରେ ବନ୍ଧାଯାଇ ଧୂପ, ଦୀପ, ଭୋଗ କରାଯିବା ପରେ ଭୋଇ ସେବକ ଧୃବ ଚରଣ ଭୋଇ ନଡିଆ ବାଡେଇ ଗଛରେ ପଥମ ଚୋଟ ମାରିଥିଲେ । ପରେ ସାଙ୍ଗରେ ଆସିଥିବା ଅନ୍ୟମାନେ […]

ବେରବୋଇଠାରେ ଗଣ ଧାରଣା

ଡେଲାଙ୍ଗ, ୨୧/୬(ଏସଏସନିୟୁଜ) ଅଲ ଇଣ୍ଡିଆ କିଶାନ କ୍ଷେତ ମଜଦୁର ସଂଗଠନ ଓ ଏ. ଆଇ. କେ. କେ ଏମ. ଏସ ତରଫରୁ ଡେଲାଙ୍ଗ ଥାନା ଅନ୍ତର୍ଗତ ବେରବୋଇ ଠାରେ ଗଣ ଧାରଣା ଦେଇଥିଲେ ।କର୍ମକର୍ତାମାନେ ଦୀର୍ଘଦିନଧରି ଚାଲିଥିବା ଚାଷୀଆନ୍ଦୋଳନକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ ।ଏଥିସହ କେନ୍ଦ୍ର ସରକାର ଲାଗୁ କରିଥିବା କୃଷି ମାରଣ ନୀତି ରଦ୍ଦ ନ କରିବା ବିଶେଷ କରି ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ, ଘରୋଇ ମଣ୍ଡି ଆଇନ, ଚୁକ୍ତିଚାଷ ଆଇନ ରଦ୍ଦ […]

ପୋଲିସ,ପୋଲିସ ମୁହାଁମୁହିଁ

୧-ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ ହେଲା ୟୁଟ୍ୟୁବରେ ପାଠପଢ଼ା । ପ୍ରଥମରୁ ଦଶମ ଯାଏଁ ଅନଲାଇନରେ ହେଲା କ୍ଲାସ । ଉପାନ୍ତ ଜିଲ୍ଲାରୁ ଆସିଲା ବିକଳ ଚିତ୍ର, ଅନେକ ପିଲାଙ୍କ ପାଖରେ ମୋବାଇଲ ନଥିବାରୁ ପଢ଼ି ପାରିଲେନି ପାଠ । ୨-ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ । ଚତୁର୍ଥ ଦିନ ବି ବର୍ଷାରେ ଧୋଇଗଲା । ୩-ନୂଆ ଜାତୀୟ ରେକର୍ଡ କଲେ ଦୂତୀ , ୧୧.୧୭ ସେକେଣ୍ଡରେ ଦୌଡିଲେ ୧୦୦ ମିଟର । ୪-5G […]

ଆଜିର ଅନୁଚିନ୍ତା

?ଦରକାର ଠାରୁ ଅଧିକ ସମୟ ଆଉ ସମ୍ମାନ ଦେଲେ ମଣିଷ ବଦଳି ଯାଆନ୍ତି —। ?ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା , କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ । ?କ୍ଷମତାର ଗର୍ବରେ ମଣିଷ ନିଜ ଭୁଲ୍ ଠିକ୍ ବିଚାର କରିବା ଦକ୍ଷତା ହରେଇଦିଏ । କିନ୍ତୁ ସବୁ ଚାଲିଗଲା ପରେ ସେ ଯେତେ କ୍ଷମା ପ୍ରାର୍ଥନା କଲେ ମଧ୍ୟ୍ୟ […]

ଆଜିର ରାଶିଫଳ

ଜୁନ ମାସ ୨୨ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି-ଦ୍ଵାଦଶୀ ,ନକ୍ଷତ୍ର- ବିଶାଖା ମକର ରାଶିର ଘାତବାର, ପୋଇ ଓ ବାଇଗଣ ଭକ୍ଷଣ ନିଷେଧ । ମେଷ:-ଆଜି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ପ୍ରାପ୍ତ ହେବ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ। ବୃଷ:-ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ସହକର୍ମୀ […]

ରେକର୍ଡ ଭାଙ୍ଗିଲେ ଦୁତି

ଭୁବନେଶ୍ୱର,୨୧/୬(ଏସଏସନିୟୁଜ) ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ କଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ନିଜ ପୂର୍ବ ଜାତୀୟ ରେକର୍ଡକୁ ଭାଙ୍ଗିଛନ୍ତି ଦୂତୀ । ୧୦୦ ମିଟର ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି କଲେ ରେକର୍ଡ, ପୂର୍ବରୁ ଦୂତୀଙ୍କ ନାଁରେ ୧୧.୨୨ ସେକେଣ୍ଡର ରେକର୍ଡ ଥିଲା । ପଟିଆଲାରେ ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିରେ ନିଜ ପୂର୍ବ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି ଦୂତୀ ।

ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୮ ବର୍ଷରୁ ଉର୍ଦ୍ଧଙ୍କୁ ଟିକାକରଣ

ବାରଙ୍ଗ,୨୧/୬(ଏସଏସନିୟୁଜ) କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ୍ ମୋଡରେ ଟୀକାକରଣ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୮ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ ଟୀକାଦାନ କରାଯାଇଛି।୧୮ ରୁ ୪୪ ବର୍ଷର ୧୪୯ ଜଣ ବ୍ୟକ୍ତିଙ୍କୁ ଟୀକାକରଣ କରାଯାଇଥିବା ବେଳେ ୪୫ ବର୍ଷରୁ ଉର୍ଦ୍ଧ ୬୪ ଜଣଙ୍କୁ ଟୀକାକରଣ କରାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ମିନାକ୍ଷୀ ମାରାଣ୍ଡିଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।ବ୍ଲକ୍ ସାମାଜିକ ସୁରକ୍ଷା ବିଭାଗର […]

ନନ୍ଦନକାନନର ନୁଆ ନିର୍ଦ୍ଦେଶକ ମନୋଜକୁମାରମହାପାତ୍ର

ବାରଙ୍ଗ,୨୧/୬(ଏସଏସନିୟୁଜ)ନନ୍ଦନକାନନର ନୁଆ ନିର୍ଦ୍ଦେଶକ ଭାବେ ମନୋଜକୁମାରମହାପାତ୍ର ସୋମବାରଦିନ ଦାୟିତ୍ୱ ଗ୍ରହଣ କରିଛନ୍ତିା ମନୋଜକୁମାରମହାପାତ୍ର ଏବେ ଆଂଚଳିକମୁଖ୍ୟବନସଂରକ୍ଷକ ଅଛନ୍ତି ।ଏହାସହ ୱାର୍କିଂପ୍ଲାନଅଫିସର ଭାବେ ମଧ୍ୟ ଦାୟିତ୍ୱରେ ରହିଛନ୍ତି ।ଏବେ ନନ୍ଦନକାନନର ନିର୍ଦ୍ଦେଶକ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।ଏହି ଖବର ଜଣାପଡିବାପରେ ନନ୍ଦନକାନନର କର୍ମଚାରୀମାନେ ବେଶ ଖୁସି ଅନୁଭବ କରିଛନ୍ତି ।ଆଗରୁ ନନ୍ଦନକାନନ ସହ ମନୋଜମହାପାତ୍ର ଓତପ୍ରୋତଭାବେ ଜଡିତ ରହିଥିଲେ ।ଦୀର୍ଘଦିନଧରି ଏସିଏଫ ଦାୟିତ୍ୱରେ ରହିଥିବାବେଳେ ନନ୍ଦନକାନନର ବିକାଶ ସହ କର୍ମଚାରୀମାନଙ୍କର ଉନ୍ନତି ପାଇଁ କରିଥିବା ଉଦ୍ୟମ […]